‘ପ୍ରଧାନମନ୍ତ୍ରୀ ମୋଦୀ ଯାହା କରନ୍ତି ତାହା ସାରା ବିଶ୍ୱକୁ ପ୍ରଭାବିତ କରେ’, ଆମେରିକା ଗସ୍ତରେ ଜୟଶଙ୍କର କହିଲେ ଏହି ଖାସ କଥା

ନୂଆଦିଲ୍ଲୀ: ଏକ କାର୍ଯ୍ୟକ୍ରମରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଆମେରିକା ଗସ୍ତ ସ୍ୱତନ୍ତ୍ର ଥିଲା। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ସେ କହିଛନ୍ତି…

ଗୁରୁ ପୂର୍ଣ୍ଣିମାରେ ବଡ ଦୁର୍ଘଟଣା: ଓଲଟିଲା ଶ୍ରଦ୍ଧାଳୁ ବୋଝେଇ ଟ୍ରାକ୍ଟର, ୪ ମୃତ

ମଥୁରା: ସୋମବାର ସକାଳେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୁରୁ ପୂର୍ଣ୍ଣିମା ମହୋତ୍ସବରେ ଗୋବର୍ଦ୍ଧନ ପରିକ୍ରମାରୁ ଫେରୁଥିବା ଭକ୍ତ ବୋଝେଇ ଏକ ଟ୍ରାକ୍ଟର ଟ୍ରଲି ଅନିୟନ୍ତ୍ରିତ ହୋଇ ରାଜପଥ…

ମାତିଛନ୍ତି ବାଇକ୍ ଲୁଟେରା: ସନ୍ଧ୍ୟା କି ରାତି ନୁହେଁ ସ୍ପଷ୍ଟ ଦିବାଲୋକରେ ଝାମ୍ପି ନେଉଛନ୍ତି ସୁନା

ଭୁବନେଶ୍ୱର: ସୁନା ପିନ୍ଧୁଥିଲେ ସାବଧାନ । ବର୍ତ୍ତମାନ ରାଜ୍ୟରେ ମାତିଛନ୍ତି ବାଇକ୍ ଲୁଟେରା । ଆସୁଛନ୍ତି ସୁନା ଝାମ୍ପି ନେଇ ମାରୁଛନ୍ତି । ଏହି ଘଟଣା ଗୁଟିକ ସନ୍ଧ୍ୟା ନୁହେଁ କି ରାତି ନୁହେଁ, ସ୍ପଷ୍ଟ ଦିବାଲୋକରେ…

ବିଶ୍ୱସ୍ତରୀୟ ଛଟେଇରେ ୨.୧୨ ଲକ୍ଷରୁ ଅଧିକ କର୍ମଚାରୀ ହରାଇଛନ୍ତି ଚାକିରି, ଭାରତର ସଂଖ୍ୟା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ୨୦୨୩ ବର୍ଷର ଅଧା ଅତିକ୍ରମ କରିସାରିଛି ଏବଂ ବର୍ଷର ପ୍ରଥମ ଛଅ ମାସରେ ବିଶ୍ୱସ୍ତରୀୟ ଚାକିରି ସଙ୍କଟ ଏତେ ଗଭୀର ହୋଇଛି ଯେ, ଚାରିଆଡେ ଚିନ୍ତାର କାରଣ ପାଲଟିଛି। ବର୍ଷର ପ୍ରଥମ ଛଅ ମାସରେ, ୨.୧୨ ଲକ୍ଷରୁ…

(Video) ଟ୍ରେନିଂ ସମୟରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୨ ମୃତ

ନୂଆଦିଲ୍ଲୀ: କଲମ୍ବିଆର ଭିଲାଭିକେନ୍ସିଓରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଟ୍ରେନିଂ ସମୟରେ କଲମ୍ବିଆର ବାୟୁସେନା ବିମାନ ବାୟୁରେ ଧକ୍କା ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରେନିଂ ସମୟରେ ବିମାନ ଆକାଶରେ…

ସରକାର ଏହି ଦିନ ଜାରି କାରିପାରନ୍ତି ୧୪ତମ କିସ୍ତି, ଲାଭ ପାଇବାକୁ ଶୀଘ୍ର କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଭାରତ ସରକାର ୨୭ ଫେବୃଆରୀ ୨୦୨୩ ରେ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ୧୩ ତମ କିସ୍ତି ପାଇଁ ଏହି ଟଙ୍କା ସ୍ଥାନାନ୍ତର କରିଥିଲେ। ସେବେଠାରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪…

ଦମ୍ପତ୍ତିଙ୍କ ଆତ୍ମହତ୍ୟା: ଋଣ ଭାର ସହି ନ ପାରି ଝୁଲିପଡିଲେ

ଖୋର୍ଦ୍ଧା: ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଏଠାରେ ଦମ୍ପତ୍ତି ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ଋଣ ଭାର ସହ୍ୟ ନକରି ପାରି ଫାଶିରେ ଝୁଲି ଅତ୍ମହତ୍ୟା…

(Video) ଜିପଲାଇନ ପାରି କରିବା ବେଳେ ଦୁର୍ଘଟଣା: ୪୦ ଫୁଟ ତଳକୁ ଖସିଲା ୬ ବର୍ଷର ଶିଶୁ

ନୂଆଦିଲ୍ଲୀ: ମେକ୍ସିକୋରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ମନୋରଞ୍ଜନ ପାର୍କରେ ହର୍ଣ୍ଣ ଭାଙ୍ଗିବା କାରଣରୁ ଜଣେ ୬ ବର୍ଷର ଶିଶୁ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବାସ୍ତବରେ ପିଲାଟି…

Sickle Cell Anemia: ୭ କୋଟି ପ୍ରଭାବିତ ଆଦିବାସୀଙ୍କ ଦୁଃଖ ଶୁଣିଲେ ପ୍ରଧାନମନ୍ତ୍ରୀ, ଆରମ୍ଭ କଲେ ମିଶନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମଧ୍ୟପ୍ରଦେଶର ଶାହଦୋଲ ଜିଲ୍ଲା ଅନ୍ତର୍ଗତ ଲାଲପୁର ଗ୍ରାମରେ ଜାତୀୟ ସିକଲେ ସେଲ ଆନେମିୟାର ବିଲୋପ ମିଶନ ୨୦୪୭ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ…

SSCର ଏହି ପଦବୀରେ ବାହାରିଲା ନିଯୁକ୍ତି, ଆବେଦନ ଶୁଳ୍କ ୧୦୦ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ ନିଜ ଅଫିସିଆଲ ୱେବସାଇଟରେ ମଲ୍ଟି-ଟାସ୍କିଂଗ ଷ୍ଟାଫ ଏବଂ ହାବିଲଦାର ପରୀକ୍ଷା ୨୦୨୩ ଲାଗି ନୋଟିଫିକେସନ ଜାରି କରିଛି । ନିଯୁକ୍ତି ଅଭିଯାନ ଅଧୀନରେ ସମୁଦାୟ ୧୫୫୮ଟି ପଦବୀ ପୂରଣ…