ୟୁପିଏ ସରକାର ଓଡ଼ିଶାକୁ ଅବହେଳା କରୁଥିଲେ, ମୋଦି ସରକାର କିନ୍ତୁ ଅର୍ଥ ବର୍ଷା କରୁଛନ୍ତି: ଅଶ୍ୱିନୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ୬ ହଜାର ମୋବାଇଲ ଟାୱାର ଲାଗିବାକୁ ଯାଉଛି । ୟୁପିଏ ସରକାର ତୁଳନାରେ କେନ୍ଦ୍ରରେ ଶାସନାଧୀନ ଥିବା ମୋଦି ସରକାର ଓଡ଼ିଶାକୁ ଅଧିକ…