Burger King ମଧ୍ୟ ଖାଦ୍ୟରେ ବନ୍ଦ କଲା ବିଲାତି, କମ୍ପାନୀ କହିଲା ଏହି କାରଣ

ନୂଆଦିଲ୍ଲୀ: ମ୍ୟାକଡୋନାଲ୍ଡ ଏବଂ ସବୱେ ଭଳି ବ୍ରାଣ୍ଡ ସେମାନଙ୍କ ବର୍ଗର, ପିଜା ଇତ୍ୟାଦିରୁ ଟମାଟୋ ହଟାଇବାକୁ ବାଧ୍ୟ ହୋଇଛନ୍ତି। ଏହି ସମୟରେ, ଅନ୍ୟ ଏକ ଜଣାଶୁଣା ନାମ ବର୍ଗର କିଙ୍ଗ ଏହି ପର୍ଯ୍ୟାୟରେ ଯୋଗ ଦେଇଛନ୍ତି।…

ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସିଧା ଯିବେ ବିଜେପି କାର୍ଯ୍ୟାଳୟ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସାରିଛନ୍ତି । ବିମାନ ବନ୍ଦରରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ସେ ସିଧା…

ଦୁଇ ମହିଳାଙ୍କ ହନିଟ୍ରାପରେ ଫସିଗଲେ ୬୦ ବର୍ଷୀୟ ବ୍ୟକ୍ତି, ବ୍ଲାକମେଲ କରି ନେଇଗଲେ ୮୨ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବେଙ୍ଗାଲୁରୁର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦୁଇଜଣ ମହିଳା ଏବଂ ଜଣେ ପୁରୁଷଙ୍କ ଦ୍ୱାରା ହନିଟ୍ରାପରେ ଫସି ରହି ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି। ପୀଡିତା ଜଣକ କର୍ଣ୍ଣାଟକ…

IRCTC Fake App: ନକଲି ଆପ୍ ଏବଂ ୱେବସାଇଟ୍ ଘଟାଇପାରେ କ୍ଷତି, ଏପରି କରନ୍ତୁ ଚିହ୍ନଟ

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ସତର୍କ ସୂଚନା ଅଛି।…

ଜଣେ ବ୍ୟକ୍ତିଙ୍କୁ ମିଳିଲା ଚିକେନ ତରକାରୀରେ ମୂଷା ଛୁଆ, ହୋଟେଲ ଦେଲା ଅସ୍ପଷ୍ଟ ଉତ୍ତର

ମୁମ୍ବାଇ: ମହାରାଷ୍ଟ୍ରର ଏକ ରେଷ୍ଟୁରାଣ୍ଟ ଖାଦ୍ୟରେ ମୂଷା ମାଂସ ପାଇବା ମାମଲା ସାମ୍ନାକୁ ଆସିଛି। ଗ୍ରାହକ ଅନୁରାଗ ସିଂଙ୍କ ଅଭିଯୋଗ ଉପରେ ବାନ୍ଦ୍ରା ପୋଲିସ ଏହି ମାମଲା ରୁଜୁ କରିଛି। ଅଭିଯୋଗକାରୀ ଅନୁରାଗ ଦିଲୀପ…

BiG Breaking: ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ, ୭ ଆହତ

ଜଳେଶ୍ୱର: ମୌସୁମୀ ପ୍ରଭାବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ଜାରି ରହିଛି । ବଜ୍ରାଘାତରେ ଅନେକ ଅଘଟଣ ଘଟୁଥିବା ବେଳେ ଆଜି ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଳେଶ୍ୱରର…

ଆଶ୍ୱସ୍ତି ପାଇଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ: ଏବେ ବିଦେଶକୁ ଯିବା ଲାଗି କୋର୍ଟକୁ ମାଗିବାକୁ ପଡିବନି ଅନୁମତି

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ କୋର୍ଟ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଏକ ବଡ଼…

ନେହେରୁ ମେମୋରିଆଲ ନାମ ବଦଳିବା ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା, କହିଲେ ପରିସ୍ଥିତି ଆସି ଏଠି ପହଁଚିଲାଣି

ନୂଆଦିଲ୍ଲୀ: ମୋଦୀ ସରକାର ନେହେରୁ ସଂଗ୍ରହାଳୟର ନାମ ବଦଲାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କରିଦେଇଛନ୍ତି । ଏନେଇ କଂଗ୍ରେସ ବିରୋଧ କରିଛି । କଂଗ୍ରେସ ନେତା ଏବଂ ତିରୂବନ୍ତପୁରମରୁ ସାଂସଦ ଶଶୀ ଥରୁର କହିଛନ୍ତି ଯେ,…

ଏବେ ସରକାରଙ୍କ ଖଜଣା ଭରିବ ଅନଲାଇନ ଗେମିଙ୍ଗ, ନୂଆ ନିୟମ ପରେ ମିଳିବ ୪୫-୫୦ ହଜାର କୋଟି

ନୂଆଦିଲ୍ଲୀ: ଅନଲାଇନ ଗେମ ଉପରେ ୨୮ ପ୍ରତିଶତ ଦର ରୁ ଜିଏସଟି ଆଦାୟ କରିବାର ନୂତନ ବ୍ୟବସ୍ଥା କରାଯାଇଛି । ନୂଆ ନିୟମ ଅନୁଯାୟୀ, ଅନଲାଇନରେ ଗେମ ଖେଳୁଥିବା ଲୋକଙ୍କୁ ବଡ଼ ଝଟକା ଲାଗିବାକୁ ଯାଉଛି । ସେହିପରି ସରକାରୀ…

ଅଧିକ ପ୍ରୋଟିନ ଖାଇବା ଶରୀର ପ୍ରତି କ୍ଷତିକାରକ, କର୍କଟ ଟ୍ୟୁମର ହେବାର ବଢ଼ାଇଥାଏ ଆଶଙ୍କା

ନୂଆଦିଲ୍ଲୀ: ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା ଅନେକ ପ୍ରକାରର କର୍କଟ ଟ୍ୟୁମର ବଢିପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଆଜିକାଲି ବିଭିନ୍ନ ପ୍ରକାରର ପ୍ରୋଟିନ୍ ଅନୁସନ୍ଧାନ କରାଯାଉଛି। କାହା…