IAS ସ୍ତରରେ ଅଦଳବଦଳ: ରାଜ୍ୟର ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ୱ, ବଦଳିଲେ ୪ ବରିଷ୍ଠ OAS ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୪ ଜଣ ବରିଷ୍ଠ…

୩ଟି ଦୁର୍ଭାଗ୍ୟଜନକ ସଂଯୋଗ! ୩ଟି କ୍ରୀଡ଼ାରେ ଭାରତ ପାଇଁ ଅଶୁଭ ସାଜିଲା ‘୧’ ଅଙ୍କ, ଜିତିବା ମ୍ୟାଚରେ ମିଳିଲା ପରାଜୟ

ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖ ‘ବୁଧବାର’ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ଅଶୁଭ ଦିବସ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ୨ଟି ବଡ଼ ଝଟକା ପାଇବା ସହ କ୍ରିକେଟରେ ମଧ୍ୟ ଅନୁରୂପ…

ବିଜେପି ବିଧାୟକଙ୍କ ପରଲୋକ: ହାର୍ଟ ଆଟାକରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଅମୃତଲାଲ ମୀଣା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜସ୍ଥାନର ବିଜେପି ବିଧାୟକ ଅମୃତଲାଲ ମୀଣାଙ୍କ ପରଲୋକ ଘଟିଛି । ବୁଧବାର ବିଳମ୍ବିତ ରାତିରେ ଅଚାନକ ମୀଣାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ…

ଅଲିମ୍ପିକ୍ସରେ ଭାରତକୁ ପୁଣି ଏକ ବଡ଼ ଝଟକା: ଅଯୋଗ୍ୟ ଘୋଷିତ ହେବା ପରେ ବେହୋସ୍ ହୋଇ ତଳେ ପଡ଼ିଗଲେ ବିନେଶ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ ଅଧିକ ଓଜନ କାରଣରୁ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହେବା ପରେ ଭାରତୀୟ କ୍ରୀଡ଼ା ଜଗତକୁ ଲାଗିଛି ଏକ ବଡ଼ ଝଟକା । ଆଉ କିଛି ଘଣ୍ଟା ପରେ ବିନେଶ ଆମେରିକୀୟ…

ସେବିର ନୂଆ ନିୟମ: ଅଣପଞ୍ଜିକୃତ ବ୍ୟକ୍ତି ଓ ଅନୁଷ୍ଠାନ ପୁଞ୍ଜି ବଜାରରେ ନିବେଶ ପାଇଁ ପରାମର୍ଶ ଦେଇ ପାରିବେନି, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଖୁଚୁରା ନିବେଶକଙ୍କୁ ସୁରକ୍ଷା ଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ପଞ୍ଜିକୃତ ହୋଇ ନଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପୁଞ୍ଜି ବଜାରରେ…

(Video) ଅଲିମ୍ପିକ୍ସ ପଦକ ବିଜୟନୀଙ୍କୁ ଜୋରଦାର ସ୍ୱାଗତ: ସ୍ୱଦେଶ ଫେରିଲେ ମନୁ ଭାକର, ଗର୍ବରେ ଫାଟି ପଡ଼ୁଛି ଭାରତ ମାଟି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସେଥିମଧ୍ୟରୁ ୨ଟି ପଦକ ମନୁ ଭାକର ଜିତିଥିଲେ । ତେବେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତି ଭାରତକୁ ବିଶ୍ୱବକ୍ଷରେ…

କର୍ମଚାରୀଙ୍କୁ ଛଟେଇ ପାଇଁ ଘୋଷଣା କଲା Dell: AI ଦୁନିଆରେ ପାଦ ଦେବାକୁ ପ୍ରସ୍ତୁତି ଆରମ୍ଭ କଲା ଟେକ୍ କମ୍ପାନୀ

ନୂଆଦିଲ୍ଲୀ: ଦିନକୁ ଦିନ କୃତ୍ରିମ ବୁଦ୍ଧିମତା (ଏଆଇ)ର ପ୍ରଧାନ୍ୟ ବଢ଼ିବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହାର ଚାହିଦା ସାରା ବିଶ୍ୱରେ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି । ଆମେରିକା ସ୍ଥିତ ଓପନଏଆଇ କମ୍ପାନୀ…

ଏମ୍ସ ଭୁବନେଶ୍ୱର ପକ୍ଷରୁ ପୁଣି ନିଯୁକ୍ତି: ଆରମ୍ଭ ହେଲା ଆବେଦନ, ଅଗଷ୍ଟ ୧୬ରେ ସରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଯୁକ୍ତି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଭୁବନେଶ୍ୱର ପକ୍ଷରୁ ନିକଟରେ କିଛି ପଦ ପୂରଣ ପାଇଁ…

ସଂସଦରେ ଅର୍ଥମନ୍ତ୍ରୀଙ୍କ ସୂଚନା: ଜନଧନ ଆକାଉଣ୍ଟ ଓ ବେସିକ ସଞ୍ଚୟ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ ନୁହେଁ

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଅଧିକାଂଶ ଗ୍ରାହକଙ୍କ ପାଇଁ ଏକ ବଡ଼ ସମସ୍ୟା । ଆଜିକାଲି ଅଧିକାଂଶ ଲୋକଙ୍କର ବିଭିନ୍ନ ପ୍ରକାରର ଋଣର କିସ୍ତି, ଇଏମଆଇ କଟୁଥିବାରୁ ସର୍ବଦା ଆକାଉଣ୍ଟରେ…

ରେଡିଓଗ୍ରାଫର-୨୦୨୩ ନିଯୁକ୍ତିର ରେଜଲ୍ଟ ଜାରି କଲା OSSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରେଡିଓଗ୍ରାଫର-୨୦୨୩ ନିଯୁକ୍ତିର ଫଳାଫଳ ଘୋଷଣା କରାଯାଇଛି । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଏହି ପଦ…