Board Exam Tips: ଏହି ତ୍ରୁଟି କାରଣରୁ ବୋର୍ଡ ପରୀକ୍ଷାରେ ଆସେ କମ ନମ୍ବର, ଜାଣନ୍ତୁ କିପରି କରିବେ ଉନ୍ନତି
ନୂଆଦିଲ୍ଲୀ: ଅନେକ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଖେଇ ଆସୁଛି। ଯେଉଁଥିରେ ବହୁ ସଂଖ୍ୟକ ଛାତ୍ର ଅଂଶଗ୍ରହଣ କରିବେ। ଛାତ୍ରମାନେ ଏଠାରେ ଉଲ୍ଲେଖ କରାଯାଇଥିବା କିଛି ତ୍ରୁଟି ହଟାଇ ଭଲ ମାର୍କ ହାସଲ…