ଗୋ ଚାଲାଣ/ହତ୍ୟାକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ୫ମନ୍ତ୍ରୀ ଓ ସଚିବଙ୍କୁ ନେଇ ହୋଇଛି କମିଟି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗୋ ଚାଲାଣ ଆଇନ କଡ଼ାକଡ଼ି ହେବ କହିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ‘ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କାମଧେନୁ ଯୋଜନା ଓଡ଼ିଶାରେ କିଭଳି…

ରାତି ପାହିଲେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ; ସଜେଇ ହେଉଛି ସାକ୍ଷୀଗୋପୀନାଥ ମନ୍ଦିର

ସାକ୍ଷୀଗୋପାଳ: (ଓଡ଼ିଶା ଭାସ୍କର) ରାତି ପାହିଲେ ପବିତ୍ର ଅଁଳାନବମୀ । ରାଧାପାଦ ଦର୍ଶନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ମାଆ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା…

ମହିଳାଙ୍କୁ ଅସଦାଚରଣ ପରେ ଜଙ୍ଗଲରେ ପୋତିଦେଲେ ଅପହରଣକାରୀ; ଯୋଗ ଦ୍ୱାରା ଶ୍ୱାସକ୍ରିୟା ନିୟନ୍ତ୍ରଣ କରି ଉଠି ଆସିଲେ ପୀଡ଼ିତା

ନୂଆଦିଲ୍ଲୀ: ଯୋଗ ଦେଲା ଜୀବନ, ମହିଳାଙ୍କୁ ଅସଦାଚରଣ ପରେ ଜଙ୍ଗଲରେ ପୋତିଦେଲେ ଅପହରଣକାରୀ। ଯୋଗ ଦ୍ୱାରା ଶ୍ୱାସକ୍ରିୟା ନିୟନ୍ତ୍ରଣ କରି ଉଠି ଆସିଲେ ପୀଡ଼ିତା । କର୍ଣ୍ଣାଟକରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।…

ଅର୍ଜୁନ୍ କପୁର ହାସିମୋଟୋ ରୋଗରେ ପୀଡ଼ିତ, ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ତାଙ୍କ ନୂଆ ଫିଲ୍ମ 'ସିଂହମ୍ ଅଗେନ୍'ରେ ଅଭିନୟ କରି ଚର୍ଚ୍ଚାରେ ଥିବା ବେଳେ ସେ ସାମାନ୍ୟ ଅବସାଦ ଓ ହସିମୋଟୋଙ୍କ ଅସୁସ୍ଥତାରେ ପୀଡ଼ିତ ବୋଲି କହିଛନ୍ତି। ଅଭିନେତା…

BIG BREAKING…ଆସନ୍ତା ୨୪ରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୨୪ରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା…

ପାକିସ୍ତାନ ବେଲୁଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ; ୨୧ ମୃତ, ୩୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ପାକିସ୍ତାନ ବେଲୁଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ୨୧ ମୃତ, ୩୦ରୁ ଅଧିକ ଗୁରୁତର ସୂଚନା । କ୍ୱେଟା ରେଲୱେ ଷ୍ଟେସନ ପରିସରରେ ବିସ୍ଫୋରଣ । ଶନିବାର ସକାଳେ ପାକିସ୍ତାନର ବେଲୁଚିସ୍ତାନର…

ବ୍ରତୋପନୟନ ସାରି ଫେରିବା ବେଳେ ଦୁର୍ଘଟଣା; ଡମ୍ପରକୁ ପିଟିଲା ବସ୍, ୫ ମୃତ, ୧୭ ଆହତ

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବସ୍ ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପର ସହ ଧକ୍କା ହୋଇଛି ।…

କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ହ୍ରାସ ପାଇଲା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାର, RBI ତଥ୍ୟ

ମୁମ୍ୱାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ନଭେମ୍ବର ପହିଲାରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ହ୍ରାସ ପାଇଛି। ୨.୬୭୫ ବିଲିୟନ ଡଲାର ହ୍ରାସ ପାଇ…

ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଅଘଟଣ; ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍

କୋଲକାତା: ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍ । ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ହୋଇଛି ଲାଇନଚ୍ୟୁତ । ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । କୋଲକାତାର ନାଲପୁର ନିକଟରେ ଆଜି…

ମାଲକାନଗିରି: ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ, ବିପୁଳ ମାରଣାସ୍ତ୍ର ଜବତ

ମାଲକାନଗିରି: (ଓଡ଼ିଶା ଭାସ୍କର) ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ । ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ହୋଇଛି ଏନକାଉଣ୍ଟର । ଉସୁର-ବୁସାଗୁଡ଼ା-ପାମେଡ ଅଞ୍ଚଳରେ ଚାଲିଥିଲା ଗୁଳିବିନିମୟ । DRG, STF, କୋବ୍ରା…