ବିଜେପିର ରମେଶ ବିଧୁରୀଙ୍କ ବୟାନକୁ ନେଇ କାନ୍ଦି ପକାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ରମେଶ ବିଧୁରୀଙ୍କ ଆପତ୍ତିଜନକ ବୟାନ ଉପରେ ପ୍ରଶ୍ନ ପଚରାଯିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା । କାନ୍ଦି କାନ୍ଦି କହିଲେ...…

ଭାରତରେ ଚୀନର HMPV ଭୂତାଣୁ: ଗୋଟିଏ ଦିନରେ ୩ ମାମଲା, ଆଗକୁ କ’ଣ ହେବ ପରିସ୍ଥିତି?

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ଖେଳାଇଥିବା କୋଭିଡ୍-୧୯ ମହାମାରୀ ପରେ ଚୀନରେ ଏଚ୍ଏମ୍ପିଭି ନାମକ ଏକ ଭୂତାଣୁ ଚିହ୍ନଟ ହୋଇଛି। ଏବେ ଭାରତରେ ୩ଟି ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ…

ଟିମ ଇଣ୍ଡିଆକୁ ଝଟକା, ଟେଷ୍ଟ ଦଳରୁ ବାଦ୍ ପଡ଼ିବେ ବୁମରାହ! ଟାର୍ଗେଟରେ ICC ଟ୍ରଫି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ହରାଇ ସାରିଛି ଟିମ ଇଣ୍ଡିଆ । ଏହାସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରୁ ମଧ୍ୟ ଭାରତ ବାଦ୍ ପଡ଼ିଛି । ତେବେ ଏହାପୂର୍ବରୁ ଦଳକୁ ଆଉ ଏକ ଶକ୍ତ ଝଟକା…

ଯବାନଙ୍କ ଗାଡ଼ିରେ ଭୟଙ୍କର IED ବିସ୍ଫୋରଣ: ୯ ଯବାନ ସହୀଦ, ଆତଙ୍କ ଖେଳାଇଲେ ନକ୍ସଲ

ନୂଆଦିଲ୍ଲୀ: ସୁରକ୍ଷାବଳ ଗାଡ଼ି ଉପରେ ଅଚାନକ ଆକ୍ରମଣ କରିଛନ୍ତି ନକ୍ସଲ ସଂଗଠନ । ବିଜାପୁରରେ ଯବାନଙ୍କ ଗାଡ଼ିରେ ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି । ଯାହାକୁ ନେଇ ସବୁଠି ଆତଙ୍କ ଖେଳିଯାଇଛି । ୯ ଯବାନ ସହୀଦ:…

Indian Railwayରେ ନୂଆ ଅଧ୍ୟାୟ: କାଲି ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ସୁଦୃଢ ହେବ ଯୋଗାଯୋଗ

ନୂଆଦିଲ୍ଲୀ: କାଲିଠାରୁ ରେଳ ପ୍ରକଳ୍ପରେ ସାମିଲ ହେବ ଆଉ କିଛି ନୂଆ ଅଧ୍ୟାୟ । ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ନ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ…

କେମିତି ରହିବେ ଏକଦମ୍ Fit? ଶାରୀରିକ-ମାନସିକ ସ୍ତରରେ ଫିଟ୍ ରହିବାକୁ ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ସାଧାରଣ ଭାବେ ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି । ମାତ୍ର ସମୟ ଅଭାବରୁ ବା ଅବହେଳାକୁ ଅନେକ ନିଜର ଶରୀରର ଉପଯୁକ୍ତ ଧ୍ୟାନ ଦେଇପାରନ୍ତି ନାହିଁ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର…

BGT ପରେ ଅବସର ନେଲେ ଭାରତର ଷ୍ଟାର କ୍ରିକେଟର: ସୋସିଆଲ ମିଡିଆରେ କଲେ ସନ୍ନ୍ୟାସ ଘୋଷଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ ପରେ ଭାରତର ସିନିୟର ଖେଳାଳିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ଜଣେ ଷ୍ଟାର ଖେଳାଳି କ୍ରିକେଟରୁ ବିଦାୟ ନେଇଛନ୍ତି । ମ୍ୟାଚ ପରେ…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଶୀତ ଉତ୍ସବ-୨୦୨୫’ ଅନୁଷ୍ଠିତ

ଭୁବେନଶ୍ୱର: ଭତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ବାର୍ଷିକ କାର୍ୟ୍ୟକ୍ରମ ‘ଶୀତ ଉତ୍ସବ-୨୦୨୫’ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର…

JIO vs Airtel… କେଉଁଥିରେ ଅଧିକ ଫାଇଦା? କମ୍ ଟଙ୍କାରେ ଅଧିକ ଫାଇଦା ଦେଉଛି ଏହି କମ୍ପାନୀ

ଓଡ଼ିଶା ଭାସ୍କର: ଏୟାରଟେଲ ବର୍ତ୍ତମାନ ଦେଶର ଦ୍ୱିତୀୟ ଲୋକପ୍ରିୟ ଟେଲିକମ୍ କମ୍ପାନୀ ପାଲଟିଛି । ଜିଓ ତାଲିକାର ଶୀର୍ଷରେ ଥିବା ବେଳେ ଉଭୟଙ୍କ ରିଚାର୍ଜ ପ୍ଲାନକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ୟୁଜର । ଅନଲିମିଟେଡ…

Captain ରହିବେନି କିଙ୍ଗ କୋହଲି! IPL-2025ରେ ନୂଆ ଅଧିନାୟକ ଖୋଜୁଛି RCB

ଓଡ଼ିଶା ଭାସ୍କର: ଆଇପିଏଲ-୨୦୫ ପାଇଁ ମେଗା ଅକ୍ସନ ସରିବା ପରେ ଏବେ ଅଧିନାୟକ ପଦ ପାଇଁ ଚର୍ଚ୍ଚାରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଦଳ ଖୋଜୁଛି ଜଣେ ନୂଆ ଅଧିନାୟକ । ଆସନ୍ତା ସିଜନରେ ବିରାଟ କୋହଲି ଦଳର ଅଧିନାୟକ…