ଦିନ ୨ଟାରୁ ସବୁ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ, ବାତ୍ୟାକୁ ନେଇ ସତର୍କ ହେଲା ପ୍ରଶାସନ

ଭୁବନେଶ୍ୱର: ବାତ୍ୟାକୁ ନେଇ ସତର୍କ କଲା ପ୍ରଶାସନ। ଦିନ ୨ଟାରୁ ଦୋକାନ, ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କସ୍ତିପଦା ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବାତ୍ୟାକୁ ନେଇ…

(Video) ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିବ ବାତ୍ୟା ‘ଦାନା’, ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ନେଇ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି। ବାତ୍ୟା ଦାନା ଗତି ପଥରେ ସାମାନ୍ୟ ରିକର୍ଭ ଆସିଛି। ଏଥିପାଇଁ ଲ୍ୟାଣ୍ଡଫଲ୍ ସ୍ଥାନରେ ପରିବର୍ତ୍ତନ ହୋଇନି। ଲ୍ୟାଣ୍ଡଫଲ୍ ପରେ ଏହି ଭୀଷଣ ବାତ୍ୟା…

ଧନତେରସର ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଲକ୍ଷ୍ମୀ-କୁବେର ଏବଂ ଧନ୍ୱନ୍ତରୀଙ୍କ ପୂଜା, ଜାଣନ୍ତୁ ସଠିକ ସମୟ

ଓଡ଼ିଶା ଭାସ୍କର: ଦୀପାବଳିକୁ ହିନ୍ଦୁମାନଙ୍କ ମୁଖ୍ୟ ପର୍ବ କୁହାଯାଏ। ଏହି ପର୍ବର ଆରମ୍ଭ ଧନ୍ୱନ୍ତରୀ ପର୍ବଠାରୁ ହୋଇଥାଏ। ଦେଶର ଅନେକ ସ୍ଥାନରେ ଦିପାବଳୀର ପର୍ବ ୫ଦିନ ପାଳନ କରାଯାଏ। ଏହି ପାଞ୍ଚ ଦିନ ପର୍ଯ୍ୟନ୍ତ…

ୟୁପିରୁ ବିହାର-ଝାଡ଼ଖଣ୍ଡ ଯାଏଁ, ‘ଦାନା’ ବଦଳାଇଦେବ ଏହି ରାଜ୍ୟଗୁଡିକର ପାଗ, ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ‘ଦାନା’ର ପ୍ରଭାବ ଦେଖାଯିବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ଅନେକ ସ୍ଥାନରେ ଆଲର୍ଟ ଜାରି କରିଛି। ଦକ୍ଷିଣ ଭାରତ ଏବଂ ଉତ୍ତର-ପୂର୍ବର କିଛି…

‘ବିପଦରୁ ରକ୍ଷା କର ମା’, ବାତ୍ୟା ପ୍ରକୋପ କମ କରିବାକୁ ଧାମରାଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ‘ଦାନା’। ସମୁଦ୍ରରେ ବଳ ଗୋଟାଇ ଉପକୂଳକୁ ମାଡି ଆସୁଛି। ଆଜି ରାତିରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିବ ଦାନା। ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଆଡକୁ ମୁହାଁଉଛି।…

‘ମୃତ୍ୟୁ ବ୍ୟତୀତ ଚଳିବନି କୌଣସି ବାହାନା..’, କର୍ମଚାରୀଙ୍କ ଦୁର୍ଘଟଣାରେ ଏପରି କହିଲେ ମାଲିକ

ନୂଆଦିଲ୍ଲୀ: କର୍ପୋରେଟ୍ ସଂସ୍ଥାଗୁଡିକରେ ୱାର୍କ କଲଚରକୁ ନେଇ ପ୍ରାୟତଃ ବିତର୍କ ଦେଖିବାକୁ ମିଳିଥାଏ। ଅନେକ ଥର, ନିମ୍ନ ସ୍ତରର କର୍ମଚାରୀଙ୍କ ଉପରେ କାର୍ଯ୍ୟ ଚାପ ଏତେ ମାତ୍ରାରେ ଅଧିକ ହୁଏ ଯେ 'ମାନବିକତା' ମଧ୍ୟ…

ଏଲପିଜି ସିଲିଣ୍ଡରଠାରୁ କେତେ ଭୟଙ୍କର ଅକ୍ସିଜେନ ସିଲିଣ୍ଡର, ବିସ୍ଫୋରଣ ହେବାରେ କିଏ ଅଧିକ ବିନାଶକାରୀ

ନୂଆଦିଲ୍ଲୀ: ବୁଲନ୍ଦସହରରେ ସୋମାବାର ରାତି ୮ଟାରେ ଏକ ଘରେ ଅକ୍ସିଜେନ ସିଲିଣ୍ଡର ଫାଟିଯାଇଥିଲା। ଏହି ବିସ୍ଫୋରଣ କାରଣରୁ ଏକ ପରିବାରର ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯେଉଁ ଘରେ ଅକ୍ସିଜେନ ସିଲିଣ୍ଡର ଫାଟିଥିଲା…

୮ ଲକ୍ଷର କାର, ଏତିକି କୋଟିର ସୁନା, ଜାଣନ୍ତୁ ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ସମୁଦାୟ କେତେ ରହିଛି ସଂପତ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳରୁ ୱାୟନାଡରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ମାଆ ସୋନିଆ ଗାନ୍ଧୀ , ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ…

Maharashtra Assembly Election 2024 : ଉଦ୍ଧବ ଠାକରେଙ୍କ ‘ସେନା’ ଜାରି କଲା ପ୍ରାର୍ଥୀ ତାଲିକା

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ‘ସେନା’ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ୬୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଶିବସେନା ବର୍ଲୀ ଆସନରୁ ଆଦିତ୍ୟ ଠାକରେଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି,…

ବିବାହର କେତେ ବର୍ଷ ପର୍ଯ୍ୟନ୍ତ ବାପାଙ୍କ ସଂପତ୍ତି ଉପରେ ରୁହେ ଝିଅର ଅଧିକାର, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଭାରତରେ ସଂପତ୍ତି ବିଭାଜନକୁ ନେଇ ନିୟମ ପ୍ରସ୍ତୁତ କରାଯାଇଛି। ଏହି ନିୟମ ଅନୁଯାୟୀ, ଭାରତରେ ସଂପତ୍ତି ବଣ୍ଟନକୁ ନେଇ ୧୯୬୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଆଇନ ପ୍ରଣୟନ କରାଯାଇଥିଲା। ଏହି ନିୟମ ଅନୁଯାୟୀ,…