ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା, ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ

ବୌଦ୍ଧ: ରାଜ୍ୟରେ ବର୍ତ୍ତମାନ ଲଘୁଚାପ ପ୍ରଭାବରେ ଲଗାଣିଆ ବର୍ଷା ଜାରି ରହିଛି । ବର୍ଷା ପ୍ରଭାବ ଅଧିକ ଥିବାରୁ ଘରୁ ବାହାରିବା ଏବଂ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ଏହାରି ମଧ୍ୟରେ ସର୍ବାଧିକ ବର୍ଷା ବୌଦ୍ଧ…

କଳା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା, ଲଗାନ ପରି ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରରେ ଦେଇଛନ୍ତି ନିର୍ଦ୍ଦେଶନା

ମୁମ୍ବାଇ: ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇ 'କରଜାତର ଏନଡି ଷ୍ଟୁଡିଓ'ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ପ୍ରାଥମିକ ସୂଚନା…

ପ୍ରତ୍ୟେକ ସିଗାରେଟରେ ଦିଆଯିବ ସ୍ୱାସ୍ଥ୍ୟ ଚେତାବନୀ, ଜାଣନ୍ତୁ ସରକାର କାହିଁକି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ସିଗାରେଟ ଡବା ଉପରେ ଆପଣ ଚେତାବନୀ ଦିଆଯାଇଥିବା ଦେଖିଥିବେ । କିନ୍ତୁ ଏବେ କାନାଡାରେ ପ୍ରତ୍ୟେକ ସିଗାରେଟରେ ସ୍ୱାସ୍ଥ୍ୟ ଚେତାବନୀ ଛପା ଯିବ । କାନାଡାରେ ବିକ୍ରି ହେଉଥିବା ସମସ୍ତ ସିଗାରେଟରେ ଲେଖାଯିବ ‘…

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଲାଗିଲା ନିର୍ବାଚନ ଫଳାଫଳ ବଦଳାଇବାର ଅଭିଯୋଗ, ଗୁରୁବାର ଦିନ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିପଦ ମାଡି ମାଡି ଆସୁଛି । ଆମେରିକାର ଏକ ଅଦାଲତ ୨୦୨୦ ମସିହାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳାକୁ ବଦଳାଇବାର ଷଡଯନ୍ତ୍ର ପାଇଁ ଟ୍ରମ୍ପଙ୍କୁ…

ରାଜ୍ୟରେ ଲଗାଣିଆ ବର୍ଷା ଜାରି: ୧୦ ଜିଲ୍ଲାରେ ହେଲା ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଗତ ୨ରୁ ୩ ଦିନ ହେବ ଲଘୁଚାପ ପ୍ରଭାବରେ ଲଗାଣିଆ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଯୋଗୁଁ ଘରୁ ବାହାରି ହେଉନି । ଚାରିଆଡେ ପାଣିର ଲହରୀ । ଆଜି ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ରାଜ୍ୟ ସରକାର…

(Video) ଝିଅ ପୂଜାଙ୍କ ସହ ଭେଟି ଭାବପ୍ରବଣ ହେଲେ ମହେଶ ଭଟ୍ଟ, ମନେପକାଇଲେ ପୁରୁଣା ଦିନ କଥା

ମୁମ୍ବାଇ: ବିଗ୍ ବସ୍ OTT୨ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ଦ୍ଦେଶକ ମହେଶ ଭଟ୍ଟ ଏହି ଶୋ’ରେ ପ୍ରବେଶ କରିଥିଲେ। ପରିବାର ସପ୍ତାହରେ ସେ ଝିଅ ପୂଜା ଭଟ୍ଟଙ୍କୁ ଭେଟିବାକୁ ଯାଇଥିଲେ। ସେ ଘରେ ଥିବା ସମସ୍ତ…

ଟୁଥପେଷ୍ଟ ଓ ସାମ୍ପୁରେ ବଢୁଛି କି କ୍ୟାନ୍ସର ବିପଦ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ କର୍କଟ ରୋଗର ଶିକାର ହେଉଛନ୍ତି। ଏହାର ଅନେକ କାରଣ ଅଛି। ଆଇସିଏମଆର ଅନୁଯାୟୀ, ୨୦୨୨ ମସିହାରେ ଭାରତରେ ୧୪.୬ ଲକ୍ଷ କର୍କଟ ରୋଗ ହୋଇଥିଲା, ଯାହା ୨୦୨୫ ସୁଦ୍ଧା…

ତଣ୍ଟି ଚିପି ମାଆ କଲା ପୁଅର ହତ୍ୟା: ପୋଲିସକୁ ଫୋନ କରି ମାଆ କହିଲା ଆସନ୍ତୁ, ମୁଁ ମୋ ପୁଅକୁ ମାରିଦେଇଛି

ଜୟପୁର: ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଜଣେ ମାଆ ନିଜ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ହତ୍ୟାକାରୀ ମାଆ ନିଜେ ପୋଲିସ ଷ୍ଟେସନକୁ ଫୋନ କରି କହିଛି ଯେ, ପୋଲିସ ପଠାନ୍ତୁ,…

୬୦୦୦୦୦ କୋଟି ଟଙ୍କାର ମହଙ୍ଗା ଛାଡପତ୍ର: ଜାଣନ୍ତୁ ଏହି ଦମ୍ପତ୍ତିଙ୍କ ବିଷୟରେ..

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି କିଏ ନିଜ ଛାଡପତ୍ରରେ ଲକ୍ଷ ବା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି? ଏମିତିରେ ଆପଣଙ୍କୁ ଯଦି କେହି…

ଭଲ ନିଦ ଆପଣଙ୍କ ମୌଳିକ ଅଧିକାର: ଯଦି କିଏ ଶୋଇବାକୁ ରୋକୁଛି ତେବେ ତାଙ୍କ ବିରୋଧରେ କରିପାରିବେ ଅଭିଯୋଗ

ନୂଆଦିଲ୍ଲୀ: ଭଲ ନିଦରେ ଶୋଇବା ମଧ୍ୟ ଆପଣଙ୍କର ଏକ ମୌଳିକ ଅଧିକାର । ଯଦି କେହି ଆପଣଙ୍କୁ ଶୋଇବା ଲାଗି ମନା କରୁଛି ତେବେ ଆପଣ ତାଙ୍କ ବିରୋଧରେ କେସ ବା ଅଭିଯୋଗ କରିପାରିବେ । ରାତିରେ ଭଲଭାବେ ଶୋଇବା ସ୍ୱାସ୍ଥ୍ୟ ପାଇଁ…