VIDEO: ସମୁଦ୍ର ଭିତରେ ପିଆନୋ ବଜାଇଲେ ୟୁଟ୍ୟୁବର୍, ଏହି ସ୍ୱର ଶୁଣି ଆଶ୍ଚର୍ଯ୍ୟ ହେଲା ବିଶ୍ୱ !

ସୋସିଆଲ ମିଡିଆରେ ଅନେକ ୟୁଟ୍ୟୁବର୍ ଏତେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି ଯେ ଏହା ଭିଡିଓ ମାଧ୍ୟମରେ ଲୋକ ଲୋଚନକୁ ଆସିଥାଏ । ତେବେ ସେହି ୟୁଟ୍ୟୁବରଙ୍କ ମଧ୍ୟରୁ ବ୍ରିଟେନର ଜୋ ଜେନକିନସ୍ ହେଉଛନ୍ତି ଅନ୍ୟତମ । ତାଙ୍କର…

କଟକ ଓ ଭୁବନେଶ୍ୱରରେ ଘନ କୁହୁଡି ଆସ୍ତରଣ

ଭୁବନେଶ୍ୱର: କୁହୁଡି ଚାଦର ତଳେ ରାଜଧାନୀ ଏବଂ କଟକ ସହର । ରାଜ୍ୟରେ କିଛିଦିନ ହେଲାଣି ଶୀତର ମାତ୍ରା କମ ଥିବା ବେଳେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ, ୫୦ମିଟର ଦୂରତ ଦେଖାଯାଉନି ।…

ଭିଟାମିନ-ସି ଅଭାବରୁ ହୋଇପାରେ ଏହି ବିରଳ ରୋଗ; ସମୟ ପୂର୍ବରୁ ହୋଇଯାଆନ୍ତୁ ସତର୍କ

ଶରୀର ସୁସ୍ଥ ପାଇଁ ଭିଟାମିନ ଓ ମିନେରାଲ୍ସର ଆବଶ୍ୟକତା ରହିଥାଏ । କହିବାକୁ ଗଲେ ଭିଟାମିନର ଆବଶ୍ୟକତା ପ୍ରତି ଲୋକମାନଙ୍କ ଧ୍ୟାନ ଖୁବ ଥାଏ । ଭିଟାମିନରେ କୋ-ଫ୍ୟାକ୍ଟର୍ସ ରହିଥାଏ । ଏହା ୧୫ ପ୍ରକାରର ଅଲଗା ଅଲଗା…

ଛତିଶଗଡ଼ ନିଖୋଜକୁ ନେଇ ଆସିଲା ନୂଆ ମୋଡ, କାର ସହ ମିଳିଲା ୪ ମୃତ ଦେହ

ଉମରକୋଟ : ନିଖୋଜ ଥିବା ପରିବାରର ଆଜି ସେମାନଙ୍କ ପତ୍ତା ମିଳିଛି । ଏଥିରେ ପରିବାରର ୩ଜଣ ସଦସ୍ୟଙ୍କ ସହ ଜଣେ ପଡ଼ୋଶୀଙ୍କ ପତ୍ତା ମିଳୁ ନଥିଲା । ତେବେ ଆଜି ଏକ କୂଅରୁ ସେମାନଙ୍କ ମୃତଦେହ ଠାବ କରାଯାଇଛି । ଏହି ମୃତ…

ମାଆ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ଶାହାରୁଖ ଖାନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଶାହାରୁଖ ଖାନ ବଲିଉଡର କିଙ୍ଗ ଅଟନ୍ତି । ସେ କାମ କରିବା ସହ ଠାକୁରଙ୍କୁ ଡାକିବା କେବେ ହେଲେ ଭୁଲନ୍ତି ନାହିଁ । ମକ୍କାରେ ଉମରାହ କରିବା ପରେ ଶାହାରୁଖ ବର୍ତ୍ତମାନ ମା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବା ପାଇଁ…

ଟ୍ୱିଟର ଶବ୍ଦ ସୀମାକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଟ୍ୱିଟରର ନୂତନ ମାଲିକ ତଥା ଟେକ୍ ବିଲିୟନେୟାର ଏଲୋନ୍ ମସ୍କ ନେବା ପରଠାରୁ ଟ୍ୱିଟରରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ଗୋଟିଏ ପଟେ ଟ୍ୱିଟରର ବ୍ଲୁ କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅନ୍ୟ ପଟେ…

ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ଶତାଧିକ ଲୋକେ, ଆକ୍ରାନ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି

କାମାକ୍ଷାନଗର: ଏନଏସିରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କଥା ସାମ୍ନାକୁ ଆସିଛି । ସାଧାରଣତଃ ଝାଡାବାନ୍ତି ସମସ୍ୟା ଫୁଡ଼ ପଏଜନ ବା ବିଭିନ୍ନ ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ରାଜ୍ୟରେ ଡେଙ୍ଗୁ ସମସ୍ୟା…

ରୋମରେ ଗୁଳିମାଡ଼, ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗ ସମେତ ତିନି ମହିଳାଙ୍କ ମୃତ୍ୟୁ

ରୋମ: ରବିବାର ସଂଧ୍ୟାରେ ଏକ ବନ୍ଧୁକଧାରୀଙ୍କ ଦ୍ୱାରା ଗୁଳିଚାଳନା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ରୋମର ଏକ ଆପାର୍ଟମେଣ୍ଟ ବ୍ଲକର ବାସିନ୍ଦା ମାନେ ବୈଠକ ବସାଇଥିଲେ । ସେଠାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

IRCTC ର ନୂତନ ନିୟମ , ଶତାବ୍ଦୀ -ରାଜଧାନୀ-ଏକ୍ସପ୍ରେସ ଯାତ୍ରୀମାନଙ୍କୁ ମିଳିବ ମାଗଣା ଜଳଖିଆ !

ନୂଆଦିଲ୍ଲୀ : ଭାରତୀୟ ରେଳ ଯାତ୍ରୀମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବାକୁ ଚେଷ୍ଟା କରାଯାଉଛି । ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ରେଳବାଇ କ୍ରମାଗତ ଭାବରେ ଏହି ଦିଗରେ ଧ୍ୟାନ । କିନ୍ତୁ ଆପଣ ଜାଣନ୍ତି କି…

ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ, ଅପରାହ୍ନ ୨ରେ ଶପଥ ଗ୍ରହଣ

ଗୁଜୁରାଟ: ଆଜି ଗୁଜୁରାଟରେ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମଟି ଅପରାହ୍ନ ୨ଟାରେ ଗାନ୍ଧିନଗରର ନୂତନ ସଚିବାଳୟ ନିକଟ ହେଲିପ୍ୟାଡ ଗ୍ରାଉଣ୍ଡରେ ଆୟୋଜିତ ହେବା ନେଇ ବ୍ୟବସ୍ଥା…