ତ୍ରିପୁରାର ପ୍ରଥମ ପଦ୍ମଶ୍ରୀ ବିଜେତା ହିମାଂଶୁ ମୋହନ ଚୌଧରୀଙ୍କ ପରଲୋକ

ନୂଆଦିଲ୍ଲୀ: ତ୍ରିପୁରାର ପ୍ରଥମ ପଦ୍ମଶ୍ରୀ ବିଜେତା ହିମାଂଶୁ ମୋହନ ଚୌଧରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ହିମାଂଶୁଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା…

OSSSC ପକ୍ଷରୁ ପୂରଣ ହେବ ୨୭୫୩ଟି ପଦ: ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ତରଫରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ଓଏସଏସଏସସି ପକ୍ଷରୁ ୨୭୫୩ଟି ପଦ ପାଇଁ…

ନକ୍ସଲଙ୍କ ବଡ଼ଧରଣର ବିସ୍ଫୋରଣ: ୧୧ ଯବାନ ସହିଦ, ଗତ ୨୦ରେ ୫ ଜଣ ସହିଦ ହୋଇଥିଲେ

ନୂଆଦିଲ୍ଲୀ: ଗତ ୨୦ ତରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେହି ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ପ୍ରାଣ ହରାଇଥିଲେ । ତେବେ ୫ ଯବାନଙ୍କ ମୃତ୍ୟୁର ଦୁଃଖ ଦେଶବାସୀଙ୍କ ମନରୁ ନ ଲିଭୁଣୁ…

E-Shram ପୋର୍ଟାଲରେ ଯୋଡ଼ି ହେଲା ନୂଆ ଫିଚର୍ସ: କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଏଣିକି ଶ୍ରମିକଙ୍କ ପିଲାଙ୍କୁ ମିଳିବ ପାଠପଢ଼ା ସୁବିଧା

ନୂଆଦିଲ୍ଲୀ: ଗରିବ ଲୋକଙ୍କ ହିତସାଧନ ପାଇଁ କେନ୍ଦ୍ର ସରକାର ଇ-ଶ୍ରମ ଯୋଜନା ଆରମ୍ଭ କରିଥିଲେ । ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ ରହିଥିଲା । ତେବେ ଗତ ମାର୍ଚ୍ଚ ମାସ…

ରାଜ୍ୟକୁ ପୁଣି ଫେରିଲା ମାସ୍କ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନାହୁଁ । ତେଣୁ ଏନେଇ ରାଜ୍ୟ ସରକାର ନୂଆ ନିଷ୍ପତ୍ତି…

ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ଟିମ୍ ଘୋଷଣା: ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ମିଡ଼ିଆ ସଦସ୍ୟଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ରାଜ୍ୟର ରାଜନୈତିକ ମାହୋଲ ଚଳଚଞ୍ଚଳ ରହିଛି । ତେଣୁ ତିନି ପ୍ରମୁଖ…

ପ୍ରକୃତି ସାଜିଲା ବଇରୀ: ଜଳ ନେଲା ୨ ଭାଇଙ୍କ ଜୀବନ, ବଜ୍ରପାତ ନେଲା ଆଉ ୨ ଭାଇଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଜୀବନରେ କେତେବେଳେ ଦୁର୍ଘଟଣା ଘଟିବ ତାହା ଆମ ହାତରେ ନଥାଏ । ଅନେକ ସମୟରେ ମଣିଷ ଅଚାନକ କିଛି ଦୁର୍ଘଟଣାର ବଶବର୍ତ୍ତୀ ହୋଇ ଆହତ ହେଉଥିବା ବେଳେ ଅନେକ ସମୟରେ ମୃତ୍ୟୁବରଣ କରିଥାଏ ।…

୮୪ ଦିନିଆ ଭାଲିଡିଟି ପ୍ଲାନ ଏବେ ମାତ୍ର ୪୫୫ ଟଙ୍କା, ଶୀଘ୍ର ରିଚାର୍ଜ କରନ୍ତୁ

ନୂଆଦିଲ୍ଲୀ: ଆଜିର ସ୍ମାର୍ଟଫୋନ ଯୁଗରେ ଇଣ୍ଟରନେଟ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଡାଟା ସରିଗଲେ କଥା ସରିଲା । ଦିନ ହେଉ କି ରାତି ହେଉ ନିଜ ନିଜର ମୋବାଇଲରେ ସମସ୍ତେ ଆବଶ୍ୟକତାଠାରୁ ଅଧିକ ଡାଟା ପ୍ୟାକ୍ ପକାଉଛନ୍ତି…

ମିଳିଲା ନୂଆ ରହସ୍ୟ! ଧଳା କେଶ ପୁଣି ଥରେ କଳା ହୋଇପାରିବ, ଧଳା କେଶ ଉଠିବା ବନ୍ଦ, ଜାଣନ୍ତୁ ବୈଜ୍ଞାନିକଙ୍କ ଆବିଷ୍କାର

ନୂଆଦିଲ୍ଲୀ: ବୟସ ବଢ଼ିବା ସହିତ ମଣିଷର କେଶର ରଙ୍ଗ ଧଳା ହେବା ଏକ ସାଧାରଣ କଥା । ତେବେ ଆଜିକାଲି ଅନେକ ଯୁବପୀଢ଼ିଙ୍କର କେଶ ବୟସ ପୂର୍ବରୁ ଧଳା ହୋଇଯାଉଥିବା ଦେଖାଯାଉଛି । ଏହାକୁ ନେଇ ସେମାନେ ଚିନ୍ତିତ ରହିଥାନ୍ତି ।…

UAEରେ ଦୁଇ ଭାରତୀୟଙ୍କ ମୃତ୍ୟୁ: ଚାହିଁ ରହିଛି ମାଆ, ଫେରିଲାନି ପୁଅ

ନୂଆଦିଲ୍ଲୀ: ମଣିଷ ଆଜି ପ୍ରତି ମୁହୂର୍ତ୍ତରେ ଅର୍ଥ ରୋଜଗାର ପାଇଁ ବ୍ୟସ୍ତ ରହୁଛି । ତେବେ ଜୀବନରେ ଆଗକୁ ବଢ଼ିବା ଆଉ ଟଙ୍କା ରୋଜଗାରର ନିଶା ମଣିଷକୁ ଏତେ ପାଗଳ କରିଦେଇଛି ଯେ ମଣିଷ ତା’ର ରକ୍ତର ସମ୍ପର୍କୀୟଙ୍କୁ ଛାଡ଼ି…