Aadhaar Cardରେ ମଧ୍ୟ ହୋଇଥାଏ ଲକ୍ଷାଧିକ ଟଙ୍କାର ଠକେଇ: ଏଥିରୁ ବର୍ତ୍ତିବା ପାଇଁ ଫଲୋ କରନ୍ତୁ ଏହି ୧୦ଟି ପଏଣ୍ଟ

ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ଏହା ବ୍ୟାଙ୍କିଂ ସହ ସମସ୍ତ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ । ଆଧାରର ଡାଟାବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ…

ଆଗକୁ BJP-AAP ଏକାଠି ଲଢ଼ିବେ, ବଦଳିଯିବ ରାଜନୈତିକ ସମୀକରଣ: ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରାଜନୈତିକ ଦୃଶ୍ୟପଟ୍ଟରେ ଏକ ବଡ଼ ଖବର ସର୍ବାଧିକ ଚର୍ଚ୍ଚା ହେଉଛି । ବିଜେପି ଓ ଆମ ଆଦମୀ ପାର୍ଟି (ଏଏପି) ଏକାଠି ହେବା ନେଇ ଶୁଣାଯାଉଛି । ଏହି କଥା ଯେ କେହି ଶୁଣିବା ପରେ ଆଶ୍ଚର୍ଯ୍ୟ…

ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ ମୁହାଁଇବ ‘ଜୱାଦ’: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବାସୀ ଘରୁ ବାହାରି ପାରୁ ନାହାନ୍ତି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା,…

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ରୋସେୟାଙ୍କ ପରଲୋକ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାମିଲନାଡ଼ୁର ପୂର୍ବତନ ରାଜ୍ୟପାଳ କେ.ରୋସେୟା ଆଉ ନାହାନ୍ତି । ୮୮ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘଦିନରୁ ସେ ଅସୁସ୍ଥ…

E-Shram Cardରେ ମିଳିଥାଏ ଏହିସବୁ ଫାଇଦା, ଆଜି ହିଁ ପୋର୍ଟାଲରେ ରେଜିଷ୍ଟ୍ରେସନ କରନ୍ତୁ

ନୂଆଦିଲ୍ଲୀ: ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ କଲ୍ୟାଣ ପାଇଁ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ପକ୍ଷରୁ ଗତ ଅଗଷ୍ଟ ମାସ ୨୬ ତାରିଖରୁ ଇ-ଶ୍ରମ କାର୍ଡ ଲଞ୍ଚ କରାଯାଇଛି । ଅଣସଂଗଠିତ କ୍ଷେତ୍ରରେ ୩୮ କୋଟି ଶ୍ରମିକଙ୍କୁ…

ଏଣିକି Aadhaar Cardରେ ଆଉ ବାୟୋମେଟ୍ରିକ୍ ଡିଟେଲ୍ସ ଦେବାକୁ ପଡ଼ିବନି, UIDAI ପକ୍ଷରୁ ଆସିଲା ନୂଆ ନିୟମ

ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥିବା ବେଳେ ଏହାକୁ ନେଇ ଏକ ଅପଡେଟ୍ ଆସିଛି । ଛୋଟ ପିଲାଙ୍କ ଆଧାର କାର୍ଡ ତିଆରି କରିବା ନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ନିୟମରେ…

ଯଦି ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ, ଆପଣ କ’ଣ ତାଙ୍କୁ ସ୍ୱୀକାର କରିବେ? ଜାଣନ୍ତୁ ପଦବୀ ଛାଡ଼ିବା ନେଇ କ’ଣ କହିଲେ ଚନ୍ନୀ

ନୂଆଦିଲ୍ଲୀ: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପ୍ରତ୍ୟେକ ରାଜ୍ୟର ରାଜନୀତି ଏକପ୍ରକାର ଚଳଚଞ୍ଚଳ ହୋଇ ଉଠିଛି । ତେବେ ବର୍ତ୍ତମାନ ସମୟରେ ପଞ୍ଜାବର ଦୃଶ୍ୟପଟ୍ଟରେ କିଛି ଅଲଗା ଛବି ଦେଖିବାକୁ…

ଓମିକ୍ରନ ପାଇଁ ବଦଳିଲା ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ସିଡ୍ୟୁଲ୍: ଜାଣନ୍ତୁ କ’ଣ କହିଲେ BCCI ସଚିବ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଧୀରେଧୀରେ କାୟା ବିସ୍ତାର କରୁଥିବା ଓମିକ୍ରନ ଭାରିଆଣ୍ଟ କ୍ରିକେଟ ଜଗତକୁ ମଧ୍ୟ ଛାଡ଼ି ନାହିଁ । ଓମିକ୍ରନ ପାଇଁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ପ୍ରଭାବିତ ହେବାକୁ ଯାଉଛି । ଚଳିତ ମାସରେ…

ରାଜ୍ୟରୁ ୧୯୩ ପଜିଟିଭ୍ ଚିହ୍ନଟ, ଆଜି ୨ ଜଣ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

Jio-Airtel-Vi: ସମସ୍ତ କମ୍ପାନୀ ବଢ଼ାଇ ଦେଲେ ପ୍ଲାନ, ଜାଣନ୍ତୁ ଆପଣଙ୍କ ପାଇଁ କେଉଁଟି ଶସ୍ତା ଆଉ ବେଷ୍ଟ

ବର୍ତ୍ତମାନ ସମୟରେ ଗ୍ରାହକଙ୍କ ପାଇଁ ପ୍ରିପେଡ୍ ଟାରିଫ୍ ପ୍ଲାନ ମହଙ୍ଗା ହୋଇଯାଇଛି । ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଓ ରିଲାୟନ୍ସ ଜିୟୋ ପରି ଟେଲିକମ କମ୍ପାନୀମାନେ ନିଜ ନିଜର ରେଟ୍ ବୃଦ୍ଧି କରିଛନ୍ତି । ଗତ ୧…