ହରିୟାଣା ବିଧାନସଭାର ୯୦ ଆସନ ପାଇଁ ମତଦାନ ଆରମ୍ଭ, ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା

ନୂଆଦିଲ୍ଲୀ: ହରିୟାଣା ବିଧାନସଭାର ସମସ୍ତ ୯୦ଟି ସିଟରେ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୯୦ ବିଧାନସଭା ସିଟ ପାଇଁ ୧୦୩୧ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା।…

ଏଣିକି Google Pay ରୁ ମିଳିବ ଗୋଲ୍ଡ ଲୋନ ସହ ଅନେକ ସୁବିଧା, ପାର୍ବଣ ଋତୁରେ ଗୁଗଲ ଲଞ୍ଚ କଲା Gemini AI ଫିଚର୍ସ

ନୂଆଦିଲ୍ଲୀ: ଗୁଗଲ ଭାରତରେ ଜେମିନୀ ଲାଇଭକୁ ଲଞ୍ଚ କରିଛି, ଯାହା ପ୍ରଥମରୁ ଇଂରାଜୀ ଭାଷାରେ ଉପଲବ୍ଧ ଥିଲା। ବର୍ତ୍ତମାନ ଏହାକୁ ଗୁଗଲ ଭାରତରେ ହିନ୍ଦୀ ଭାଷା ସହ ୮ଟି ଅନ୍ୟ ଭାଷାରେ ଲଞ୍ଚ କରିଛି। ୟୁଜର୍ସ ଏହାର ଫାଇଦା…

ସାମନ୍ଥା ରୁଥ ପ୍ରଭୁଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ କୋଣ୍ଡା ସୁରେଖା, ନାଗା ଚୈତନ୍ୟଙ୍କ ସହ ଛାଡପତ୍ରକୁ ନେଇ ଦେଇଥିଲେ ବିବାଦୀୟ ବିବୃତ୍ତି

ନୂଆଦିଲ୍ଲୀ: ତେଲେଙ୍ଗାନାର ମନ୍ତ୍ରୀ କୋଣ୍ଡା ସୁରେଖା ବର୍ତ୍ତମାନ ସାମନ୍ଥା ରୁଥ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କୁ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। କୁଣ୍ଡା ସୁରେଖା ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ରର…

ଇସ୍ରାଏଲ-ଇରାନ ଯୁଦ୍ଧ: ମହଙ୍ଗା ହେବ ତୈଳ, ଜାଣନ୍ତୁ ଭାରତ ଉପରେ ପଡିବ କେଉଁ ପ୍ରଭାବ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଥମିବାର ନାମ ନେଉନି। ତେବେ ଏହି ଯୁଦ୍ଧ ମଧ୍ୟପୂର୍ବ ଆଡକୁ ମୁହାଁଉଛି। ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ଭାରତ ଏବଂ ଏଠାରେ ରହୁଥିବା ଲୋକଙ୍କ ପକେଟ…

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ହିତାଧିକାରୀ ହୋଇପାରିବେ କି ଆପଣ, ଏପରି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ସରକାର ନାଗରିକଙ୍କ ପାଇଁ ଅନେକ ଗୁଡିଏ ଲାଭକାରୀ ଯୋଜନାମାନ ଚଳାଉଛନ୍ତି। ସରକାରଙ୍କ ଯୋଜନାର ଲାଭ ଦେଶର କୋଟି କୋଟି ଲୋକଙ୍କୁ ମିଳୁଛି। ସରକାରଙ୍କ ଅଧିକାଂଶ ଯୋଜନାମାନ ଦେଶର ଗରିବ ଲୋକଙ୍କ ପାଇଁ ଏବଂ…

ନର୍ସିଂହୋମରେ ଡାକ୍ତରଙ୍କୁ ଗୁଳି କରି ହତ୍ୟା, ଚିକିତ୍ସା ବାହାନାରେ ଆସିଥିଲେ ଦୁଇ କିଶୋର

ନୂଆଦିଲ୍ଲୀ: ଦିଲ୍ଲୀର ଜୈତପୁର ସ୍ଥିତ ଏକ ଘରୋଇ ନର୍ସିଂହୋମରେ ବୁଧବାର ରାତିରେଜଣେ ୫୫ ବର୍ଷୀୟ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା…

ଯୋଗ ଉପବାସ: ନବରାତ୍ରିରେ ୯ ଦିନ ବ୍ରତ ରଖିଲେ ହ୍ରାସ ପାଏ କି ଓଜନ! ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଆଜିଠୁ ନବରାତ୍ରୀ ଆରମ୍ଭ ହୋଇଛି। ମାଆଙ୍କ ସହ ଶରୀରର ଶକ୍ତି ପାଇଁ ମଧ୍ୟ ବ୍ରତ-ଉପବାସ ରଖାଯାଇଥାଏ। ଉପବାସ କରିବା ଦ୍ୱାରା ମନ ପ୍ରସନ୍ନ ହେବା ସହ ଶରୀରର ମେଟାବଲିଜିମ ଭଲ ହୋଇଥାଏ। ମେଟାବଲିଜିମ ଷ୍ଟ୍ରଙ୍ଗ…

(Video) ଲେଡି ସିଂଘମ; ଏକ ସାଙ୍ଗରେ ୩ଜଣ ଚୋରଙ୍କୁ ଘରେ ପଶିବାକୁ ଦେଲେନି ଏହି ମହିଳା, ଭିଡିଓ ଦେଖିବା ପରେ ହେବ ବିଶ୍ୱାସ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଜଣେ ମହିଳାଙ୍କ ବାହାଦୂରୀ ପାଇଁ ଘରୁ ଚୋରି ହେବାରୁ ବଞ୍ଚିଯାଇଛି। କିପରି ଏକାକୀ ଭାବେ ସେ ଚୋରଙ୍କୁ ଘରକୁ ପଶିବାକୁ ଦେଉନାହାନ୍ତି, ତା’ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…

ଗାନ୍ଧୀ ଜୟନ୍ତୀ ଛୁଟିରେ ‘ଦେୱରା’ର ଲାଗିଲା ଲଟେରୀ, ଏତିକି କୋଟି ପାର କରି ଭାଙ୍ଗିଲା KGF 2ର ରେକର୍ଡ

ନୂଆଦିଲ୍ଲୀ: ଜୁନିୟର ଏନଟିଆର ‘ଦେୱରା ପାର୍ଟ ୧’ ସହ ରୂପେଲି ପରଦା ପରେ ସୋଲୋ ହିରୋ ଭାବେ କମବ୍ୟାକ କରିଛନ୍ତି। ଏହି ଫିଲ୍ମ ସହ ଜାନଭି କପୁର ଏବଂ ସୈଫ ଅଲୀ ଖାନ ମଧ୍ୟ ତେଲୁଗୁରେ ଡେବ୍ୟୁ କରିଛନ୍ତି, ଯେଉଁଥିରେ ଫିଲ୍ମର…

X ୟୁଜର୍ସଙ୍କୁ ଝଟକା! ଏବେ ମିଳିବନି ଏହି ସୁବିଧା, Elon Musk ଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ବ୍ୟବହାର ସାରା ଦୁନିଆରେ କୋଟି କୋଟି ଲୋକେ କରିଥାଆନ୍ତି। ଏହି ତାଲିକାରେ ସିଲିବ୍ରିଟୀ, ନେତା, ବିଜନେସମ୍ୟାନଙ୍କ ଠାରୁ ନେଇ ଜନସାଧାରଣଙ୍କ ଯାଏଁ ସମସ୍ତେ ବ୍ୟବହାର…