ଆଜି ରାତିରେ ଦେଖାଯିବ ସବୁଠୁ ବଡ଼ ଚନ୍ଦ୍ର, ଏହି ସମୟରେ ଦେଖିପାରିବେ ଭାରତବାସୀ

ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ମାସରେ ଦୁଇଟି ଘଟଣା ଘଟିବାକୁ ଯାଉଛି, ସେଥିମଧ୍ୟରୁ ଗୋଟିଏ ହେଉଛି ସୁପରମୁନ୍ ଏବଂ ଅନ୍ୟଟି ହେଉଛି ବ୍ଲୁ ମୁନ୍ ଅର୍ଥାତ୍ ଦ୍ୱିତୀୟ ସୁପରମୁନ୍। ଆଜି ରାତିରେ ପ୍ରଥମ ଘଟଣା ଘଟିବ, ଯଥା ସୁପରମୁନ୍…

(Video) ୧୦ ମହଲାରୁ ତଳକୁ ଖସିଲା ଲିଫ୍ଟ: ଦୁର୍ଘଟଣା ଘଟିବାର କିଛି ସେକେଣ୍ଡ ପୂର୍ବରୁ ବାହାରି ଆସିଥିଲେ ପିଲା

ନୂଆଦିଲ୍ଲୀ: ପୁଣେର ଏକ ସୋସାଇଟିରେ କିଛି ସେକେଣ୍ଡ ପୂର୍ବରୁ ଲିଫ୍ଟରୁ ବାହାରିଥିବା ପିଲାମାନେ ଏକ ଭୟଙ୍କର ଦୁର୍ଘଟଣାର ଶିକର ହେବାରୁ ବଞ୍ଚିଛନ୍ତି। ଏହି ହୃଦୟ ବିଦାରକ ଭିଡିଓରେ, ଏହା ଦେଖିବାକୁ ମିଳେ ଯେ, ପିଲାମାନେ…

ମନି ଲଣ୍ଡ୍ରିଂ ମାମଲା: ହିରୋ କମ୍ପାନୀର ଚେୟାରମ୍ୟାନଙ୍କ ଘରେ ଇଡିର ଚଢାଉ

ନୂଆଦିଲ୍ଲୀ: Hero Motocorpର କାର୍ଯ୍ୟକାରୀ ଅଧ୍ୟକ୍ଷ ପବନ ମୁଞ୍ଜାଲଙ୍କ ଘରେ ଇଡି ଚଢାଉ କରିଛି । ଇଡି ପବନ ମୁଞ୍ଜାଲଙ୍କ ଘର ସମେତ ଅଫିସ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରଖିଛି । ଏହା ମନି ଲଣ୍ଡ୍ରିଂ ମାମଲାକୁ…

ସିଗାରେଟ ଟାଣୁଥିବା ଲୋକଙ୍କ ସାଙ୍ଗେ ରହିଲେ ମଧ୍ୟ ହେଉଛି କର୍କଟ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: 'ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ କର୍କଟ ରୋଗର କାରଣ ହୋଇପାରେ।' ପ୍ରତ୍ୟେକ ସିଗାରେଟ୍ ପ୍ୟାକେଟରେ ଏହା ଲେଖାଯାଇଥାଏ। କିନ୍ତୁ ଏହାକୁ ଦେଖିବା ପରେ ମଧ୍ୟ ଲୋକଙ୍କ ସିଗାରେଟ୍ ଟାଣିବା ହ୍ରାସ ହୁଏ…

(Video) ରିଲିଜ ହେଲା ଯବାନ ଫିଲ୍ମର ପ୍ରଥମ ଗୀତ ‘ଜିନ୍ଦା ବନ୍ଦା’, ସାଉଥ ଷ୍ଟାଇଲରେ ଏପରି ନାଚିଲେ ଶାହରୁଖ

ନୂଆଦିଲ୍ଲୀ: ଶାହରୁଖ ଖାନ ଆଜି ଅର୍ଥାତ ୩୧ ଜୁଲାଇରେ ନିଜ ଫ୍ୟାନ୍ସଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କହିବାକୁ ଗଲେ କିଙ୍ଗ ଖାନଙ୍କ ମୋଷ୍ଟ ଅୱେଟେଡ ଫିଲ୍ମ ଯବାନର ପ୍ରଥମ ଗୀତ ରିଲିଜ ହୋଇଛି । ଏହି ଗୀତର ନାମ ‘ଜିନ୍ଦା…

‘କୁରାନରେ କୁହାଯାଇଛି, ସ୍ତ୍ରୀ ଏବଂ ପିଲାମାନଙ୍କ ଯତ୍ନ ନେବା ସ୍ୱାମୀର ଦାୟିତ୍ୱ’: ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ଇସଲାମର ପବିତ୍ର ଧର୍ମଗ୍ରନ୍ଥ 'କୁରାନ' ଦର୍ଶାଇ କର୍ଣ୍ଣାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ 'କୁରାନ'ରେ କୁହାଯାଇଛି ଯେ, ପତ୍ନୀ ଏବଂ ସନ୍ତାନର ଯତ୍ନ…

ଭାରତରେ ଜଣେ ସାଧାରଣ ଲୋକକୁ କୋଟିପତି ହେବା ପାଇଁ କେତେ ସମୟ ଲାଗିବ? ହେଲା ଆଶ୍ଚର୍ଯ୍ୟ ଜନକ ଖୁଲାସା

ନୂଆଦିଲ୍ଲୀ: ଭାରତର ଜଣେ ସାଧାରଣ କର୍ମଚାରୀ ଭାବରେ ଆପଣଙ୍କୁ ୧ ମିଲିୟନ୍ ଡଲାର୍ ( ₹ ୮.୨୨ କୋଟି) ରୋଜଗାର କରିବାକୁ କେତେ ବର୍ଷ ଲାଗିବ? ଯଦି ଏହି ପ୍ରଶ୍ନ ଆପଣଙ୍କୁ ପଚରାଯାଏ, ତେବେ ଆପଣଙ୍କର ଉତ୍ତର କ’ଣ ହେବ? ୫…

Big Breaking: ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା: ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ଜଣଙ୍କର ମୃତ୍ୟୁ ହେବା କଥା ସାମ୍ନାକୁ ଆସିଛି । ଏଥିରେ ସମୁଦାୟ ୪ଜଣଙ୍କ ଶିଶୁ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଅଘଟଣ ଲାଗି ଗାଁରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି ।…

୨୦ ଲକ୍ଷ ମୂଲ୍ୟର ଟମାଟୋ ବୋଝେଇ ଟ୍ରକ୍ ନିଖୋଜ, ବ୍ୟବସାୟୀମାନେ ଦାଖଲ କଲେ ଏଫ୍ଆଇଆର୍

ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋ ମୂଲ୍ୟରେ ତୀବ୍ର ବୃଦ୍ଧି ହେତୁ ଗ୍ରାହକଙ୍କ ପକେଟ ଖାଲି ହୋଇଯାଉଥିବା ବେଳେ କିଛି କୃଷକ ଏବଂ ବ୍ୟବସାୟୀ ଟମାଟୋ ବିକ୍ରି କରି ବିପୁଳ ଲାଭ କରିଛନ୍ତି। ଏହା ସହିତ ଟମାଟୋ ଚୋରିର ଅନେକ ଖବର…

ଦେଶରେ ବଢୁଛି Eye Flu ମାମଲା: ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ଏହାର ଲକ୍ଷଣ ଏବଂ ସଂକ୍ରମଣର ପ୍ରତିକାର

ନୂଆଦିଲ୍ଲୀ: ଲଗାତାର ବର୍ଷା ପାଗ ଯୋଗୁଁ ଗତ କିଛି ଦିନ ହେବ ଦେଶରେ 'ଆଖି ଫ୍ଲୁ' ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିବର୍ତ୍ତିତ ଋତୁରୁ ଆସିଥିବା ଫ୍ଲୁ ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଅସୁସ୍ଥ…