7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବଶୀଘ୍ର ମିଳିପାରେ ବଡ଼ ଉପହାର, ଏତିକି ବଢିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସରକାର ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି । କୁହାଯାଉଛି ଯେ, ଆସନ୍ତା ସପ୍ତାହରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗାଭତ୍ତା ବଢିବ ବୋଲି ଘୋଷଣା…

ଏଲନ ମସ୍କଙ୍କ ବଡ ଦାବି, କହିଲେ ୨୦୨୪ରେ ଡୋନାଲ୍ଡ ଟ୍ରମ୍ପ ଏକ ଜୋରାଦାର ବିଜୟ ହାସଲ କରିବେ!

ୱାସିଂଟନ୍: ଟ୍ୱିଟରର ସିଇଓ ଆରବପତି ଏଲନ ମସ୍କ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବ, ଏହାପରେ ମଧ୍ୟ ତାଙ୍କୁ…

ଶିଶୁକୁ ଜନ୍ମ ଦେବା ପରେ ମଧ୍ୟ ମହିଳା କର୍ମଚାରୀଙ୍କୁ ଦିଆଯିବ ମାତୃତ୍ୱ ଛୁଟି, ହାଇକୋର୍ଟର ଆଦେଶ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ଏକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟରେ କହିଛନ୍ତି ଯେ, ମହିଳା କର୍ମଚାରୀ ଶିଶୁକୁ ଜନ୍ମ ଦେବା ପରେ ମାତୃତ୍ୱ ଅବକାଶ ପାଇଁ ହକଦାର ଅଟନ୍ତି । ତାଙ୍କୁ ଏହି ଅବକାଶ ଏଥିପାଇଁ ଦିଆଯାଉଛି ଯେ,…

ଅମୃତ ପାଲ ପୋଲିସକୁ କଲା ନାକେଦମ୍, ‘ୱାରିସ ପଞ୍ଜାବ ଦେ’ ସଂଗଠନର ୭୮ ଜଣ ଗିରଫ, ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ

ଚଣ୍ଡିଗଡ: କିଛିଦିନ ହେଲାଣି ୱାରିସ ପଞ୍ଜାବ ଦେ ସଂଗଠନର ମୁଖିଆ ଅମୃତପାଲ ସିଂହଙ୍କୁ ପୋଲିସ ଖୋଜିବାରେ ଲାଗିଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳୁନି । ଏନେଇ ପୋଲିସ ଅମୃତପାଲଙ୍କୁ ପଳାତକ ବୋଲି…

ଇକ୍ୟୁଏଡରରେ ଅନୁଭୂତ ହେଲା ୬.୮ ତୀବ୍ରତାର ଭୁକମ୍ପ, ଏପର୍ଯ୍ୟନ୍ତ ୧୪ ମୃତ୍ୟୁ

ଇକ୍ୟୁଏଡର: ଦକ୍ଷିଣ ଆମେରିକାରେ ଥିବା ଇକ୍ୟୁଏଡରରେ ଭୟଙ୍କର ଭୁକମ୍ପ ଅନୁଭୂତ ହୋଇଥିବା କଥା ସାମ୍ନାକୁ ଆସିଛି । ସମଚାର ଏଜେନ୍ସି ଏପି ଅନୁଯାୟୀ, ସେଠାରେ ୬.୫ ତୀବ୍ରତାର ଭୁକମ୍ପ ଆସିଛି । ତେବେ ଏହି ଭୂକମ୍ପ ଆମେରିକାର…

ଡାଇବେଟିସ୍ ଥିଲେ ଅଚିନ୍ତାରେ ଖାଇପାରିବେ କଞ୍ଚା କଦଳୀ! ବଢିବ ନାହିଁ ସୁଗାର, ଜାଣନ୍ତୁ ଫାଇଦା

କଦଳୀ ହେଉଛି ଏପରି ଏକ ଫଳ ଯାହାର ଗୁଣ ପାଇଁ ତାକୁ ଏନର୍ଜିର ପାୱାର ହାଉସ କୁହାଯାଏ । ଏହାର ସ୍ୱାଦ ମଧ୍ୟ ଏତେ ଭଲ ହୋଇଥାଏ ଯେ, ଯାହାପାଇଁ ପ୍ରାୟ ସମସ୍ତଙ୍କ ଏହା ପ୍ରିୟ ଫଳ ହୋଇଥାଏ । ହେଲେ ଡାଇବେଟିସ୍ ରୋଗୀଙ୍କ ପାଇଁ…

ଏଫଡି ଉପରେ ଜୋରଦାର ସୁଧ ଦେଉଛନ୍ତି ଏହି ସରକାରୀ ବ୍ୟାଙ୍କ, ୨୦୦ ଦିନ ପାଇଁ କରିବାକୁ ପଡିବ ନିବେଶ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରେପୋ ରେଟ ବଢିବା ପରେ ଦେଶରେ ଘରୋଇ ଏବଂ ସରକାରୀ ବ୍ୟାଙ୍କ ନିଜ ନିଜ ଫିକ୍ସଡ୍ ଡିପୋଜିଟ ସ୍କିମ୍ କୁ ଆକର୍ଷିତ କରିବା ପାଇଁ ସୁଧ ଦର ବଢାଇଛନ୍ତି । ଗ୍ରାହକ ମାନଙ୍କୁ ଦୁଃଖ…

କ୍ରାଇମ ପେଟ୍ରୋଲ ଦେଖି ମାଆର ଶବକୁ ଖଣ୍ଡ ଖଣ୍ଡ କଲା ଝିଅ : ପୋଲିସ

ମୁମ୍ବାଇ: କିଛିଦିନ ତଳେ ରିମ୍ପଲ ନାମକ ଜଣେ ୨୩ ବର୍ଷୀୟ ଯୁବତୀ ନିଜ ୫୫ ବର୍ଷୀୟ ମାଆ ବୀଣାଙ୍କୁ ହତ୍ୟା କରିଥିଲା । ଏହା ବ୍ୟତୀତ ସେ ତାଙ୍କ ମାଆଙ୍କ ମୃତ ଶରୀରକୁ କାଟି କାଟି ଖଣ୍ଡ କରି ନିଜ ଘରେ ଲୁଚାଇ ରଖିଥିବା କଥା…

ଆରେ ଆରେ ଇଏ ବିଲେଇ ନା ସାପ? ଆକୁ ଦେଖି ଦ୍ୱନ୍ଦରେ ପଡିଗଲେ ଲୋକେ, ଫଟୋ ଭାଇରାଲ ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ : ଦୁନିଆରେ ଏତେ ସଂଖ୍ୟକ ପ୍ରାଣୀ ଅଛନ୍ତି ଯେ, ଯଦି ସେମାନଙ୍କୁ ଗଣନା କରାଯାଏ ତେବେ ସେଗୁଡ଼ିକ ବୋଧହୁଏ ସଂପୂର୍ଣ୍ଣ ହେବ ନାହିଁ । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଜୀବଜନ୍ତୁଙ୍କ ଉପରେ ବୈଜ୍ଞାନିକ ଅନୁସନ୍ଧାନ…

ସରକାରଙ୍କ କଡା ଆକ୍ସନ, ହରତାଳ କରୁଥିବା ୬୫୦ ବିଜୁଳି କର୍ମଚାରୀଙ୍କୁ ଚାକିରିରୁ କଲେ ବାହାର

ଉତ୍ତରପ୍ରଦେଶ: ୟୁପିରେ ବିଦ୍ୟୁତକର୍ମୀଙ୍କ ଧର୍ମଘଟ ଉପରେ ହାଇକୋର୍ଟ କଠୋର ହେବା ପରେ ଏବେ ୟୁପି ସରକାର ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେଣୁ ସରକାର ୬୫୦ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କ ସେବା…