ହରିୟାଣାରେ ମେକ୍ ଇଣ୍ଡିଆ ନଂ-1 କ୍ୟାମ୍ପେନର ଶୁଭାରମ୍ଭ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ହରିୟାଣାର ହିସରୁରେ ମେକ୍ ଇଣ୍ଡିଆ ନଂ-1 କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି। ତେବେ ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ କାଉଣ୍ଟର କରି ପ୍ରଶ୍ନ…