ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨୪ଟି ଗାଡ଼ି

କରଞ୍ଜିଆ: ରାଜ୍ୟରେ ଏକ ସାବଧାନ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । କରଞ୍ଜିଆ ଅଂଚଳର ମହୁଲଡିହା ଥାନା ପରିସରରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ୨୪ଟି ବାଇକ ଜଳିଯାଇଥିବା କଥା ସୂଚନା ମିଳିଛି ।…

ଆଜି ବିଗ ବସ୍ ସିଜନ ୧୬ର ଫାଇନାଲ, ଏହି ପ୍ରତିଯୋଗୀଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ବିଗ୍ ବସ୍ ୧୬ ର ପୂର୍ଣ୍ଣ ସିଜନ ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ଫାଇନାଲ୍ ପାଇଁ ସମୟ ଆସିଛି । ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ଶୋ’ରେ ବର୍ତ୍ତମାନ ସମୁଦାୟ ପାଞ୍ଚ ଜଣ ପ୍ରତିଯୋଗୀ ବାକି ରହିଛନ୍ତି,…

ମାନସିକ ଦୃଢତା ଏହି ୬ଟି ଲକ୍ଷଣରୁ ଜଣାପଡେ, ଆପଣଙ୍କ ପାଖେ କେତେ ଅଛି?

ନୂଆଦିଲ୍ଲୀ: ଜୀବନ ସବୁବେଳେ ଏକାପରି ଚାଲି ନଥାଏ । ଏପରି ପରିବର୍ତ୍ତନ ସାଙ୍ଗରେ ଜୀବନରେ ଖୁସି ମଧ୍ୟ ସମାନ ନଥାଏ । ତେଣୁ ଆମକୁ ଏହା ସ୍ୱୀକାର କରିବାକୁ ପଡ଼ିବ । ସାଧାରଣତଃ ଏହି ପରିବର୍ତ୍ତନ ପାଇଁ ବହୁତ ଗୁଡ଼ିଏ ଲୋକ…

ଶାହାରୁଖ ଖାନଙ୍କ ହୁକ୍ ଷ୍ଟେପକୁ କପି କରି ନାଚିଲେ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା, ଭିିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଷ୍ଟ୍ରେଲିଆ ବିପକ୍ଷରେ ନାଗପୁର ଟେଷ୍ଟ ମ୍ୟାଚ ସମୟରେ ବିରାଟ କୋହଲି ଏବଂ ରବିନ୍ଦ୍ର ଜଡେଜାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯେଉଁଥିରେ ଏହି ଦୁଇ ଖେଳାଳି ଶାହାରୁଖ ଖାନଙ୍କ ନୂଆ…

ଦିଲ୍ଲୀ ଏୟାରପୋର୍ଟରେ ୩ଜଣଙ୍କ ପାଖେ ମିଳିଲା ଆରବିଆଇର ନକଲି ଡକ୍ୟୁମେଣ୍ଟ ଏବଂ କ୍ୟାସ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଉଦ୍ୟେଗିକ ସୁରକ୍ଷା ବଳ ଦିଲ୍ଲୀ ଏୟାର ପୋର୍ଟରେ ଆରବିଆଇର ନକଲି ଡକ୍ୟୁମେଣ୍ଟ ଧରାପଡିଛି । କୁହାଯାଉଛି ଯେ, ତିନିଜଣ ଲୋକ ଆଇଜିଆଇ ଏୟାରପୋର୍ଟରେ ଚେନ୍ନାଇ ଯିବା ପାଇଁ ପହଁଚିଥିଲେ । ସିଆଇଏସଏଫ…

ନା ଗୋଲାକାର, ନା ଅଣ୍ଡାକୃତି, ତେବେ ପ୍ରକୃତରେ ପୃଥିବୀର ଆକାର କ’ଣ?

ନୂଆଦିଲ୍ଲୀ: ଅନେକ ଲୋକ ଭାବନ୍ତି ଯେ ପୃଥିବୀ ଗୋଲାକାର, କିଛି ଲୋକ ଏହାକୁ ଓଭାଲ୍ ମଧ୍ୟ ଭାବନ୍ତି । ଅନେକ ପୁସ୍ତକରେ ଆମେ ଏହା ମଧ୍ୟ ଲେଖିଛୁ ଯେ ପୃଥିବୀ ଗୋଲାକାର, କିନ୍ତୁ ଆସନ୍ତୁ ଆପଣଙ୍କୁ କହିବା ଯେ, ପୃଥିବୀର…

ହାଲ୍ ର ୨ କର୍ମଚାରୀଙ୍କୁ ଉଠାଇଲା ନେଲା ସିବିଆଇ

କୋରାପୁଟ: ବର୍ତ୍ତମାନ ରାଜ୍ୟରେ ତଦନ୍ତକାରୀ ଟିମ ଦୁର୍ନୀତି ବିରୋଧରେ କଡା ପଦକ୍ଷେପ ନେଉଛନ୍ତି । ଏହିପରି ସ୍ଥିତିରେ ଏକ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ହନି ଟ୍ରାପ ଅଭିଯୋଗରେ ହାଲ୍ ର ୨କର୍ମଚାରୀଙ୍କୁ ସିବିଆଇ…

ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ଆକ୍ସିସ ବ୍ୟାଙ୍କ, ଆଜିଠାରୁ ବଢାଇଲା ଏଫଡିର ସୁଧ ଦର

ନୂଆଦିଲ୍ଲୀ: ଫେବୃଆରୀ ୮ ତାରିଖରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୨୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ରେପୋ ହାର ବୃଦ୍ଧି ପରେ ଋଣ ଉପରେ ସୁଧ ହାର ବୃଦ୍ଧି ବ୍ୟତୀତ ବ୍ୟାଙ୍କ ଜମା ଉପରେ ସୁଧ ହାର ମଧ୍ୟ…

କଥା ରଖିଲେ ମୁଖ୍ୟମନ୍ତ୍ରୀ, ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାର ସର୍ବଦା ଜନସାଧାରଣଙ୍କ ଦାବିକୁ ଶୁଣିଆସିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶା ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱ ଦେଇଛନ୍ତି ।ସେହିପରି ସରକାର…

‘ଭାରତ ଉପରେ ପ୍ରଥମ ଅଧିକାର ମୁସଲମାନମାନଙ୍କର, ବିଶ୍ୱର ସର୍ବ ପୁରାତନ ଧର୍ମ ଇସଲାମ ହେଉଛି ‘ : ମୋୖଲାନା ମଦାନୀ

ନୂଆଦିଲ୍ଲୀ: ଜମୀୟତ ଉଲେମା ଏ ହିନ୍ଦର ଅଧ୍ୟକ୍ଷ ମୌଲାନା ମହମୂଦ ମଦନୀ ଏକ ବଡ଼ ବିବୃତ୍ତି ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେ କହିଛନ୍ତି ଯେ, ଦୁନିଆର ସବୁଠାରୁ ପୂରଣା ଧର୍ମ ହେଉଛି ଇସଲାମ ଧର୍ମ ଏବଂ ଇସଲାମର…