ପାକିସ୍ତାନୀ ଡ୍ରୋନକୁ ଏନକାଉଣ୍ଟର କଲେ ଭାରତୀୟ ସେନା

ପଞ୍ଜାବ: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ବିଏସଏଫର ୧୧୩ ବାଟାଲିୟନ ଆଜି ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଏକ ପାକିସ୍ତାନୀ ଡ୍ରୋନକୁ ମାରି ତଳେ ପକାଇ ଦେଇଛନ୍ତି । ଡ୍ରୋନଟି ଖସି ପଡ଼ିଥିବା ସ୍ଥାନରେ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ଝାରବନ୍ଧ: ଖୁବଶୀଘ୍ର ପଦ୍ମପୁରକୁ ମିଳିବ ନୂଆ ଜିଲ୍ଲାର ମାନ୍ୟତା। ଜିଲ୍ଲାବାସୀଙ୍କୁ ଗତ ନିର୍ବାଚନରେ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଉପନିର୍ବାଚନ ସମୟରେ…

ବହୁ ପ୍ରଭାବଶାଳୀ ହେଉଛି ଲୁଣର ଏହି ଉପାୟ, ଚୁମ୍ବକ ପରି ଟାଣିବ ଧନ

ରୋଷେଇ ଘରେ ବ୍ୟବହୃତ ଅନେକ ଜିନିଷ ଜ୍ୟୋତିଷ ଶାସ୍ତ୍ରରେ ବ୍ୟବହୃତ ହୁଏ । ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲୁଣ ବ୍ୟବହୃତ ହୁଏ । ଏଥି ସହିତ, ଜୀବନର ସମସ୍ୟାକୁ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଲୁଣର ଅନେକ ପ୍ରତିକାର…

ନାବାଳିକାକୁ ‘ଆସ ଆସ’ କହିବା ହେଉଛି ଯୌନ ଉତ୍ପୀଡ଼ନ: କୋର୍ଟ

ମୁମ୍ବାଇ: ଜଣେ ନାବାଳିକାକୁ ବାରମ୍ବାର ‘ଆସ ଆସ ’ କହିବା ତା ପ୍ରତି ଏକ ଯୌନ ଉତ୍ପୀଡ଼ନ ବୋଲି ମୁମ୍ବାଇ କୋର୍ଟ କହିଛନ୍ତି । ଏକ ମାମଲାର ଶୁଣାଣି ସମୟରେ ଯୌନ ଅପରାଧ ଅଧିନିୟମର ସୁରକ୍ଷା (POCSO) ଅନୁଯାୟୀ, କୋର୍ଟ ଜଣେ…

ହୋଲି ପୂର୍ବରୁ ଖୁସି ଖବର, ଫେବୃଆରୀ ମାସରେ ମିଳିବ ଦ୍ୱିଗୁଣା ରାସନ

ନୂଆଦିଲ୍ଲୀ : ଯଦି ଆପଣଙ୍କର ରେସନ କାର୍ଡ ଅଛି ଏବଂ ଆପଣ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନୁଯାୟୀ, ସରକାରଙ୍କ ଠାରୁ ମାଗଣା ରାସନ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁସି ଖବର । ସମଗ୍ର ଦେଶରେ ୮୦…

ସିବିଆଇକୁ ସମୟ ମାଗିଲେ ସିସୋଦିଆ, କହିଲେ ବଜେଟ ତିଆରି କରିବାରେ ବ୍ୟସ୍ତ ଅଛି

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ମଦନୀତି ପ୍ରସଙ୍ଗରେ ପଚରାଉଚରା ପାଇଁ ଆଜି ରାଷ୍ଟ୍ରୀୟ ରାଜଧାନୀରେ ଥିବା ସିବିଆଇ କାର୍ଯ୍ୟାଳୟକୁ ଡକାଯାଇଛି । ଏନେଇ ମନୀଷ ସିସୋଦିଆ ଆଜି ସକାଳୁ…

ରାକ୍ଷସୀ ପାଲଟିଲା ସାବତ ମାଆ! ପୁଅକୁ ଜୀବନରୁ ମାରିଦେଲା ପିଟିପିଟି

ଦଶପଲ୍ଲା: ସାବତ ମାଆ ୩୫ ବର୍ଷୀୟ ଦିବ୍ୟାଙ୍ଗ ପୁତ୍ରକୁ ପିଟିପିଟି ମାରିଦେଇଥିବା କଥା ସାମ୍ନାକୁ ଆସିଛି । ଏହି ହତ୍ୟା ପଛରେ ବାପାଙ୍କ ମଧ୍ୟ ସହଯୋଗ କରିଥିବା ଅଭିଯୋଗ ରହିଛି । ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା…

Video: ଭଗ୍ନାବଶେଷ ତଳୁ ମିଳିଲେ ୩ ଜଣ ଜୀବନ୍ତ ବ୍ୟକ୍ତି, ପାର ହେଲା ୪୬ ହଜାର ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭୁକମ୍ପରେ ଅନେକ କ୍ଷତକ୍ଷତି ମଧ୍ୟରେ ପୁଣି ଏକ ଚମତ୍କାର ଘଟଣା ତୁର୍କୀରେ ଦେଖିବାକୁ ମିଳିଛି । ଭୁମିକମ୍ପର ୨୯୬ ଘଣ୍ଟା ପରେ ତିନିଜଣ ବ୍ୟକ୍ତିଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ତିନିଜଣ…

ଅଟୋ ଉପରେ ମାଡିଗଲା ହାଇୱା, ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା କଥା ସାମ୍ନାକୁ ଆସିଛି । ଏକ ହାଇୱା ଅଟୋକୁ ଚାପିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଶିବରାତ୍ରି ମହୋତ୍ସବ ସାରି ଝିଅକୁ ଅଟୋରେ ଶାଶୂଘରକୁ ଯିବା…

୨୦ ବର୍ଷ ପରେ ଆସିଲା ବୃତ୍ତି ପ୍ରୋତ୍ସାହନ, ପିଲାଙ୍କୁ ନପାଇ ଫେରଗିଲା ଡ୍ରାଫ୍ଟ

ଭଣ୍ଡାରେିପାଖରୀ : ଭଣ୍ଡାରେିପାଖରୀ ବକ୍ଲର ତତ୍କାଳୀନ ବେସିକ ସ୍କୁଲର ଛାତ୍ରୀ ମାଧୁରୀ ମଧୁମିତା ଦାସଙ୍କ ନିକଟକୁ ଦୀର୍ଘ ୨୦ ବର୍ଷ ପରେ ବୃତ୍ତି ଅର୍ଥ ଆସୁଛି । ସଂପୃକ୍ତ ବୃତ୍ତିଧାରୀଙ୍କୁ ନପାଇ ଡ୍ରାଫ୍ଟ ଆକାରରେ…