ମାଇକ୍ରୋସଫ୍ଟ ସହ ଜଡିତ ଏହି କମ୍ପାନୀ ୧୦ ପ୍ରତିଶତ କର୍ମଚାରୀଙ୍କର କରିବ ଛଟେଇ, ଜାଣନ୍ତୁ ସପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ବର୍ତ୍ତମାନ ଆର୍ଥିିକ ମାନ୍ଦା ସହ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଛଟେଇ କରିବାରେ ଲାଗିଛନ୍ତି । କମ୍ପାନୀ ଚାକିରି ଦେବା ବଦଳରେ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଉଛି । ଟ୍ୱିଟର,…

ଭାରତରେ ବିବିସି ଉପରେ ପ୍ରତିବନ୍ଧକ ଲଗାଇବା ଅବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି

ନୂଆଦିଲ୍ଲୀ: ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେସନ୍ (ବିବିସି) ଉପରେ ବିବାଦୀୟ ଡକ୍ୟୁମେଣ୍ଟାରୀ ‘India the modi question’ ପ୍ରସାରଣ ପାଇଁ ସମ୍ପୂର୍ଣ୍ଣ ନିଷେଧାଦେଶ ଶୁଣିବାକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି।…

ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲା: ଓକିଲଙ୍କୁ ସର୍ତ୍ତମୂଳକ ଜାମିନ

କଟକ: କିଛିଦିନ ତଳେ ସମ୍ବଲପୁର ହାଇକୋର୍ଟରେ ସ୍ଥାୟୀ ବେଂଚ ଦାବି ଆନ୍ଦୋଳନରେ କୋର୍ଟ ପରିସରରେ ଆଇନଜୀବୀମାନେ ଭଙ୍ଗାରୁଜା କରିଥିଲେ । ଆଜି ସେହି ଆଇନଜୀବୀ ମାନଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଥିବା କଥା ସାମ୍ନାକୁ…

ଏଫଡିରେ ନିବେଶ କରିବା ପୂର୍ବରୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର, ଏହି ବ୍ୟାଙ୍କ ବଢାଇଲା ସୁଧ ହାର

ନୂଆଦିଲ୍ଲୀ: ଘରୋଇ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଙ୍ଗଳବାର ଦିନ ଫିକ୍ସଡ୍ ଡିପୋଜିଟରେ ସୁଧ ହାର ୦.୨୫ ପ୍ରତିଶତ ବୃଦ୍ଧି କରିବା ନେଇ ଘୋଷଣା କରିଥିଲା । ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବୁଧବାର ଦିନ…

ଆପଣଙ୍କ ନାମରେ ଅନ୍ୟ କେହି ଲୋନ ଉଠାଇଛନ୍ତି କି? କିପରି ଚେକ କରିବେ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ସାଇବର ଠକ ମାନେ ବିଭିନ୍ନ ଉପାୟରେ ଲୋକ ମାନଙ୍କୁ ଠକିବାକୁ ଲାଗିଛନ୍ତି । ବହୁବାର ରିପୋର୍ଟ ଆସିଛି ଯେ, କିଛି ସାଇବର ଠକ ଲୋକମାନଙ୍କ ନାମରେ ଲୋନ ଉଠାଇଛନ୍ତି ହେଲେ, ଯେଉଁ ବ୍ୟକ୍ତିଙ୍କ ନାମରେ ଲୋନ…

SSLV-D2ର ଉତକ୍ଷେପଣ: ଇସ୍ରୋ ଉନ୍ମୋଚନ କଲା ନିଜର ନୂଆ ରକେଟ

ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ସବୁଠୁ କ୍ଷୁଦ୍ର ରକେଟ ଲଞ୍ଚ କରାଗଲା । ଏହା ସବୁଠାରୁ କ୍ଷୁଦ୍ର ରକେଟ ଅଟେ ଏବଂ ଏହି ରକେଟଟି ୩ଟି ସାଟେଲାଇଟକୁ କକ୍ଷପଥରରେ ଉପଗ୍ରହକୁ ପହଁଚାଇବ । ଏସଏସଏଲବି-ଡି୨ ନିଜ ସହିତ ତିନୋଟି…

ତୁର୍କୀ-ସିରିଆ ଭୁମିକମ୍ପ: ୨୧ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଫେବୃଆରୀ ୬ ତାରିଖରେ ଘଟିଥିବା ତୁର୍କୀ ସିରିଆ ଭୂକମ୍ପରେ ବର୍ତ୍ତମାନ ଶବ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଅତ୍ୟଧିକ ମାତ୍ରାରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଶବ ଉଦ୍ଧାର କାର୍ଯ୍ୟ ଥମିବାର ନାମ ନେଉନି ।…

ଟ୍ୱିନସିଟିରେ ଘନ କୁହୁଡ଼ି: ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଶୀତର ମାତ୍ରା କମିଥିବା ବେଳେ ଆଜି ଟ୍ୱିନସିଟିରେ ଘନ କୁହୁଡ଼ି ଆସ୍ତରଣ ଦେଖାଦେଇଛି । କଟକ ଏବଂ ଭୁବନେଶ୍ୱରରେ ଆଜି ପ୍ରବଳ ମାତ୍ରାରେ କୁହୁଡ଼ି ବର୍ଷା ଲାଗିରହିଛି । ଟ୍ୱିନସିଟି ସମେତ…

ଆଜି ୨ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ପ୍ରଧାମନମନ୍ତ୍ରୀ, ଏହିଠାରେ ଉଡାଇବେ ସବୁଜ ପତକା

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇକୁ ଏକସାଙ୍ଗରେ ୨ଟି ବନ୍ଦେ ଭାରତ ଟ୍ରେନର ଉପହାର ଦେବେ । ସେଥିରୁ ଗୋଟେ ବନ୍ଦେ ଭାରତ ଟ୍ରେନ ମୁମ୍ବାଇ ରୁ ସାଇନଗର ଶିରିଡି କୁ ଯାତ୍ରା କରିବ ଅନ୍ୟଟି…

ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଅଭିଭାଷଣ, ଉଲ୍ଲେଖ କଲେ ଏହି ୫ଟି ଯୋଜନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗୃହର ମିଳିତ ବୈଠକରେ ନିଜର ପ୍ରଥମ ଅଭିଭାଷଣ ଦେଇଛନ୍ତି । ସେ ଏହି ସମୟରେ ସରକାରଙ୍କ କିଛି ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ଯୋଜନା ଗୁଡ଼ିକ ସମାଜର ପ୍ରତ୍ୟେକ…