ମହିଳା ବାଥରୁମରେ ବୁର୍ଖା ପିନ୍ଧି ଭିଡ଼ିଓ କରୁଥିଲା ଏହି ଇଞ୍ଜିନିୟର, ଶେଷରେ ଏପରି ପଡିଲା ଧରା
ନୂଆଦିଲ୍ଲୀ: ଅଗଷ୍ଟ ୧୭ ତାରିଖରେ ବୁର୍ଖା ପିନ୍ଧି ୱାଶରୁମରେ ଭିଡିଓ କରୁଥିବା ଅଭିଯୋଗରେ ପୋଲିସ ଜଣେ ଆଇଟି ପ୍ରଫେସନାଲଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଅଭିମନ୍ୟୁ ବୋଲି ଜଣାପଡିଛି। ସେ କେରଳର କୋଚି ନିବାସୀ।…