Ollywood ପାଇଁ ଗୌରବ ଆଣିଲା ‘ଦମନ’: ଓଡ଼ିଆ ଫିଲ୍ମକୁ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା କଳାକାରମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି । ୨୦୨୨ ମସିହା…

୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା: କାହାକୁ କେଉଁ ବିଭାଗରେ ମିଳିଲା ପୁରସ୍କାର?

ନୂଆଦିଲ୍ଲୀ: ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା କଳାକାରମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି । ‘ବ୍ରହ୍ମାସ୍ତ୍ର’ ଫିଲ୍ମ ପାଇଁ…

ସେପ୍ଟେମ୍ବରରୁ ଲାଗୁ ହେବ UGCର ନୂଆ ଗାଇଡଲାଇନ୍ସ: ODL ଓ ଅନଲାଇନ୍ ପାଠ୍ୟକ୍ରମରେ ନାମଲେଖା ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ମାସରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ (ଓଡିଏଲ) ଓ ଅନଲାଇନ୍ କୋର୍ସରେ ନାମଲେଖା ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଓଡିଏଲ ଓ…

RRB ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ CBT-I ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନରେ ଥିବା ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ତରଫରୁ ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି) ପଦ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)-୧ର ପରୀକ୍ଷା ତାରିଖ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ / ଆକାମେଡିକ ନିଯୁକ୍ତି ବିଜ୍ଞପ୍ତି ବାତିଲ୍ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ / ଆକାମେଡିକ ନିଯୁକ୍ତି ବିଜ୍ଞପ୍ତି ବାତିଲ ହୋଇଛି । ବୈଷୟିକ କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ମୋଟ ୯୭ଟି ପଦ ପାଇଁ…

ଭାରତ ସମେତ ସାରା ବିଶ୍ୱରେ OpenAI ChatGPT ଡାଉନ୍: ବଡ଼ ସମସ୍ୟାର ସାମ୍ନା କଲେ ୟୁଜର୍ସ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ଓପନଏଆଇ ଚାଟଜିପିଟି ଡାଉନ୍ ହୋଇଛି । ଗୁରୁବାର ଦିନ ବିଳମ୍ବିତ ରାତ୍ରିରେ ଓପନଏଆଇର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟବୋଟ ଚାଟଜିପିଟି ଡାଉନ୍ ହୋଇଥିବା ଦେଖାଯାଇଥିଲା । ଭାରତ…

ବିଜେଡି ଛାଡ଼ିଲେ ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ: ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେଡିରୁ ଇସ୍ତଫା ଦେଇଛନ୍ତି ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି…

ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ: ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ତରିଖ ଘୋଷଣା କରାଯିବ । ଏଥିପାଇଁ ଆଜି ଦ୍ୱିପ୍ରହର ୩ଟା…

ISRO ହାସଲ କଲା ଐତିହାସିକ ସଫଳତା: ଲଞ୍ଚ ହେଲା SSLV-D3, ଦେଶକୁ ମିଳିଲା ନୂଆ ଅପରେସନାଲ ରକେଟ୍

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଭାରତ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଐତିହାସିକ ସଫଳତା ହାସଲ କରିଛି । ଆଜି ସକାଳ ୯.୧୭ ସମରେ ଶ୍ରୀହରୀକୋଟାର ସତୀଶ ଧବନ ସ୍ପେସ…

TMC ମୁଖପାତ୍ର ପଦରୁ ହଟିଲେ ଶାନ୍ତନୁ ସେନ: ମେଡିକାଲ ବିରୋଧରେ କହିବା ଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: କୋଲକତାର ଆର.ଜି କର ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲରେ ଜଣେ ପୋଷ୍ଟଗ୍ରାଜୁଏଟ ଟ୍ରେନି ମହିଳାଡାକ୍ତରଙ୍କ ଉତ୍ପୀଡ଼ନ ଓ ହତ୍ୟା ମାମଲାକୁ ନେଇ ବିବାଦ ଥମୁନାହିଁ । ଏହା ମଧ୍ୟରେ ଡାକ୍ତରମାନେ ଦେଶବ୍ୟପାୀ…