RSS ଏବଂ ବିଜେପି ମୋର ଗୁରୁ, ସେମାନେ ମୋତେ ଶିଖାନ୍ତି କଣ ନ କରିବା ଉଚିତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଂସଦ ରାହୁଲ ଭାରତ ଯୋଡ଼ ଯାତ୍ରାରେ ଶନିବାର ଦିନ ଏକ ପ୍ରେସ କନଫ୍ରେନ୍ସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ RSS ଏବଂ ବିଜେପିକୁ ଲକ୍ଷ୍ୟ କରିଛନ୍ତି । ଏଥିରେ ସେ କହିଛନ୍ତି, RSS ଏବଂ ବିଜେପି…

ବିହାର ମଦ ମାମଲା, ଅପରାଧୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ବିହାରରେ ବିଷାକ୍ତ ମଦ ପିଆଇ ୮୦ଲୋକଙ୍କ ଜୀବନ ନେଇଥିବା ଅପରାଧୀକୁ ଗିରଫ କରାଯାଇଥିବା କଥା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ବିହାରରେ ବିଷାକ୍ତ ମଦ ଯୋଗାଣ କରୁଥିଲେ । ମଦ ବ୍ୟବସାୟୀଙ୍କ ପରିଚୟ ହେଉଛି…

VIDEO: କବାଡିଆରେ କିଣିଲେ ୮୦ଲକ୍ଷ ଟଙ୍କାର ଉଡାଯାହାଜ, ସେଥିରେ ବନାଇଲେ ଘର, ଭଡ଼ା ଦେଉଛନ୍ତି ମାସିକ ୩୦ହଜାର

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନ ଏକ ବଡ଼ କଥା ଏବଂ ଏହି କଥାକୁ ଜଣେ ବ୍ୟକ୍ତି ପ୍ରମାଣ କରି ଦେଖାଛନ୍ତି । ସେ ୮୦ଲକ୍ଷ ଟଙ୍କା ଦେଇ କବାଡ଼ିଆରେ ଏକ ଏରୋପ୍ଲେନ କିଣିଛନ୍ତି ଏବଂ ସେଥିରେ ଘର ବନାଇଛନ୍ତି । ଏହି ଏରୋପ୍ଲେନ…

ଗୋଟେ ଫଟୋରୁ ହ୍ୟାକ ହୋଇପାରେ ଫୋନ ଏବଂ ହ୍ୱାଟ୍ସଆପ, ଆପଣ ଏହି ସେଟିଂ ଅନ ରଖିନାହାନ୍ତି ତ?

ନୂଆଦିଲ୍ଲୀ: ହ୍ୟାକର୍ସ ମାନେ ଲୋକଙ୍କୁ ନିଜ ଜାଲରେ ଫସେଇବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ଏହି ଉପାୟ ମଧ୍ୟରୁ GIF ଫଟୋ ସହିତ ଜଡ଼ିତ ଅଛି । ଆପଣ ଶୁଣିଥିବେ ଯେ, ହ୍ୟାକର୍ସ ମାନେ ନିଜର ଶିକାର ବନାଇବା…

ଚୀନର କୋଭିଡ଼ ସ୍ଥିତିକୁ ନେଇ ଚିନ୍ତାପ୍ରକଟ କଲା WHO, ମାଗିଲା ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଚୀନରେ କୋଭିଡ ମାମଲା ଦିନକୁ ଦିନ ହୁହୁ ହୋଇ ବଢିବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ହେଲେ ଚୀନ ଏହାର ସଂପୂର୍ଣ୍ଣ ତଥ୍ୟ ଲୁଚାଉଛି, ଏନେଇ WHO…

ଏହି ୩ଟି ସରକାରୀ ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଖୁସି ଖବର, ଟଙ୍କା ହେବ ଦ୍ୱିଗୁଣିତ

ନୂଆଦିଲ୍ଲୀ: ଆଗାମୀ ସମୟକୁ ଧ୍ୟାନରେ ରଖି ଛୋଟ ସଞ୍ଚୟ ଯୋଜନା ବା ଏଫଡି ଆଦିରେ ବିନିଯୋଗ କରୁଛନ୍ତି ତେବେ ଏହି ଖବର ଆପଡଣଙ୍କୁ ଖୁସି କରିବାକୁ ଯାଉଛି । ଆଜ୍ଞା ହଁ, ଡାକଘର ଏଫଡି, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍…

ବିଲେଇ ପାଳିଲେ ଆସିବନି ହାର୍ଟ ଆଟାକ ! ବିଲେଇ ଏବଂ ମଣିଷର ସମ୍ପର୍କ ୯୫୦୦ ବର୍ଷର ପୂରୁଣା

ଦୁନିଆର ଅନେକ ଦେଶରେ ଶତାବ୍ଦୀ ଧରି ବିଲେଇମାନଙ୍କୁ ରଖିବାର ପରମ୍ପରା ଚାଲିଆସୁଛି। ଆମେରିକାର ପ୍ରାୟ ୮୫ ନିୟୁତ ଲୋକ ବିଲେଇମାନଙ୍କୁ ନିଜ ଘରେ ରଖୁଛନ୍ତି। ଅନେକ ଲୋକ ବିଲେଇମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କୁ…

QR କୋଡ ସ୍କାନ କରି ପେମେଣ୍ଟ କରୁଛନ୍ତି କି? ଗୋଟେ ଛୋଟ ଭୁଲରୁ ହୋଇପାରେ ଆକାଉଣ୍ଟ ଖାଲି

ନୂଆଦିଲ୍ଲୀ: ସ୍କାମର୍ସମାନେ ଲୋକଙ୍କୁ ଠକିବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ହ୍ୱାଟ୍ସଆପରେ ଲିଂକ ପଠାଇ ତ କେତେବେଳେ ୫ଜି ଅପଡ଼େଟ ନାମରେ ଲୋକଙ୍କ ଠାରୁ ଲୁଟ କରୁଛନ୍ତି । ଏହି ପ୍ରକାର ପ୍ରଡ୍ ରେ…

ନିଜ କର୍ତ୍ତବ୍ୟ ଭୁଲିନାହାନ୍ତି ମୋଦୀ, ମା’ଙ୍କ ଶେଷକୃତ୍ୟ ସାରି ବନ୍ଦେ ଏକ୍ସପ୍ରେସ ଫ୍ଲାଗ ଅଫରେ ଭିସି ଜରିଆରେ ସାମିଲ

ନୂଆଦିଲ୍ଲୀ: ମାଆଙ୍କ ମୃତ୍ୟୁ ସତ୍ତେ୍ୱ ଅଫିସିଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି । ଶୋକାକୂଳ ଅବସ୍ଥାରେ ମଧ୍ୟ ନିଜ କର୍ତ୍ତବ୍ୟ ଭୁଲି ନାହନ୍ତି ପ୍ରଧାନମନ୍ତ୍ରୀ । ବନ୍ଦେ ଏକ୍ସପ୍ରେସ ଫ୍ଲାଗ ଅଫରେ ଭିସି…

ହୀରାବେନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ଆଜି ୩.୩୦ରେ ପରଲୋକ ଘଟିଛି । ଏହି ଶୋକାକୂଳ ଅବସ୍ଥାରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…