କେରଳର ପ୍ରଥମ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତକା ଦେଖାଇଲେ ପ୍ରଧାନମନ୍ତ୍ରୀ, ଏହିଠାରେ କଲେ ରୋଡ ଶୋ
ତିରୁବନନ୍ତପୁରମ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ତିରୁବନନ୍ତପୁରମ୍ ରେଳ ଷ୍ଟେସନରୁ କେରଳ ଅଭିମୁଖେ ଯାତ୍ରା କରୁଥିବା ପ୍ରଥମ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି। ରାଜ୍ୟର…