ଚୀନକୁ ଝଟକା ଦେବ ଭାରତ: ବିଦେଶୀ ଟେଲିକମ୍ ଉପାଦାନ ଉପରେ ଟ୍ୟାକ୍ସ ଲଗାଇବେ ସରକାର
ନୂଆଦିଲ୍ଲୀ: ଦେଶର କେନ୍ଦ୍ର ସରକାର ଟେଲିକମ ଇଣ୍ଡଷ୍ଟ୍ରୀକୁ ଦୃଢ କରିବା ଏବଂ ଗ୍ଲୋବାଲ ମାନ୍ୟୁଫ୍ୟାକ୍ଚରିଂ ହବ ତିଆରି କରିବା ଲାଗି ନୂଆ ପ୍ଲାନ ପ୍ରସ୍ତୁତ କରୁଛନ୍ତି । ସୂଚନା ଅନୁଯାୟୀ, ଭାରତରୁ ଆମଦାନୀକୁ ହ୍ରାସ…