ଛୋଟ ଛୁଆର ଯତ୍ନ ନେଉଛି ବିଲେଇ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଖାଲି ମଣିଷ ମାନେ ନୁହନ୍ତି ବରଂ ପଶୁ ମାନେ ମଧ୍ୟ ଖୁବ୍ ଦାୟିତ୍ୱବାନ୍ । କେଉଁ ସମୟରେ କଣ କରିବା ଦରକାର ବା କଣ ଠିକ୍, ସେମାନେ ଖୁବ୍ ଭଲ ଭାବରେ ବୁଝି ପାରନ୍ତି । ଆଉ ଯଦି କେତେବେଳେ ସେହିଭଳି…

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ସହ୍ୟ କରି ନପାରି ବେଡସିଟ୍ ଲଗାଇ ଆତ୍ମହତ୍ୟା କଲା ସ୍ତ୍ରୀ

ରାଜକନିକା(ଓଡ଼ିଶା ଭାସ୍କର): ସଡକ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଥିବା ଖବର ଶୁଣି ଆତ୍ମହତ୍ୟା କଲା ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ରାଜକନିକା ଚେରଣ୍ଟପଡା ଗାଁରେ । ସୂଚନା ଯେ, ଉକ୍ତ ଗାଁର…

ଇଣ୍ଡିଆନ୍ ଆଇଡଲ୍ ଶୋ’କୁ ନେଇ ସୁନିଧି ଚୌହାନ୍ କଲେ ବଡ ଖୁଲାସା, କହିଲେ ‘ଖରାପ ଗାଇଲେ ବି ପ୍ରତିଯୋଗିତାଙ୍କୁ ପ୍ରଶଂସା କରିବାକୁ…

ମୁମ୍ବାଇ: କିଛି ଦିନ ହେବ ଇଣ୍ଡିଆନ୍ ଆଇଡଲ୍ ଶୋ' କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଗୋଟେ ପଟେ ଶୋ'ର ପ୍ରତିଯୋଗିତା ମାନେ ସେମାନଙ୍କ ସୁମଧୁର କଣ୍ଠରେ ଗୀତ ପରିବେଷଣ କରି ପ୍ରଶଂସକଙ୍କ ମନ ଜିଣୁଛନ୍ତି । ହେଲେ ଅନ୍ୟପଟେ…

ଜାରି ରହିଛି ନୌତପା, ଜାଣନ୍ତୁ ଏହି ସମୟରେ କିପରି ଆକଳନ ହୁଏ ମୌସୁମୀର ଗତିବିଧି

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରକୃତିର ପରିବର୍ତ୍ତନରେ ଗ୍ରହ ମାନଙ୍କର ଆତଯାତର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଥାଏ । ଯେମିତିକି ମୀନ ସଂକ୍ରାନ୍ତିରେ ସୂର୍ଯ୍ୟ ରହିଲେ ଗରମ ଅଧିକ ଆଦୃତ ହୋଇଥାଏ । ସେହିପରି କନ୍ୟା ରାଶିକୁ…

ପଶ୍ଚିମ ଓଡ଼ିଶାର ଜଣାଶୁଣା କମେଡିଆନ୍ ମିଷ୍ଟର ଡୋଲୁଙ୍କର ବିଦ୍ୟୁତ୍ ଆଘାତରେ ପରଲୋକ

ସମ୍ବଲପୁର(ଓଡ଼ିଶା ଭାସ୍କର): ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଭାଷାର ଜଣାଶୁଣା କମେଡିଆନ୍ ମିଷ୍ଟର ଡୋଲୁ । ରବିବାର ରାତିରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଅନେକ ପ୍ରକାରର ମଜାଳିଆ କମେଡି…

ଲକଡାଉନ୍ ସମୟରେ ବିଚ୍ ରାସ୍ତାରେ ମହିଳାଙ୍କ ବେକ କାଟି ଲୁଟ୍ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଲକଡାଉନ୍ ସମୟରେ ରାଜ୍ କରୁଛନ୍ତି ଲୁଟେରା । ଆଜି ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡରେ ଜଣେ ଲୁଟେରା ଆସି ମହିଳାଙ୍କ ଉପରେ ଛୁରୀରେ ଆକ୍ରମଣ କରି ଲୁଟ୍ କରିବାକୁ ଉଦ୍ୟମ କରିଛି…

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇେଲେ ଟାରଜନ୍ ଅଭିନେତା ଜୋ ଲାରା

ୱାସିଂଟନ୍:  ଟେଲିଭିଜନ୍ ଚଳଚ୍ଚିତ୍ର ‘ଟାର୍ଜନ୍ ଇନ୍ ମାନ୍ହଟନ୍’ରେ ‘ଟାର୍ଜନ୍’ ଭୂମିକାରେ ଅଭିନୟ କରିଥିବା ଜୋ ଲାରାଙ୍କ ନିଧନ ହୋଇଯାଇଥିବା ଖବର ସାମନାକୁ ଆସିିଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ…

ରାଜ୍ୟରେ ଜୁନ୍ ୧୭ ଯାଏ ବଢ଼ିଲା ଲକଡାଉନ୍ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହି ସମୟରେ ପୂର୍ବବତ୍ ଶନିବାର ଏବଂ ରବିବାର ସପ୍ତାହାନ୍ତ…

ଓଡ଼ିଶାରେ ୨୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ମହାମାରୀ ଭାବରେ ଠିଆ ହୋଇଛି । ଏଯାବତ୍ ଏହା ଦ୍ୱାରା ୨୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ପ୍ରେସମିଟ୍…

ଦିନ ଆରମ୍ଭ କରନ୍ତୁ ବ୍ରେଡ୍ ସ୍ପ୍ରିଙ୍ଗ୍ ରୋଲରୁ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଛୁଟିଦିନ ମାନଙ୍କରେ ପ୍ରତ୍ୟେକ ଲୋକ କିଛି ଭଲ ଆଉ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଆଉ ଏବେକାର ପରିସ୍ଥିତିରେ କୋଭିଡ୍ ସଂକ୍ରମଣ କାରଣରୁ ସମସ୍ତେ ଘରେ ବନ୍ଦ ହୋଇଯାଇଛନ୍ତି । ତେଣୁ…