‘ପିଏମ ମୋଦୀ ନିଜକୁ କହୁଥିଲେ ଅବତାର’, ଅଯୋଧ୍ୟାରେ ଜିତିବା ପରେ ଏପରି କହିଲେ ଅୱଦେଶ ପ୍ରସାଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟୀ ହାରିବା ଦେଖିବାକୁ ମିଳିଛି । ଅଯୋଧ୍ୟର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯେଉଁଠାରେ ସମାଜଦାବୀ ପାର୍ଟୀର ଅୱଦେଶ ପ୍ରସାଦ ବିଜୟୀ…

ନୟାଗଡ଼ ବାଉଁଶିଆପଡା ଗାଁରେ ଅଭାବନୀୟ ଘଟଣା: ନଦୀରେ ବୁଡ଼ିଯାଇ ଭାଇ-ଭଉଣୀଙ୍କ ମୃତ୍ୟୁ

ନୟାଗଡ଼: କୁସୁମୀ ନଦୀର ଗଭୀର ଜଳରେ ବୁଡ଼ିଯାଇ ଭାଇ ଓ ଭଉଣୀଙ୍କର ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଛି । ଇଟିମାଟି ଥାନା ବାଉଁଶିଆପଡା ଗାଁରେ ଏହି ଅଘଟଣ ଘଟିଛି । ଗାଧୋଇବା ସମୟରେ ବୁଡି ଯାଇ ଭାଇଭଉଣୀଙ୍କ ମୃତ୍ୟୁ ।…

Big Breaking: ବିଜେପି ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକରା

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସଭା ଆସନରୁ ୨୦ଟି ସିଟରେ ବିଜେପି ବିଜୟ ହାସଲ କରିଛି । ଅନ୍ୟ ଏକଟି ସିଟ୍ କଂଗ୍ରେସ ହାସଲ କରିଛି । ତେବେ ଆଜି ବିଜେପି ନବ ନିର୍ବାଚିତ…

‘BSKY କାର୍ଡ ଗ୍ରହଣ କରନ୍ତୁ’, ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା ଅନେକ ଲୋକେ ମଗଣାରେ ଚିକିତ୍ସା ପାଉଥିଲେ । ହେଲେ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ…

SBI ମ୍ୟୁଚୁଆଲ ଫଣ୍ଡ ରଚିଲା ଇତିହାସ, ଅତିକ୍ରମ କଲା ୧୦ ଟ୍ରିଲିୟନ ଟଙ୍କାର ରେଖା

ନୂଆଦିଲ୍ଲୀ: ଏସବିଆଇ ମ୍ୟୁଚୁଆଲ ଫଣ୍ଡ ନୂଆ ରେକର୍ଡ ସୃଷ୍ଟି କରିଛି । ଏସବିଆଇ ମ୍ୟୁଚୁଆଲ ଫଣ୍ଡର ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ ୧୦ ଟ୍ରିଲିୟନ ଟଙ୍କାର ସଂଖ୍ୟା ଅତିକ୍ରମ କରିଛି । ଏହି ସଂଖ୍ୟା ହାସଲ କରିବାରେ ଏହା ଦେଶର…

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଅନ୍ତରୀଣ ଜାମିନ, ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ରାଉଜ ଏଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ମଦ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ…

(Video) ପାକିସ୍ତାନୀ ୟୁଟ୍ୟୁବର ଦେଖାଇଲେ ଅସଲି ହୀରାମଣ୍ଡିର ଝଲକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ହୀରାମଣ୍ଡି ସିରିଜ ଆସିବା ପରେ ଲୋକଙ୍କ ମଧ୍ୟରେ ହୀରାମଣ୍ଡି ବିଷୟରେ ଜାଣିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସିରିଜ ଦେଖିବା ପରେ ଲୋକେ ଗୁଗୁଲରେ ହୀରାମଣ୍ଡି ବହୁଳ ଭାବେ ସର୍ଚ୍ଚ…

ଏବେ ଟିଭି ଦେଖିବା ହୋଇଯିବ ମହଙ୍ଗା, ଖୁବଶୀଘ୍ର ବଢିବାକୁ ଯାଉଛି ଚ୍ୟାନେଲ ରେଟ

ନୂଆଦିଲ୍ଲୀ: ଟିଭି ଦେଖିବା ହୋଇଯିବ ମହଙ୍ଗା । ବଢିଯିବ ଚ୍ୟାନେଲ ମୂଲ୍ୟ । ଏହା ସିଧା ସଳଖ ଜନସାଧାରଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଡିଜନୀ ଷ୍ଟାର, ଭାୟାକମ୧୮, ଜି ଏଣ୍ଟରଟେନମେଣ୍ଟ ଏବଂ ସୋନି ପିକ୍‌ଚର ନେଟୱର୍କ ନିଜ…

୪ ଦଶନ୍ଧି ପରେ ଆହ୍ଲାବାଦରେ ବିଜୟୀ ହେଲା କଂଗ୍ରେସ, ୨ ପ୍ରମୁଖ ରାଜନେତା ପୁଅଙ୍କ ମଧ୍ୟରେ ଚାଲିଥିଲା ଲଢେଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପରେ କଂଗ୍ରେସ ମଧ୍ୟ ପୂର୍ବ ନିର୍ବାଚନ ତୁଳନାରେ ଭଲ ବିଜୟ ହାସଲ କରିଛି । ତେବେ ଦୀର୍ଘ ୪୦ ବର୍ଷ ପରେ କଂଗ୍ରେସ ଉତ୍ତରପ୍ରଦେଶର ଆହ୍ଲାବାଦ ଆସନରେ ଜିତିଛି । ଏଠାରେ…

୮ ଜୁନରେ ତୃତୀୟ ଥର ପାଇଁ ଶପଥ ନେବେ ପିଏମ ମୋଦୀ! ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ବିଜେପି ନେତୃତ୍ୱଧୀନ ଏନଡିଏ ମେଣ୍ଟର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିପାରନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଠନର…