ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ବୋମା ସୂଚନା ପରେ, ଇଣ୍ଡିଗୋର ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରିଛି। ସୂଚନା ଅନୁଯାୟୀ, କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର ବିମାନ ନମ୍ବର 6E 2706 ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ, ପରିବହନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ। ଏ ନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସେ କହିଛନ୍ତି ଯେ, ଓଡ଼ିଶା…

ଚାଞ୍ଚଲ୍ୟ ସୃଷ୍ଟି କଲା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେବା, ଗଛରୁ ଉଦ୍ଧାର ହେଲା ମୃତଦେହ

କେନ୍ଦୁଝର: ପୁଣି ଏକ ଦୁଷ୍କର୍ମ ହତ୍ୟା ମାମଲା ସାମ୍ନାକୁ ଆସିଛି। ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି।…

“ଧଳା ରଙ୍ଗ” ଥିଲା କି ରାଜା ରଘୁବଂଶୀ ହତ୍ୟାକାଣ୍ଡରେ Code Word? ହତ୍ୟା ପୂର୍ବରୁ ଭିଡିଓରେ କଏଦ ହୋଇଥିଲା ଏହି ଖାସ ଜିନିଷ

ନୂଆଦିଲ୍ଲୀ: ମେଘାଳୟରେ ଇନ୍ଦୋରର ରାଜା ରଘୁବଂଶୀଙ୍କୁ ହତ୍ୟା କରାଯିବା ମାମଲା ୨୫ ଦିନ ବିତିଗଲାଣି। ରାଜାଙ୍କ ହତ୍ୟା ଅଭିଯୋଗରେ ସ୍ତ୍ରୀ ସମେତ ପାଞ୍ଚଜଣ ଅଭିଯୁକ୍ତ ପୋଲିସ ରିମାଣ୍ଡରେ ଅଛନ୍ତି। ସେ ନିଜ ଦୋଷକୁ…

ରାତି ଅଧରେ ପ୍ରେମିକାକୁ ଭେଟିବାକୁ ଯାଇଥିଲା ପ୍ରେମିକ, ଗାଁ ଲୋକେ କରିଦେଲେ ବିବାହ, କହିଲେ- ବୋହୂ ନେଇକି ଯା..

ନୂଆଦିଲ୍ଲୀ: ବିହାରର ଭାଗଲପୁର ଜିଲ୍ଲାରେ ରବିବାର ଦିନ ହୋଇଥିବା ଏକ ବିବାହ ଚର୍ଚ୍ଚାର ବିଷୟ ପାଲଟିଯାଇଛି। କିଛି ମାସ ତଳେ ଜଣେ କ୍ୟାମେରାମ୍ୟାନ ସହ ଜଣେ ଛାତ୍ରୀଙ୍କର ପ୍ରେମ ହୋଇଯାଇଥିଲା। ଏହାରି ମଧ୍ୟରେ ସେ କିଛି…

ନ୍ୟୁଜିଲାଣ୍ଡର କ୍ୟାପ୍ଟେନ ସନ୍ନ୍ୟାସ ପାଇଁ କଲେ ଘୋଷଣା, ODI ୱାର୍ଲଡ କପ୍ ହେବ ଶେଷ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ମହିଳା କ୍ରିକେଟର ସୋଫି ଡିଭାଇନ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ପାଇଁ ଘୋଷଣା କରିଛନ୍ତି। ସେ ଭାରତ ମଇଦାନରେ ଖେଳାଯିବାକୁ ଥିବା ଓଡିଆଇ ୱାର୍ଲଡ କପ ୨୦୨୫ ପରେ ଏହି ଫର୍ମାଟରୁ ଅବସର ନେବେ।…

ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ, ଖସିଯିବାକୁ କରିଥିଲେ ପ୍ଲାନ୍‌

ଭୁବନେଶ୍ୱର: ଗୋପାଳପୁରର ଗଣଦୁଷ୍କର୍ମ ମାମଲାରେ ୧୦ ଜଣ ଗିରଫ ହୋଇଛନ୍ତି। ଫେରାର୍ ବେଳେ ୩ ଜଣଙ୍କୁ ଧରିଲା ପୋଲିସ। ଗତକାଲି ୭ ଜଣଙ୍କୁ ଅଟକ ରଖିଥିଲା ପୋଲିସ। ରାଜ୍ୟ ବହାରକୁ ଚମ୍ପଟ ପାଇଁ ଯୋଜନା କରୁଥିଲେ ଅଭିଯୁକ୍ତ।…

Trumpଙ୍କ ପରିବାର ଲଞ୍ଚ କଲେ T1 ଗୋଲ୍ଡ ଫୋନ, ଜାଣନ୍ତୁ କ’ଣ ରହିଛି ଫିଚର ଏବଂ ମୂଲ୍ୟ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପରିବାର ପକ୍ଷରୁ ଏକ ନୂଆ ମୋବାଇଲ ନେଟୱର୍କର ଘୋଷଣା କରାଯାଇଛି, ଯାହାକୁ ଟ୍ରମ୍ପ ମୋବାଇଲ କୁହାଯାଉଛି। ଏହାର ନାମ ଟି୧ ଫୋନ। ୧୬ ଜୁନ, ସୋମବାର ଦିନ ଟ୍ରମ୍ପ ଅର୍ଗାନାଇଜେସନ ଲାଟେଷ୍ଟ…

ହନୁମାନଙ୍କ କୃପାରେ ଏହି ରାଶିଙ୍କର ଦିନ ରହିବ ଉତ୍ତମ, ଧନଲାଭ ସହ ସଫଳ ହେବ ସବୁ କାର୍ଯ୍ୟ

ଓଡ଼ିଶା ଭାସ୍କର: ଆଜି ଆଷାଢ କୃଷ୍ଣ ପକ୍ଷର ଷଷ୍ଠୀ ତିଥି ମଙ୍ଗଳବାର। ଷଷ୍ଠୀ ତିଥି ଆଜି ଦ୍ୱିପ୍ରହର ୨ଟା ୪୭ ମିନିଟ ପର୍ଯ୍ୟନ୍ତ ରହିବ। ଆସନ୍ତା କାଲି ସକାଳ ୭ଟା ୪୦ ମିନିଟ ପର୍ଯ୍ୟନ୍ତ ପ୍ରୀତି ଯୋଗ ରହିବ। ଆଜି ରାତି…

ଆଜିଠୁ ପହଲଗାମ ଯାଇପାରିବେ ପର୍ଯ୍ୟଟକ, ଆତଙ୍କୀ ହମଲା ପରେ ବାରଣ ଥିଲା

ନୂଆଦିଲ୍ଲୀ: ପହଲଗାମ ଆତଙ୍କ ସାରା ଦେଶକୁ ଦୋହଲାଇ ଦେଇଥିଲା। ଏଠାରେ ଆତଙ୍କବାଦୀଙ୍କ ଗୁଳିରେ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିଥିଲା। ଅପରେସନ ସିନ୍ଦୂର ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ତେଣୁ ଆଜିଠାରୁ ପର୍ଯ୍ୟଟକ…