(VIDEO) ମୋଦି ମିଛ କରୁଛନ୍ତି… ଖୋଲା ମଞ୍ଚରେ ଭାରତୀୟଙ୍କୁ ଲହୁ ଲୁହାଣ କରିବାର ଧମକ ଦେଲେ ପାକ୍ ପୂର୍ବତନ ମନ୍ତ୍ରୀ ବିଲାୱଲ
କରାଚୀ: ପାକିସ୍ତାନର ପୂର୍ବତନ ବୈଦେଶୀକ ମନ୍ତ୍ରୀ ବିଲାୱଲ ଭୁଟୋ ଏବେ ଚର୍ଚ୍ଚାକୁ ଆସିଛନ୍ତି । ସିନ୍ଧୁ ସନ୍ଧିକୁ ନେଇ ଭୁଟୋ ଭାରତକୁ ଧମକ ଦେଇଛନ୍ତି ।
ଶୁକ୍ରବାର ଏକ ଜନସଭାକୁ ସମ୍ବୋଦନ କରି ବିଲାୱଲ କହିଛନ୍ତି,…