ମମତା ମହାନ୍ତ ହେବେ ରାଜ୍ୟସଭା ପ୍ରାର୍ଥୀ! ଦୁଇଦିନ ଭିତରେ ବିଜେପି କରିବ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏନେଇ ଗତ ୧୪ ତାରିଖରେ ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା…

ପୁଣି ଏକ ବ୍ୟାଙ୍କ ଉପରେ RBIର ଆକ୍ସନ: ଦୁଇଟି ଫାଇନାନ୍ସ କମ୍ପାନୀ ଉପରେ ମଧ୍ୟ ହେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏଭଳି ସ୍ଥିତିରେ କେନ୍ଦ୍ରୀୟ…

(Video) ଗଣତନ୍ତ୍ରର ମନ୍ଦିରରେ ଲାଗିଲା ରକ୍ତର ଛିଟା! ସଂସଦ ଭବନ ଭିତରେ ପରସ୍ପରକୁ ପିଟିବାରେ ଲାଗିଲେ ଅନେକ ସାଂସଦ

ନୂଆଦିଳ୍ଲୀ: ସାଧାରଣଲୋକଙ୍କ କଥା ଛାଡ଼ନ୍ତୁ, ଅନେକ ସମୟରେ ସମାଜର ବହୁ ବଡ଼ ବଡ଼ ପଦ ପଦବୀରେ ପ୍ରତିଷ୍ଠିତ ଥିବା କିଛି ବିଶିଷ୍ଟ ବ୍ୟକ୍ତିବିଶେଷମାନେ ମଧ୍ୟ କିଛି ହୀନ କାର୍ଯ୍ୟ କରିବାକୁ ପଛାଇ ନଥାନ୍ତି । ଯେଉଁ ଲୋକମାନଙ୍କୁ…

କ୍ରିକେଟ ଇତିହାସର ଟପ୍-୧୦ ହାଇ ସ୍ପିଡ୍ ବୋଲିଂ କାହା ନାମରେ ରହିଛି: ଲିଷ୍ଟରେ ରହିଛନ୍ତି ୨ ଭାରତୀୟ ପେସର

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ କେଉଁ ବୋଲର ସବୁଠାରୁ ଦ୍ରୁତ ବୋଲିଂ କରିଛନ୍ତି ତାଙ୍କର ନାମ ଆପଣମାନେ ଜାଣନ୍ତି କି? ଦ୍ରୁତ ବୋଲିଂ କରିଥିବା ବିଶ୍ୱର ଟପ-୧୦ ଜଣ ବୋଲରଙ୍କ ଲିଷ୍ଟରେ ଦୁଇଜଣ ଭାରତୀୟ…

NCERT ପ୍ରଫେସର ନିଯୁକ୍ତି: ଆବେଦନର ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦର ଆବେଦନ ଅବଧି ବୃଦ୍ଧି କରାଯାଇଛି । ମୋଟ ୧୨୩ଟି ପଦ…

ଅଗଷ୍ଟ ୧୯ରେ ଆକାଶରେ ଦୃଶ୍ୟମାନ ହେବ ‘Blue Supermoon’: ରକ୍ଷା ବନ୍ଧନ ସନ୍ଧ୍ୟାରେ ବଦଳିଯିବ ଚନ୍ଦ୍ରର ରଙ୍ଗ!

ନୂଆଦିଲ୍ଲୀ: ଅଗଷ୍ଟ ୧୯ (ସୋମବାର) ଦିନ ରକ୍ଷା ବନ୍ଧନ ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିବ । ଏହି ଦିନ ଆକାଶରେ ଏକ ସର୍ବବୃହତ ଓ ଚମକୁଥିବା ସୁପରମୁନ ଦୃଶ୍ୟମାନ ହେବ । ଏହାକୁ ‘ବ୍ଲୁ ସୁପରମୁନ’ କୁହାଯାଇଥାଏ ।…

ଅଗଷ୍ଟ ୧୯ ଓ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ଜାରି ହେଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ୧୯ ଓ ୨୬ ତାରିଖ ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ୧୯ରେ ରକ୍ଷା ବନ୍ଧନ ପଡ଼ୁଥିବା ବେଳେ ୨୬ରେ ଜନ୍ମାଷ୍ଟମୀ ପଡ଼ୁଛି । ଏହି ଦୁଇ ଦିନ ସରକାରୀ ଛୁଟିଦିନ…

ଭାରତରେ ଲଞ୍ଚ ହେଲା ‘Redmi A3x’ ସ୍ମାର୍ଟଫୋନ: ଡୁଆଲ ରିୟର କ୍ୟାମେରା ସାଙ୍ଗକୁ ରହିଛି ଫିଙ୍ଗରପ୍ରିଣ୍ଟ ସେନ୍ସର ଫିଚର୍ସ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସାଓମୀ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ଫୋନ୍ ସବ-ବ୍ରାଣ୍ଡ ରେଡମୀ ପକ୍ଷରୁ ଆସିଛି । ଏହି ଫୋନକୁ କମ୍ପାନୀ ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଲଞ୍ଚ କରିଛି । ସେଥିରେ…

୪୦୯୬ ପଦ ପୂରଣ ପାଇଁ ରେଲୱେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ଚାକିରି ସନ୍ଧାନରେ ରହିଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରେଲୱେ ପକ୍ଷରୁ ୪୦୯୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆକ୍ଟ ଆପ୍ରେଣ୍ଟିସ ପଦରେ ମୋଟ ୪୦୯୬ଟି ପଦ ପୂରଣ ହେବ ।…

ଆସିଲା ଦୁଃଖ ଖବର: ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀ ଆଉ ନାହାନ୍ତି । ମୟୁରଭଞ୍ଜ ଜିଲ୍ଲା ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ…