ଆପଣଙ୍କର ବୈବାହିକ ଜୀବନ Boring ହୋଇଯାଇଛି କି? ସମ୍ପର୍କରେ ସ୍ପାର୍କ ଆଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ
ଓଡ଼ିଶା ଭାସ୍କର: ପାର୍ଟନରଙ୍କ ପ୍ରତି ଥିବା ଭଲପାଇବାକୁ ଆହୁରି ନିବିଡ଼ କରିବା ପାଇଁ ପ୍ରେମୀଯୁଗଳ ଅନେକ ଜିନିଷ କରୁଛନ୍ତି। କିନ୍ତୁ ପ୍ରାୟତଃ ନୂଆ ନୂଆ ମିଠା ଲାଗୁଥିବା ସମ୍ପର୍କ ସମୟକ୍ରମେ ଫିକା ପଡ଼ିଯାଏ। ବିଶେଷ କରି…