ବିଲେଇ ପାଳିଲେ ଆସିବନି ହାର୍ଟ ଆଟାକ ! ବିଲେଇ ଏବଂ ମଣିଷର ସମ୍ପର୍କ ୯୫୦୦ ବର୍ଷର ପୂରୁଣା
ଦୁନିଆର ଅନେକ ଦେଶରେ ଶତାବ୍ଦୀ ଧରି ବିଲେଇମାନଙ୍କୁ ରଖିବାର ପରମ୍ପରା ଚାଲିଆସୁଛି। ଆମେରିକାର ପ୍ରାୟ ୮୫ ନିୟୁତ ଲୋକ ବିଲେଇମାନଙ୍କୁ ନିଜ ଘରେ ରଖୁଛନ୍ତି। ଅନେକ ଲୋକ ବିଲେଇମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କୁ…