ଆଗାମୀ ୩୬ ଘଣ୍ଟା ମଧ୍ୟ ଡିପ୍ରେସନ୍‌ର ରୂପ ନେବ ଲଘୁଚାପ, ୧୧ରେ ସ୍ଥଳଭାଗ ଛୁଇଁବ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂନେଇଛି ସୃଷ୍ଟ ଘୂର୍ଣ୍ଣିବଳୟ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଆଗାମୀ ୩୬ ଘଣ୍ଟା…

ଟି-୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ୍‌ ଅଷ୍ଟ୍ରେଲିଆ ପାଇଁ ବଡ ଆହ୍ୱାନ

ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଆସନ୍ତା ୧୧ ତାରିଖ ଦିନ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ବିଜୟୀ ହେବା ଅଷ୍ଟ୍ରେଲିଆ…

ଟି-୨୦ ବିଶ୍ୱକପ ସେମିଫାଇନାଲ: ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ତ- ଇଂଲଣ୍ଡ ମଧ୍ୟରେ ମୁକାବିଲା, ପ୍ରତିଶୋଧ ନେବା ଅପେକ୍ଷାରେ ନ୍ୟୁଜିଲାଣ୍ଡ

ଅବୁଧାବି: ଆସନ୍ତା ୧୦ ତାରିଖ ଦିନ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେଣୁ ଏହି ସୁଯୋଗରେ ଇଂଲଣ୍ଡ ବିରୋଧଟ୍ଟା ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ ପରାଜୟର ଚରମ…

ମହଙ୍ଗା ହେବ ଗୃହ ନିର୍ମାଣ, ପୁଣି ବଢ଼ିଲା ସିମେଣ୍ଟ ଓ ଲୁହା ଛଡ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ନିର୍ମାଣ ସାମଗ୍ରୀ ସିମେଣ୍ଟର ଦର । ଏଥିରେ ସିମେଣ୍ଟ କ୍ୱିଣ୍ଟାଲ ପିଛା ୨୦ରୁ ୨୫ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଇଟା ଦର ମଧ୍ୟ ବଢ଼ିବଢ଼ି ଚାଲିଛି । ଇଟାର ଏପରି ମୂଲ୍ୟ ବୃଦ୍ଧି ଲାଗି ଭାଟ୍ଟି…

ସବୁ ଦିଗରେ ବିଫଳତା ଯୋଗୁଁ ଭାରତ ହାରିଲା: ଗାଭାସ୍କର

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ତଥା ଓପନିଂ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର କହିଛନ୍ତି ଯେ ଭାରତୀୟ ଦଳ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳ ଆବଶ୍ୟକ ରନ ସଂଗ୍ରହ କରି ପାରିଲେ ନାହିଁ । ମୁଖ୍ୟତଃ ପାୱାର ପ୍ଳେ…

ଟ୍ରକ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟ୍ ଘଟଣା, ଆଉ ଏକ ଲୁଟ୍ ଉଦ୍ୟମ ବେଳେ ୫ ଲୁଟେରାଙ୍କୁ ମାଡ଼ି ବସିଲା ପୋଲିସ

ଯୋଡା (ଭାସ୍କର ନ୍ୟୁଜ): ଯୋଡା ଖଣି ଅଞ୍ଚଳରେ ଟ୍ରକ ଚାଳକଙ୍କୁ ଭୁଜାଲି ଦେଖାଇ ଟ୍ରକରୁ ଲୁଟ ଏକ ସାଧାରଣ ଘଟଣା ପାଲଟିଛି । ଗତ ୪ ତାରିଖ ରାତିରେ ଯୋଡା-ବାମେବାରୀ ରାସ୍ତାରେ ଯୋଡା ପଟୁ ଆସୁଥିବା ଏକ ଟ୍ରକର ଚାଳକଙ୍କୁ…

ଆଜି ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସୀମା ବିବାଦ ସହ ବିଭିନ୍ନ ପ୍ରସଙ୍ଗ ଉପରେ ନବୀନଙ୍କ ସହ ଆଲୋଚନା କରିବେ ଜଗନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଏହି ଅବସରରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସହ ଆଲୋଚନା…

ଆଜି ଲଘୁଚାପ ଘନୀଭୂତ ହେବା ସମ୍ଭାବନା, ୧୧ରୁ ୧୩ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ଆଶଙ୍କା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତାମିଲନାଡୁ ଏବଂ ପୁଡୁଚେରୀରେ ଗତ ଶନିବାର ରାତିରୁ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା…

ଖୋଲିଲା ମା’ ତାରିଣୀଙ୍କ ହୁଣ୍ଡି, ୯ଟି ଦାନବାକ୍ସରୁ ମିଳିଲା ୧୫.୫୨ ଲକ୍ଷ ଟଙ୍କା

ଘଟଗାଁ (ଭାସ୍କର ନ୍ୟୁଜ୍‌): ମା’ ତାରିଣୀ ମନ୍ଦିରର ହୁଣ୍ଡି ଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ,…

ରବି ଶାସ୍ତ୍ରୀ ଅହମ୍ମଦାବାଦ ଫ୍ରାଞ୍ଚାଇଜର କୋଚ୍‌ ନିଯୁକ୍ତ ସମ୍ଭାବନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପ ପରେ ସମାପ୍ତ ହେବାକୁ ଯାଉଛି । ତେଣୁ ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ତଥା ନ୍ୟାସନାଲ କ୍ରିକେଟ…