ଜୀବନରେ କିପରି ମିଳିବ Success? ଏହି ୧୦ଟି ଟିପ୍ସ ଆପଣାନ୍ତୁ, ପାଦ ଛୁଇଁବ ସଫଳତା

ଓଡ଼ିଶା ଭାସ୍କର:  କ୍ୟାରିୟର ଏପରି ଏକ ଶବ୍ଦ ଯାହା ଆପଣ ଆପଣଙ୍କ କର୍ମମୟ ଜୀବନରେ କେତେ ସଫଳ ତାହା ନିର୍ଦ୍ଧାରଣ କରିଥାଏ । ତେବେ କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ସଂଜ୍ଞା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ…

ଧାରା ୩୭୦ ପୁନରୁଦ୍ଧାର ପ୍ରସଙ୍ଗରେ ଜମ୍ମୁ-କଶ୍ମୀର ବିଧାନସଭାରେ ହଙ୍ଗାମା ପରେ ଏପରି କହିଲା BJP

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭାରେ ଧାରା ୩୭୦ ଓ ୩୫ଏ ପୁନରୁଦ୍ଧାର ପାଇଁ ପ୍ରସ୍ତାବ ପାରିତ ହେବା ପରେ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି ନେତ୍ରୀ ସ୍ମୃତି ଇରାନୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,…

ଯଦି ଗ୍ଲୋବାଲ ୱାର୍ମିଂ ଆଉ ୩°C ବୃଦ୍ଧି ପାଏ, ତେବେ ଶୁଖିଯିବ ହିମାଳୟର ୯୦% ଅଞ୍ଚଳ; ଗବେଷଣା

ନୂଆଦିଲ୍ଲୀ: ପାଣିପାଗର ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ କାରଣରୁ ଅନେକ ଦେଶରେ ଏବେଠୁ ସଙ୍କଟ ଦେଖାଦେଲାଣି। ଏହାରି ଭିତରେ ଏକ ନୂଆ ଗବେଷଣାରୁ ଭୟଙ୍କର କଥା ସାମ୍ନାକୁ ଆସିଛି । ନୂଆ ଗବେଷଣା ଅନୁଯାୟୀ, ଗ୍ଲୋବାଲ…

(Video) ବାଲିଯାତ୍ରା ନେବ ନୂଆ ‘AVATAR’: ଜମିବ Infinity World ସହ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀର ମଜା

ଓଡ଼ିଶା ଭାସ୍କର: ଐତିହାସିକ ବାଲିଯାତ୍ରା ପାଇଁ ସଜେଇ ହେଲାଣି କଟକ ସହର । ଏଥରର ବାଲିଯାତ୍ରା ସମ୍ପୂର୍ଣ୍ଣ ନିଆରା ହେବାକୁ ଯାଉଛି । ନୂଆ ଥିମ ଏବଂ ନୂଆ ଆଇଡିଆରେ ଦର୍ଶକଙ୍କୁ ବାଲିଯାତ୍ରା ଉପହାର ଦିଆଯିବାକୁ ବ୍ୟୃବସ୍ଥା…

ଧନିଆ ଚାଷ ପାଇଁ ଉତ୍କୃଷ୍ଟ ସମୟ ନଭେମ୍ୱର; ଘର ପାଇଁ ହେଉ କି ବିକ୍ରି ପାଇଁ, ଆପଣାନ୍ତୁ ଏହି ପଦ୍ଧତି…

ଓଡ଼ିଶା ଭାସ୍କର: ଧନିଆ ଏକ ସବୁଦିନିଆ ଫସଲ । ବିଶେଷ କରି ଉଷ୍ଣ ମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ ଫୁଲ ଫୁଟେ ନାହିଁ । ମାତ୍ର ପତ୍ର ପାଇଁ ଚାଷ କରାଯାଇପାରେ । ଆମ ରାଜ୍ୟ  ଓଡ଼ିଶାରେ ସାଧାରଣତଃ ଶୀତ ଋତୁରେ ଧନିଆ ଚାଷ…

Veg Thali ଉପରେ ମହଙ୍ଗା ମାଡ଼, କାର୍ତ୍ତିକ ମାସରେ ବଢୁଛି ଦାମ୍: ସାକାହାରୀ ଖାଦ୍ୟରେ ୨୦% ମୂଲ୍ୟ ବୃଦ୍ଧି

ଓଡ଼ିଶା ଭାସ୍କର: ବିଭିନ୍ନ ପନିପରିବାର ମୂଲ୍ୟ ବଢିବା ସାଙ୍ଗକୁ ବଢୁଛି ସାକାହାରୀ ଖାଦ୍ୟର ଦାମ୍ । କେବଳ ସାକାହାରୀ ନୁହେଁ, ମାଂସାହାରୀ ଖାଦ୍ୟର ମୂଲ୍ୟ ୁପରେ ମଧ୍ୟ ମହଙ୍ଗା ମାଡ଼ର ପ୍ରଭାବ ଦେଖାଯାଇଛି । ସାଧାରଣ ଲୋକଙ୍କ…

ମାର୍କେଟ୍‌ରେ ରସୁଣ ରାଜ୍; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । କାର୍ତ୍ତିକ ମାସ ପାଇଁ ନୁହେଁ ବରଂ ତାର ଉଚ ଦର ପାଇଁ । ଦେଖିବାରୁ ଗଲେ ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି…

RCB ନା PBKS… ପୁରୁଣା ଦଳକୁ ଫେରିବେ ରାହୁଲ! IPL-2025ରେ କାହାର ହେବେ ଷ୍ଟାର କ୍ରିକେଟର?

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ନଭେମ୍ବର ୨୪ ତାରିଖକୁ ରହିଛି ଅପେକ୍ଷା । ୨୪ ଏବଂ ୨୫ ତାରିଖରେ ନିର୍ମାଣ ହେବ ଆଇପିଏଲ-୨୦୨୫ର ନୂଆ ଦଳ । ମେଗା ଅକ୍ସନରେ ବିକ୍ରି ହେବାକୁ ପ୍ରସ୍ତୁତ ରହିଛନ୍ତି ୧୫୭୪ ଜଣ ଖେଳାଳି ।…

ରକ୍ତଦାନ ମହାପୁଣ୍ୟ… Blood Donate କଲେ କମିଯାଏ କ୍ୟାନସର ଆଶଙ୍କା: ମିଳେ ଏହିସବୁ ଫାଇଦା

ଓଡ଼ିଶା ଭାସ୍କର: ରକ୍ତଦାନ କରି ଆପଣ ଅନେକ ଜୀବନ ରକ୍ଷା କରିପାରିବେ। କିନ୍ତୁ ଆଜି ବି ଭାରତର କିଛି ଲୋକମାନେ ରକ୍ତ ଦାନ କରିବାକୁ ଭୟ କରୁଛନ୍ତି। ସେମାନେ ଅନୁଭବ କରନ୍ତି ଯେ ରକ୍ତ ଦେବା ପରେ ଶରୀର ଦୁର୍ବଳ ହୋଇଯାଏ।…

ଟାକୁଆ ଟ୍ରାଜେଡି: କ୍ଷୁଧାମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କନ୍ଧମାଳ ଟାକୁଆ ଟ୍ରାଜେଡିରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ଘଟଣାର ପୁନରାବୃତ୍ତି ଯେଭଳି ନହେବ ପଦକ୍ଷେପ ନେବାକୁ କହିଲେ । କ୍ଷୁଧାମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ…