ଲୋକସଭା ନିର୍ବାଚନର ଫଳାଫଳ ଉପରେ ଚୀନର ରହିଛି ନଜର, ସି ଜିନଫିଙ୍ଗଙ୍କ ମୁଖପାତ୍ର ଲେଖିଲେ- PM ମୋଦୀ ପୁଣି ଜିତିଲେ..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଅଧିକାଂଶ ଏଗଜିଟ୍ ପୋଲ ‘ପୁଣି ଥରେ ମୋଦୀ ସରକାର’ ଆସିବାର ଭବିଷ୍ୟବାଣୀ କରିଛନ୍ତି । ଅନେକ ଏକଜିଟ ପୋଲ ବିଜେପିର ‘ଅବକି ବାର ୪୦୦’ ପାରର ମୋହର ଲଗାଇଛନ୍ତି । ୪ ଜୁନରେ ନିର୍ବାଚନର…

ଚୋରି କରିବାକୁ ଡାକ୍ତରଙ୍କ ଘରେ ପଶିଲା ଚୋର, AC ଏବଂ ଫ୍ୟାନ ଲଗାଇ ଶୋଇପଡିଲା, ନିଦ ଖୋଲିବା ପରେ..

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଇନ୍ଦିରାନଗର ସେକ୍ଟର ୨୦ରେ ଡା.ସୁନୀଲ ପାଣ୍ଡେୟଙ୍କ ଘରେ ରବିବାର ରାତିରେ ତାଲା ଭାଙ୍ଗି ଚୋର ଘର ଭିତରକୁ ପଶିଲା । ସେଠାରେ ବିଭିନ୍ନ…

(Video) ରବୀନା ଟଣ୍ଡନଙ୍କ କାର ମହିଳାଙ୍କୁ ଧକ୍କା ଦେଇଥିଲା କି? ସିସିଟିଭି ଫୁଟେଜରେ ହେଲା ଖୁଲାସା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ଏହି ବିଗତ ଦିନରେ ଚର୍ଚ୍ଚାରେ ରହିଛନ୍ତି । ରବିବାର ଦିନ ସକାଳେ ଆସିଥିବା ଖବର ମୁତାବକ, ରବୀନାଙ୍କ ଡ୍ରାଇଭର ଏକ ବୃଦ୍ଧାଙ୍କ ସମେତ ୩ ଜଣ ମହିଳାଙ୍କୁ କାରରେ ଧକ୍କା…

୨୦ ବର୍ଷ ହେଲାଣି ଏହି ୨ଟି ଯୋଗ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଣ୍ଡଳୀରେ ରହିଛି, ସଫଳତା ସହ ଶତ୍ରୁଙ୍କୁ କରୁଛି ବିନାଶ

ନୂଆଦିଲ୍ଲୀ: ଗତ ଲୋକସଭା ନିର୍ବାଚନର ଫଳାଫଳ ୪ ଜୁନରେ ସାମ୍ନାକୁ ଆସିବ । ଏହା ପୂର୍ବରୁ ପ୍ରତି ରାଜନୈତିକ ଦଳ ଜିତିବେ ବୋଲି ଦାବି କରୁଛନ୍ତି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ସମ୍ଭଳର ଜ୍ୟେତିଷଶାସ୍ତ୍ରୀ ପିଏମ…

ଜାପାନରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଜାପାନର ଇଶିକାୱା ସୀମାରେ ସୋମବାର ଦିନ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ୫.୯ ରିକ୍ଟର ସ୍କେଲରେ ମପାଯାଇଛି । ଭୂମିକମ୍ପ ହେବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରିଯାଇଛନ୍ତି । ଜାପାନ…

ନିର୍ମାଣଧୀନ ବ୍ରିଜରୁ ଖସିଲା ତୀର୍ଥଯାତ୍ରୀ ବୋଲେରୋ: ୨ ମୃତ

ସମ୍ବଲପୁର: ଏକ ତୀର୍ଥଯାତ୍ରୀ ବୋଲେରୋ ନିର୍ମାଣଧୀନ ବ୍ରିଜରୁ ଖସିପଡିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିବା ସହ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ସମସ୍ତ ଆହତଙ୍କୁ ମେଡିକାଲରେ…

ପୁଣିଥରେ ଏଲନ ମସ୍କ ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, Bernard Arnaultଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ପଦବୀ ପୁଣିଥରେ ଟେସଲାର ସିଇଓ ଏଲନ ମସ୍କଙ୍କ ପାଖକୁ ଚାଲିଯାଇଛି । ସେ ବର୍ନାର୍ଡ ଅର୍ନୋଲ୍ଟ ଏବଂ ଜେଫ ବେଜୋସଙ୍କୁ ପଛରେ ପକାଇ ନଂ-୧ ସ୍ଥାନ ଅଧିକାର କରିଛନ୍ତି । ଏଲନ…

୨ ଜୁନରେ କାହିଁକି ପାଳନ କରାଯାଏ Sex Workers Day? କଣ ରହିଛି ଏହାର ଇତିହାସ

ଓଡ଼ିଶା ଭାସ୍କର: ଆଜି ସାରା ଦୁନିଆ Sex Workers Day ପାଳନ କରୁଛି । ସେକ୍ସ ୱାର୍କର୍ସଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସେମାନଙ୍କ ଅଧିକାର ଦିନ । ସେମାନଙ୍କ ପ୍ରତି ସମ୍ମାନ ଦେଖାଇବା…

ଅରବିନ୍ଦ କେଜ୍ର୍ରିିୱାଲଙ୍କ ସରେଣ୍ଡର ପରେ ୫ ଜୁନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ବଢାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୫ ଜୁନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଇଛନ୍ତି । କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ କରାଯାଇଥିବା ଏକ ଆବେଦନକୁ ନେଇ ଶୁଣାଣି ପରେ ଏହି…

ବଜ୍ରଘାତରେ ୨ ମୃତ୍ୟୁ: ପାଟପୁରରେ ଶ୍ରମିକ ଭାବେ କାମ କରୁଥିଲେ

ଦିଗପହଣ୍ଡି: ବଜ୍ରାଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏମାନେ ପାଟପୁରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କାଳବୈଶାଖୀ ଯୋଗୁଁ ଜୋରରେ ଘଡଘଡି ମାରିବାରୁ ଏଠାରେ କାମ କରୁଥିବା ଶ୍ରମିକ ବଜ୍ରାଘାତର ଶିକାର ହୋଇଥିଲେ…