Digital Vision Syndrome କରିଦେବ ଆପଣଙ୍କୁ ଅନ୍ଧ! ମୋବାଇଲ, କମ୍ପ୍ୟୁଟର ସ୍କ୍ରିନ ପାଇଁ ଚାଲିଯାଉଛି ଦୃଷ୍ଟିଶକ୍ତି, ଜାଣନ୍ତୁ ଡାକ୍ତରଙ୍କ…

ନୂଆଦିଲ୍ଲୀ: ଆଜି ସ୍ମାର୍ଟଫୋନର ବ୍ୟବହାର ଏତେମାତ୍ରାରେ ବଢ଼ିଯାଇଛି ଯେ, ଏଥିରୁ ମୁକୁଳିବା ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିଛି । ତେବେ ସ୍ମାର୍ଟଫୋନ ମଣିଷର ବିନାଶର କାରଣ ସାଜିପାରେ,…

ସାଂସଦ ଦେଖୁଥିଲେ ପର୍ଣ୍ଣ ଫିଲ୍ମ: ସୋସିଆଲ ମିଡ଼ିଆରେ ଭିଡିଓ ହେଲା ଭାଇରାଲ, ଦେଶରେ ସୃଷ୍ଟି ହେଲା ହଙ୍ଗାମା

ନୂଆଦିଲ୍ଲୀ: ସାଧାରଣ ଭାବେ ୧୮ ବର୍ଷରୁ କମ୍ ବୟସର ଯୁବକ, ଯୁବତୀମାନେ ପର୍ଣ୍ଣ ଫିଲ୍ମ ଦେଖିବା ଅପରାଧ ଭାବେ ଗ୍ରହଣ କରାଯାଇଏ । ଅନେକ ସମୟରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ପରି କିଛି ସାର୍ବଜନିକ ସ୍ଥାନରେ ମଧ୍ୟ ଏଭଳି…

ସଂସଦରେ ଚାଲିଲା ‘ମୋଦୀ-ଅଦାନୀ ଭାଇ-ଭାଇ’ ନାରା: ବିରୋଧୀଙ୍କୁ କଡ଼ା ଜବାବ ଦେଲେ PM ମୋଦୀ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ପ୍ରସଙ୍ଗକୁ ନେଇ ଗତ ଦୁଇଦିନ ଧରି ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । ଗତ ମଙ୍ଗଳବାର ଦିନ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସ୍ୱାମୀଙ୍କ ମୃତ୍ୟୁ ପରେ ଧର୍ମ ପରିବର୍ତ୍ତନ କଲେ ମହିଳା: ଝିଅଙ୍କର ସମ୍ପତ୍ତିରେ ଅଧିକାର ନାହିଁ, ପୁଅଙ୍କର ଅଛି, କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଆମ ସମାଜରେ ଜାତିପ୍ରଥା, ପରିବାର, ଉତ୍ତରାଧିକାରକୁ ନେଇ ଅନେକ ସମୟରେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ । ତେବେ ଏପରି ଏକ ମାମଲରେ ଅଦାଲତ ଜଣେ ମୁସଲିମ ମାଆଙ୍କ ସମ୍ପତ୍ତିକୁ ହିନ୍ଦୁ କନ୍ୟାଙ୍କୁ…

ପୃଥିବୀ ତଳେ ରହିଛି ଏକ ଚଟାଣ! ତୁର୍କୀର ବିନାଶକାରୀ ଭୂକମ୍ପ ପରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, ସାରା ଦୁନିଆ ହଲଚଲ୍

ନୂଆଦିଲ୍ଳୀ: ମଣିଷ ବିଜ୍ଞାନ କ୍ଷେତ୍ରରେ ଯେତେ ଆଗକୁ ଯାଇଥିଲେ ହେଁ ଆଜି ବି ଜଳ, ସ୍ଥଳ, ଆକାଶ, ପାତାଳକୁ ନେଇ ଅନେକ ତଥ୍ୟ ରହସ୍ୟ ଘେରରେ ରହିଛି । ତେବେ ପୃଥିବୀ ପୃଷ୍ଠ ତଳେ ପାତାଳଲୋକ ଅଛି ବୋଲି ଆମେ ବହୁପୂର୍ବରୁ…

ଓଡ଼ିଶାରେ ଖୋଲିବ NIAର ଏକ ଶାଖା: ଆତଙ୍କବାଦ ଓ ମାଓବାଦ ଉପରେ ଲାଗିବ ରୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଆଗକୁ ରାଜ୍ୟରେ ଆତଙ୍କବାଦୀ ଓ ମାଓବାଦୀଙ୍କ ଆକ୍ରମଣ ଉପରେ ଲାଗିବ ରୋକ୍ । ରାଜ୍ୟରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଏକ ବ୍ରାଞ୍ଚ ଖୋଲିବାକୁ…

ଆମେରିକାର ଫାଷ୍ଟ ଲେଡି ଜିଲ ବିଡେନ କମଳା ହାରିସଙ୍କ ସ୍ୱାମୀ ଡଗ ଏମହୋଫଙ୍କୁ କିସ୍ କଲେ, Video Viral

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ପ୍ରତ୍ୟେକ ଘଟଣା ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ଏପରିକି ଅନେକ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର କିଛି ଘଟଣା ସୋସିଆଲ ମିଡ଼ିଆରେ ଘୂରି ବୁଲିଥାଏ । ତେବେ…

Repo Rate ବଢ଼ାଇଲା RBI: କାର ଓ ହୋମ୍ ଲୋନ୍ ହେବ ଆହୁରି ମହଙ୍ଗା

ନୂଆଦିଲ୍ଲୀ: ଦେଶ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛି । ତେବେ ଆରବିଆଇର ଏହି ଘୋଷଣା ଫଳରେ ଗ୍ରାହକଙ୍କ ପାଇଁ ଏଣିକି କାର ଓ ହୋମ ଲୋନ…

ମେହେନ୍ଦୀ ଲଗାଇଲେ ହୋଇପାରେ ଅପସ୍ମାର ରୋଗ: ମସ୍ତିଷ୍କ ସହିତ ଏହାର କି ସମ୍ପର୍କ, ହାତ ଗୋଡ଼ ଥରି ଉଠିବ, ଜିଭ କାମୁଡ଼ିଦେବେ, ତଳେ ପଡ଼ିଯିବେ

ନୂଆଦିଲ୍ଲୀ: ବ୍ରେନ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ଏହା ଆମ ଶରୀରର ପ୍ରତ୍ୟେକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଏହି ସମସ୍ତ କାର୍ଯ୍ୟ ମସ୍ତିଷ୍କରେ ଥିବା କୋଷିକା ମାଧ୍ୟମରେ ହୋଇଥାଏ । ଏହି କୋଷିକାଗୁଡ଼ିକ…

ଭୁବନେଶ୍ୱର-ପୁରୀ ଚାଲିବ ମେଟ୍ରୋ ଟ୍ରେନ୍! ଦୁଇ ଦିନ ମଧ୍ୟରେ ହେବ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦୌଡ଼ିବ ମେଟ୍ରୋ ଟ୍ରେନ । ଏହି ଯୋଜନାର ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ…