ବାରମ୍ବାର ପାର୍ଲର ଯାଉଥିଲେ ହୋଇଯାନ୍ତୁ ସତର୍କ, ନଚେତ୍ ଆପଣଙ୍କୁ ମଧ୍ୟ ହେବ ଏହି ରୋଗ
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ପାର୍ଲର ଯିବା ନିତିଦିନିଆ ଜିନିଷ ପାଲଟିଗଲାଣି । ଲୋକମାନେ ନିଜ କାମ ଭୁଲିଯାଉଛନ୍ତି, ହେଲେ ପାର୍ଲର ଯାଇ ସଜେଇ ହେବା ଭୁଲୁ ନାହାନ୍ତି । ଯାହାପାଇଁ ପାର୍ଲର ବ୍ୟବସାୟ ଖୁବ୍ ଜୋରରେ…