ଏଣିକି ବର୍ଷ ତମାମ ଚାଲିବ ବାଲିଯାତ୍ରା: ୧୨ ମାସ କମ୍ପିବ ମହାନଦୀ ପଠା: ଉନ୍ନୟନ ମନ୍ତ୍ରୀ

କଟକ: ସାରା ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସିର ଖବର । ଐତିହାସିକ ବାଲିଯାତ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଣିକି ବର୍ଷକ ଯାକ ହସିବ ମହାନଦୀ ପଠା, ସବୁଦିନ ଲାଗିବ…

ଧନ୍ୟ ତୁମେ ଜନନାୟକ, ଧନ୍ୟ ତୁମର ତ୍ୟାଗ… ଜନ୍ମ ଜୟନ୍ତୀରେ ହରେକୃଷ୍ଣଙ୍କୁ ଝୁରୁଛି ସାରା ଓଡ଼ିଶା, ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ମହତାବ

ଓଡ଼ିଶା ଭାସ୍କର: ସେଦିନ ବି ଥିଲା ୧୮୯୯ ମସିହା ନଭେମ୍ବର ୨୧ ତାରିଖ । ଜନ୍ମ ନେଇଥିଲେ ରାଜ୍ୟର ପ୍ରଥମ ମୁଖିଆ, ସେ ଥିଲେ ପ୍ରଥମ ଜନନାୟକ, ସାହସ ଆଉ ତ୍ୟାଗକୁ ମିଶାଇ ଗଢି ତୋଳିଥିଲେ ସୁନ୍ଦର ଓଡ଼ିଶା । ବିକାଶ, ସଫଳତା ଆଉ…

ବାଲିଯାତ୍ରାରେ ଚଢାଉ କଲା CMC: ଦୋକାନରୁ ଆଣି ଖାଦ୍ୟ ସାମଗ୍ରୀ ଫିଙ୍ଗିଦେଲେ ଅଫିସର

କଟକ: ନାଚଗୀତ ଆସରରେ ଜମୁଛି ଐତିହାସିକ କଟକ ବାଲିଯାତ୍ରା । କିନ୍ତୁ ଏହାଭିତରେ ପଡ଼ିଆରେ ବୁଲୁଛନ୍ତି ସିଏମସି ଅଫିସର । ବାଲିଯାତ୍ରା ପଡ଼ିଆରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରୁ ଖାଦ୍ୟ ସାମଗ୍ରୀ ଆଣି ଫିଙ୍ଗ ଦେବା ଜାଳି…

ଦଳରୁ ବାହାରିବେ ରୋହିତ-ବିରାଟ: ଅଷ୍ଟ୍ରେଲିଆ ସିରିଜ କରିବ ଭାଗ୍ୟ ନିରୂପଣ, ଜଗିଛନ୍ତି ଅଗରକର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ଉପରେ ନିଆଯିବ ବଡ଼…

ଆଜି ମାଣବସା ଗୁରୁବାର, ମା’ ଲକ୍ଷ୍ମୀଙ୍କ ପୂଜା: ଘରେ ଘରେ ପୂଜା ପାଉଛନ୍ତି ଧନଦାତ୍ରୀ

ଓଡ଼ିଶା ଭାସ୍କର: ମହାଲକ୍ଷ୍ମୀ ଧନ ଓ ଐଶ୍ୱର୍ୟ୍ୟର ଅଧିଷ୍ଠାତ୍ରୀ ଦେବୀ । ମାର୍ଗଶୀର ମାସ ଗୁରୁବାର ଧାନ୍ୟଲକ୍ଷ୍ମୀଙ୍କ ଉପାସନା କରାଯାଇଥାଏ । ଏହାକୁ ମାଣବସା ଗୁରୁବାର ଓଷା କୁହାଯାଏ । ଦେବୀ ଧାନ୍ୟ ଲକ୍ଷ୍ମୀଙ୍କ ପ୍ରତୀକ…

ରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ: ପୋଲିସ ପହଞ୍ଚି କରୁଛି ଖୋଳତାଡ଼

ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲୁଟ-ତରାଜ ମାମଲା ବଢିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଏକ ବଡ଼ ଲୁଟ ଘଟଣା ସାମନାକୁ ଆସିଛି । ରାତି ଅଧରେ ଏଟିଏମ ଭାଙ୍ଗି ଲୁଟି ନେଇଥିବା ଜାଣିବାକୁ…

IPL ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରସ୍ତୁତ: ଅଶ୍ୱିନ ୮ ଓ ନଟରାଜନଙ୍କୁ ୧୦ କୋଟିରେ କିଣିଲେ, ଜାଣନ୍ତୁ ଆଉ…

ମୁମ୍ୱାଇ: ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଆଜିକାଲି ଇଣ୍ଟରନେଟରେ ଦବଦବା ଜାହିର କରୁଛନ୍ତି । ଏହା ପୂର୍ବରୁ ସେ ମକ୍ ନିଲାମ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ଏବେ ସେ 'ଦ ଅଲ୍ଟିମେଟ୍ ନିଲାମ' ନାମକ ଏକ ଇଭେଣ୍ଟର…

ତୋଶାଖାନ୍ ମାମଲାରେ ଇମ୍ରାନ ଖାନଙ୍କୁ ଜାମିନ ଦେଲେ ଇସଲାମାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଇସଲାମାବାଦ ହାଇକୋର୍ଟ ତୋଶାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବୁଧବାର ଇସଲାମାବାଦ ହାଇକୋର୍ଟର ବିଚାରପତି ମିଆଁ ଗୁଲ ଔରଙ୍ଗଜେବ ଇମ୍ରାନ…

Video: ଚାଲିଗଲେ ବାବା ଉଦାସୀ, ଝୁରୁଛନ୍ତି ଭକ୍ତ, ଲୁହ ଗଡ଼ାଇ କାନ୍ଦୁଛି ଗାଈ…

ଯାଜପୁର: ଚାଲିଗଲେ ବାବା, କାନ୍ଦିଲେ ଭକ୍ତ। ଲୁହ ଗଡ଼ାଇ କାନ୍ଦୁଛି ଗାଈ। ଆଜି ଗାଈ ଆଖିରେ ବି ଧାର ଧାର ଲୁହ। ମଣିଷ ଭଳି ଚିତ୍କାର କରିପାରୁ ନଥିଲେ କଣ ହେଲା ତା ଆଖିରୁ ଲୁହ ବାହାରି ଆସୁଛି। ଏପଟେ ଭକ୍ତ ମାନେ କାନ୍ଦି…

ଉତ୍କଳ ହସ୍ପିଟାଲ୍‌ରେ ବିଶ୍ୱ ସିଓପିଡି ଦିବସ ପାଳନ

ଭୁବନେଶ୍ବର: ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ଉତ୍କଳ ହସ୍ପିଟାଲ୍ ରେ ବିଶ୍ୱ ସିଓପିଡି ଦିବସ ପାଳନ କରାଯାଇଥିଲା। କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରୀ ଡିଜିଜ୍ (ସିଓପିଡି) ଏହାର ପ୍ରତିରୋଧ ଏବଂ ପରିଚାଳନା ବିଷଯ଼ରେ…