fbpx

ASP ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ୍, ଦୁଇ ମାସ ମଧ୍ୟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଏଏସପି ତ୍ରିନାଥ ମିଶ୍ରଙ୍କୁ ଜାମିନ୍ ମିଳିଛି । ଦୁଇ ମାସ ମଧ୍ୟରେ ତଦନ୍ତକାରୀ ଅଧିକାରୀ ତ୍ରିନାଥଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ…

ପେଟ୍ରୋଲ, ଡିଜେଲ, ଗ୍ୟାସ୍ କନ୍ଦାଇଲା: ଏବେ ଦୁଇ ଟଙ୍କା ବଢ଼ିବ OMFED କ୍ଷୀରର ମୂଲ୍ୟ, ଜାଣନ୍ତୁ କେବେଠାରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାଧାରଣ ଜନତାଙ୍କ ଜୀବନକୁ ସତେ ଯେମିତି ଶନିଗ୍ରହ ପଶିଆସିଛି । ମହଙ୍ଗା ମାଡ଼ରେ ଗରିବମାନେ ଖାଲି ଝଟପଟ ହେଉଛନ୍ତି । ପେଟ୍ରୋଲ, ଡିଜେଲ, ଲେମ୍ବୁ, ରୋଷେଇ ଗ୍ୟାସ ପରି…

ଚତୁର୍ଥ ଲହରକୁ ନେଇ IIT ପ୍ରଫେସରଙ୍କ ଭବିଷ୍ୟବାଣୀ, ଦ୍ୱିତୀୟ ଓ ତୃତୀୟ ଲହର ସମୟରେ କରିଥିଲେ ସଠିକ୍ ଆକଳନ

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ସମଗ୍ର ବିଶ୍ୱରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ଥରେ ଚୀନ ସହ କିଛି ରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଭାରତର ଦିଲ୍ଲୀ-ଏନସିଆର ସହ କିଛି ରାଜ୍ୟରେ ପୁଣି ଥରେ…

ଆସନ୍ତା ୬ ମାସ ମଧ୍ୟରେ ୨୧ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଚାକିରି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଏକ ସୁସମ୍ବାଦ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୧ ହଜାରରୁ ଅଧିକ ପଦବୀ ବାହାରିବ । ଉଭୟ ଟିଚିଙ୍ଗ ଓ ନନ୍ ଟିଚିଙ୍ଗ କ୍ଷେତ୍ରର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ଖାଲି…

ଦିଦିଙ୍କ ଗଡ଼ରେ ଫେଲ୍ ମାରୁଛି ମୋଦୀ-ଶାହଙ୍କ ରଣନୀତି, ଶକ୍ତିଶାଳୀ ହେବା ତ ଦୂରର କଥା, ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି BJP

ନୂଆଦିଲ୍ଲୀ: ନିକଟରେ ଚାରିଟି ରାଜ୍ୟରେ ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ମାତ୍ର ସବୁ ଜାଗାରେ କେନ୍ଦ୍ରରେ କ୍ଷମତାସୀନ ଥିବା ଶକ୍ତିଶାଳୀ ବିଜେପି ଦଳକୁ ପରାଜୟର ସାମ୍ନା କରିବାକୁ…

ଚାଷଜମିରେ ନିଆଁ ଲଗାଇ ପାରିବେ ନାହିଁ କୃଷକ, ନିୟମ ନ ମାନିଲେ ୧୫ ହଜାର ଜରିମାନା

ନୂଆଦିଲ୍ଲୀ: ଅନେକ ସମୟରେ କିଷାନମାନେ ନିଜ ଜମିରେ ନିଆଁ ଲଗାଇଥାନ୍ତି । ଜମିରେ ପଡ଼ି ରହିଥିବା ଫସଲର ଅବଶେଷକୁ ପୋଡ଼ିବା ଦ୍ୱାରା ଜମିକୁ ସାର ମିଳିଥାଏ ବୋଲି କିଛି କୃଷକଙ୍କର ଧାରଣା ଥାଏ । ତେବେ ଏଣିକି କୃଷକମାନେ ଆଉ…

IPLରେ ବାଧା ସୃଷ୍ଟି କଲା କରୋନା, ମ୍ୟାଚ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଲେ Delhi Capitalsର ସମସ୍ତ ଖେଳାଳି

ନୂଆଦିଲ୍ଲୀ: କିଛିଦିନ ଧରି ଦେଶରେ କରୋନାର ପ୍ରକୋପ କମିଥିବା ବେଳେ ପୁଣି ଥରେ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି । ଏହି କ୍ରମରେ କୋଭିଡ ସଂକ୍ରମଣ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ବାଧା ସାଜିଛି । ଋଷଭ ପନ୍ଥଙ୍କ…

ୟୁପି ଲଖୀମପୁର ହିଂସାକାଣ୍ଡ: ଏକ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ଆଶୀଷ ମିଶ୍ରାଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖୀମପୁରର ଖେରୀ ହିଂସାକାଣ୍ଡ ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁତ୍ର ଆଶୀଷ ମିଶ୍ରାଙ୍କୁ ଲାଗିଛି ଝଟକା । ସୁପ୍ରିମକୋର୍ଟ ଅଭିଯୁକ୍ତ ଆଶୀଷଙ୍କର ବେଲକୁ ଖାରଜ…

‘Hunarbaaz- Desh Ki Shaan’ TV ରିୟଲିଟି ଶୋ’ର ୱିନର ହେଲେ ଆକାଶ ସିଂହ

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ପପୁଲାର ରିୟଲିଟି ଶୋ ‘ହୁନରବାଜ-ଦେଶ କି ଶାନ’ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ହୁନରବାଜ ଶୋ’ର ପ୍ରଥମ ସିଜିନର ୱିନର ହୋଇଛନ୍ତି ବିହାରର ଆକାଶ ସିଂହ । ଗ୍ରାଣ୍ଡ ଫିନାଲେରେ ବିଜୟ…

‘୧୫-୧୫-୧୫’ ଫର୍ମୂଲା ଆପ୍ଲାଏ କରି ବହୁଲୋକ କୋଟିପତି ବନି ଯାଉଛନ୍ତି, ଆପଣ କାହିଁକି ପାରିବେନି, ଫଲୋ କରନ୍ତୁ ଏହିସବୁ ଟିପ୍ସ

ନୂଆଦିଲ୍ଲୀ: ଟଙ୍କା କାହାକୁ ବା ଭଲ ଲାଗେନା, ଆଉ କୋଟିପତି ହେବାର ସ୍ୱପ୍ନ କିଏ ବା ଦେଖେନା । ମାତ୍ର ଏହା ଏତେ ସହଜ ନୁହେଁ । ସ୍ୱପ୍ନ ଦେଖିବା ସହଜ, ମାତ୍ର ତାକୁ ପୂରଣ କରିବା କଷ୍ଟ ନୁହେଁ ପ୍ରାୟତଃ ଅସମ୍ଭବ । ତେବେ…