ଏହି କାରଣ ପାଇଁ ନାଲି ପଡିଥାଏ ଆଖି, କରନ୍ତୁ ନାହିଁ ଅଣଦେଖା; ନଚେତ ହୋଇପାରେ ଅସୁବିଧା
ସାଧାରଣତଃ କିଛି ଲୋକଙ୍କ ଅଖି ପ୍ରାୟତଃ ନାଲି ଦେଖାଯାଏ । ଅଖି ନାଲି ଥକାପଣ କାରଣରୁ ହୋଇଥାଏ । ଲାପଟପ କିମ୍ବା ଫୋନ ଅଧିକ ସମୟ ଧରି ଦେଖିବା ଦ୍ୱାରା ଆଖି ନାଲି ପଡିବାର ବଡ କାରଣ ହୋଇଥାଏ । ଅନେକ ଜୀବାଣୁ ମଧ୍ୟ ଏହି…