କନ୍ନଡ ଫିଲ୍ମ ଷ୍ଟାର ପୁନିତ୍ ରାଜକୁମାରଙ୍କୁ ନିଆର ଶ୍ରଦ୍ଧାଞ୍ଜଳି, ତାଙ୍କ ନାମରେ ମହାକାଶକୁ ଉତ୍କ୍ଷେପଣ ହେବ ଉପଗ୍ରହ
ବେଙ୍ଗାଲୁରୁ: ସ୍ୱର୍ଗତଃ କନ୍ନଡ ଚଳଚ୍ଚିତ୍ର ତାରକା ପୁନିତ୍ ରାଜକୁମାରଙ୍କ ନାମରେ ଏକ ଉପଗ୍ରହ ଉତ୍କ୍ଷେପଣ କରାଯିବ । ବାସ୍ତବରେ ବାଙ୍ଗାଲୋରର ଏକ ସରକାରୀ ବିଦ୍ୟାଳୟର ପିଲାମାନେ ପୁନିତ୍ଙ୍କୁ ଏକ ନିଆରା ଢ଼ଙ୍ଗରେ…