CHARIDHAM

ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ, ଜେଠୱା ହେଲେ ଭିଜିଲାନ୍ସ ଡିଜି

ଭୁବନେଶ୍ୱର(ଓଡିଶା ଭାସ୍କର): ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି ।…

ହାଇକୋର୍ଟରେ ଖାରଜ ହେଲା କୋଭିଡ୍ ପିଆଇଏଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାକୁ ନେଇ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ । କୋଭିଡ୍ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବିରେ ଏହି…

ମଦକୁ ନେଇ ମାମଲା: ଖାଦ୍ୟପେୟ ନିର୍ଦ୍ଧାରଣ କରି ପାରିବେନି ସରକାର!

ଅହମ୍ମଦାବାଦ: ଗୁଜରାଟକୁ ଡ୍ରାଏ ଷ୍ଟେଟ୍ ଭାବରେ ଘୋଷଣା କରାଯାଇଥିବା ବେଳେ ଏଠାରେ ମଦ ବିକ୍ରି ଏବଂ ମଦ୍ୟପାନ ଉପରେ କଟକଣା ୧୯୪୯ରୁ ରହିଆସିଛି । ତେବେ ଏହି ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା…

ଡବ୍ଲ୍ୟୁଟିସିର ସର୍ବାଧିକ ୱିକେଟ ହାସଲକାରୀ ଅଶ୍ୱିନ୍

ଲଣ୍ଡନ: ଇଂଲଣ୍ଡର ସାଉଥାମ୍ପଟନ୍ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ୁ ଫାଇନାଲର ପ୍ରଥମ ସଂସ୍କରଣରେ ବି୍ଜୟୀ ହୋଇଛି ନ୍ୟୁଜିଲାଣ୍ଡ । ତେବେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଫାଇନାଲ୍ରେ ୪ ୱିକେଟ୍ ଅକ୍ତିଆର…

ନକଲି କରୋନା ଔଷଧ କାରବାରର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ, ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ ୩ ଅଭିଯୁକ୍ତ

କଟକ (ଓଡ଼ିଶା ଭାସ୍କର): ନକଲି କରୋନା ଔଷଧ କାରବାର ମାମଲାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମେଡିଲ୍‌ଏଡ୍‌ ମେଡିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶକ ଓ…

ନାବାଳିକା ଅପହରଣ ଅଭିଯୋଗ ମାମଲା: ଉଦ୍ଧାର ହେଲା ନାବାଳିକା, ଅଭିଯୁକ୍ତକୁ ଧରିଲା ପୁଲିସ

ରାଜନଗର (ଓଡ଼ିଶା ଭାସ୍କର) : ରାଜନଗର ବ୍ଲକ କେରଡାଗଡ ପଚାଂୟତରେ ଜଣେ ନାଳିକାକୁ ଅପହରଣ ମାମଲାରେ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୩ତାରିଖ ସନ୍ଧ୍ୟାରେ କେରଡାଗଡରୁ ସଂପୃକ୍ତ ନାବାଳିକାକୁ…

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନାର ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ, ରାଜ୍ୟବାସୀଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନାର ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ସଚେତନ କରାଯାଇଛି ।ଭବିଷ୍ୟତରେ ଯେକୌଣସି ପରିସ୍ଥିତିର ସମ୍ମୁଖୀନ କରିବା ସହ…

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସବୁ ଜୀବନ ମୂଲ୍ୟବାନ ନୀତିରେ ବିପର୍ଯ୍ୟୟ ମୁକାବିଲା, ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପାଇଁ…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ସବୁ ଜୀବନ ମୂଲ୍ୟବାନ । ରାଜ୍ୟ ସରକାର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷାକରି ସମନ୍ୱିତ ଆଭିମୁଖ୍ୟରେ ବିପର୍ଯ୍ୟୟ ପରିଚାଳନା ନୀତି ଆପଣାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

କରୋନା ଟିକା ପାଇଁ ଗ୍ଲୋବାଲ ଇ-ଟେଣ୍ଡର ବାତିଲ୍‌ କଲେ ରାଜ୍ୟ ସରକାର

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : କୋଭିଡ ଟିକା ପାଇଁ ରାଜ୍ୟ ସରକାର ଗତ ମେ ୧୪ ତାରିଖରେ ଜାରି କରିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରିଛନ୍ତି । ଏ ନେଇ ରାଜ୍ୟ ଔଷଧନିଗମ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି…

ଶ୍ରୀଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ନୀତି ପାଇଁ ୧୪୪ ଧାରା ଜାର, ୨୫ତାରିଖ ସକାଳ ୬ ଟା ଯାଏ ବଳବତ୍ତର ରହିବ କଟକଣା

କେନ୍ଦ୍ରାପଡ଼ା (ଓଡ଼ିଶା ଭାସ୍କର) : ତୁଳସୀକ୍ଷେତ୍ରାଧିପତି ବଡ଼ଠାକୁର ସିଦ୍ଧ ଶ୍ରୀଶ୍ରୀବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବାପାଇଁ ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ୪ଟି ଆବେଦନକୁ ବୁଧବାର ହାଇକୋର୍ଟ ଅଗ୍ରାହ୍ୟ…