Amazon ଭାରତରେ ନିବେଶ କରିବ ୨୦୦୦ କୋଟିରୁ ଅଧିକ, ଗ୍ରାହକଙ୍କୁ ମିଳିବ ଏହି ଦମଦାର ସେବା

ନୂଆଦିଲ୍ଲୀ: ଭାରତରେ 2000 କୋଟି ଟଙ୍କାରୁ ଅଧିକ ନିବେଶ କରିବ ଇ-କମର୍ସ ଆମାଜନ ଇଣ୍ଡିଆ। ଗୁରୁବାର ଏହା ଘୋଷଣା କରି କମ୍ପାନୀ କହିଛି ଯେ, ଆମର ଉଦ୍ଦେଶ୍ୟ ହେଉଛି All India Operational Networkକୁ ଆହୁରି ମଜବୁତ…

ଜୁନ ୨୪ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ, ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା। ଜୁନ ୨୪ ତାରିଖ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ। ରାଜ୍ୟରେ ବ୍ୟାପିଛି ଡାଇରିଆ। ଏଥିରେ ଅନେକ ଲୋକଙ୍କ ପ୍ରାଣହାନି ମଧ୍ୟ ଘଟିଛି। ତେବେ ଏହି ଡାଇରିଆ ଏପର୍ଯ୍ୟନ୍ତ ଥମିବାର…

କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ…

ଶୁର୍ପଣଖା ପରି ସ୍ତ୍ରୀର ନାକ କାଟିଦେଲା ସ୍ୱାମୀ, ଧରାପଡ଼ିଥିଲା ପ୍ରେମିକ ଘରେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ହରିୟାମ୍ବା ଅଞ୍ଚଳରେ ଜଣେ ବ୍ୟକ୍ତି ପ୍ରେମିକକୁ ଭେଟିବାକୁ ଯାଇଥିବା ନିଜ ସ୍ତ୍ରୀର ନାକ କାଟିଦେଇଛନ୍ତି। ପୋଲିସ ମୁତାବକ ଜଣେ ୨୫ ବର୍ଷୀୟ ମହିଳା ନିଜ ପ୍ରେମିକଙ୍କୁ…

ବାରିପଦା ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୋଗକୁ ମିଛ କହିଲେ ନିଜେ ପୀଡ଼ିତା

ବାରିପଦା: ଗଣଦୁଷ୍କର୍ମ ଅଭିଯୋଗ ମିଛ। ଅଭିଯୋଗକୁ ନିଜେ ମିଛ କହିଲେ ପୀଡ଼ିତା। ମିଛ ଅଭିଯୋଗ କରିଥିଲେ ବୋଲି ପୀଡ଼ିତା ନିଜେ ସ୍ୱୀକାର କରିଛନ୍ତି। କିଛି ଲୋକଙ୍କ କଥାରେ ପଡ଼ି ମିଛ କହିଥିଲେ ବୋଲି କହିଛନ୍ତି। ଓଡ଼ିଶାର…

ଯାତ୍ରାରେ କଳାକାରଙ୍କୁ ଦରମା ଦେଲେନି ମାଲିକ, ଥାନାରେ ଅଭିଯୋଗ

ସାଲେପୁର: ଯାତ୍ରା ମାଲିକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ମର୍ଡନ ଓଡ଼ିଶା ଯାତ୍ରା ମାଲିକଙ୍କ ନାଁରେ ଅଭିଯୋଗ ହୋଇଛି। କଳାକାରଙ୍କୁ ଦରମା ଦେଇଥିବା ଅଭିଯୋଗ ହୋଇଛି। ନେମାଳ ଥାନାରେ ୧୫ ଜଣ କଳାକାରଙ୍କ ଅଭିଯୋଗ…

ଇନଷ୍ଟାଗ୍ରାମରେ ପ୍ରେମ-ଦୁଷ୍କର୍ମ-ଜବରଦସ୍ତି ଗର୍ଭପାତ, ପରେ ମହିଳାଙ୍କୁ ବ୍ଲାକମେଲିଂ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଯୁବକ ଜଣେ ମହିଳାଙ୍କ ସହ ଇନଷ୍ଟାଗ୍ରାମରେ ସାଙ୍ଗହେଲେ ପରେ ଏହି ମହିଳାଙ୍କୁ ଧୋକା ଦେଲେ। ଏନେଇ ମହିଳା ଜଣକ…

ସୋସିଆଲ ମିଡିଆରେ ଟ୍ରୋଲିଂରୁ କେମିତି ବର୍ତ୍ତିବେ, ଝିଅ ନ୍ୟାସା ଦେବଗନକୁ ଏପରି ପରାମର୍ଶ ଦେଉଛନ୍ତି କାଜଲ

ନୂଆଦିଲ୍ଲୀ: କାଜଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ। ସେ ଜଣେ ସଫଳ ଅଭିନେତ୍ରୀ ସହ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ମାଆ ମଧ୍ୟ। ନିଜ କାମ ସହ କାଜଲ ନିଜ ପରିବାରର ଦାୟିତ୍ୱ ବହନ କରିଥାଆନ୍ତି। କାଜଲଙ୍କ ଆଗାମୀ…

ରଥଯାତ୍ରାକୁ ଆସିବା ପାଇଁ ନିଜ ମନ୍ତ୍ରୀ ଏବଂ ବିଧାୟକଙ୍କୁ ମନାକରୁଛନ୍ତି କି ମମତା ବାନାର୍ଜୀ, ମୁଖ୍ୟ ସେବକଙ୍କ ଦାବି

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଓଡ଼ିଶାର ପୁରୀ ତୀର୍ଥସ୍ଥଳୀକୁ ତାଙ୍କ ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଆସିବାକୁ ବାରଣ କରିଛନ୍ତି। ଏଥିପାଇଁ ସେ…

କିଏ ଏହି ସଞ୍ଜୟ ବର୍ମା, ଯାହାକୁ ସୋନମ ୧୦୦ରୁ ଅଧିକ ଥର କରିଛନ୍ତି କଲ୍‌, ପୋଲିସର ଆଉ ଏକ ଖୁଲାସା

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସ୍ୱାମୀ ରାଜା ରଘୁଂବଶୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସୋନମ ରଘୁବଂଶୀଙ୍କର ଆଉ ଏକ ଖୁଲାସା ପୋଲିସ କରିଛି। ସୋନମ ବିବାହ…