ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରୟୋଗ ହେବ ବିଶ୍ୱସ୍ତରୀୟ ‘White Topping Technology’: ଭୁବନେଶ୍ୱରର ୧ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୩ କୋଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାର ରୂପରେଖ ବଦଳିବାକୁ ଯାଉଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ‘ହ୍ୱାଇଟ୍ ଟପିଂ ଟେକ୍ନୋଲୋଜି’ ପ୍ରୟୋଗ କରିବାକୁ ପୂର୍ତ୍ତ ବିଭାଗ ନିଷ୍ପତ୍ତି…