ଏହି ଓପନରଙ୍କ କ୍ୟାରିୟର ଛଡ଼ାଇ ନେଲେ ବୁମରା! ବକ୍ସିଂ ଡେ ଟେଷ୍ଟରେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ୩ଟି ମ୍ୟାଚ୍ ଖେଳିବା ପରେ ସିରିଜ୍ ୧-୧ରେ ସମାନ ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ମେଲବର୍ଣ୍ଣ…

ସାଂସଦଙ୍କ ବିଜୁଳି ଚୋରି: ୧. ୯୧ କୋଟି ଜରିମାନା, ଅନ୍ଧାରରେ ବାସଭବନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଜିଆଉର ରେହମାନଙ୍କ ଅସୁବିଧା କେବେ ଶେଷ ହେଉନଥିବା ଜଣାପଡିଛି । ଗୁରୁବାର ବିଦ୍ୟୁତ୍ ଚୋରି ଘଟଣା ଯୋଗୁଁ ତାଙ୍କ ଘରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ୍ ବିଭାଗ…

ଜୟପୁରରେ ବଡ଼ ଧରଣର ଦୁର୍ଘଟଣା: ୫ ଜୀବନ୍ତ ଦଗ୍ଧ, ୨୦ରୁ ଅଧିକ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଜୟପୁରର ଭାଙ୍କରୋଟା ଅଞ୍ଚଳରେ ଏକାସାଙ୍ଗରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ବାସ୍ତବରେ ଏକ ସିଏନ୍ ଜି ଟ୍ରକ୍ ଅନ୍ୟ ଏକ ଟ୍ରକ୍ ସହ ଧକ୍କା…

BIG BREAKING…ୟୁକ୍ରେନ ପ୍ରସଙ୍ଗରେ ବୁଝାମଣା କରିବାକୁ ଋଷ୍ ପ୍ରସ୍ତୁତ, ଟ୍ରମ୍ପଙ୍କୁ ଫୋନରେ କହିଲେ ପୁଟିନ

ନୂଆଦିଲ୍ଲୀ: ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ସେ ୟୁକ୍ରେନ ଯୁଦ୍ଧ କୁ ନେଇ ବୁଝାମଣାର ଆବଶ୍ୟକତା ବିଷୟରେ…

ନାବାଳିକାକୁ ଗଣଦୁଷ୍କର୍ମ, ସାକ୍ଷୀ ରହିଲା ଥାନା: ଦୁଷ୍କର୍ମ କରି ମାଛ ବେପାରୀ ଓ ସାଙ୍ଗ ହାତକୁ ଟେକିଦେଲା ପ୍ରେମିକ

ସୁନ୍ଦରଗଡ଼: (ଓଡ଼ିଶା ଭାସ୍କର) ନାବାଳିକାକୁ ଗଣଦୁଷ୍କର୍ମ, ସାକ୍ଷୀ ରହିଲା ଥାନା । କଥାଟା ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଛାତିଥରା ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳରେ । ଗତକାଲି ଥାନାଠାରୁ…

ରାଜ୍ୟ ଯୁବ ଭଲିବଲ୍ ଦଳରେ ମନୋନୀତ କେନ୍ଦୁଝର ଦେବାଶିଷ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୁବ ପ୍ରତିଭାବାନ ଭଲି ବଲ୍ ତାରକା ଦେବାଶିଷ ଜେନା ସ୍କୁଲ ସ୍ତରୀୟ ୧୯ ବର୍ଷରୁ କମ୍ ରାଜ୍ୟ ଭଲି ବଲ୍ ଦଳ ଲାଗି ପୁଣି ଥରେ ମନୋନୀତ ହୋଇଛନ୍ତି। ଏଥର ତେଲେଙ୍ଗାନା ରାଜ୍ୟର…

ସବୁ ଭୁଲି ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଏଥର କିଏ ସମ୍ଭାଳିବ?

ନୂଆଦିଲ୍ଲୀ: ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ଡି-୮ ସମ୍ମିଳନୀରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ରାଜଧାନୀରେ ବାଣ Ban… ବର୍ଷ ତମାମ ବାଣ ଫୁଟାଇ ପାରିବେନି ସହରବାସୀ, ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଜାରୀ

ନୂଆଦିଲ୍ଲୀ: ବାହାଘର, ପୂଜା ହେଉ କି ଅନ୍ୟ କୌଣସି ଉତ୍ସବ... ଏଣିକି ରାଜଧାନୀରେ ବାଣ ଫୁଟାଇବା ସମ୍ଭବ ନୁହେଁ । ବର୍ଷ ତମାମ ବାଣ ଫୁଟାଇବା ଏକ ଅପରାଧରେ ଗଣା ହେବ । ବାଣ ଫୁଟାଇଲେ ଲାଗିବ ଜରିମାନା, ନିଆଯିବ…

କାହିଁକି ଧୋକା ଦିଅନ୍ତି ବିବାହିତା ସ୍ତ୍ରୀ? ପର ପୁରୁଷ ସହ ରଖନ୍ତି ଶାରୀରିକ ସମ୍ପର୍କ, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: କଲେଜ ସମୟରେ ପ୍ରେମ କରିବା ଆଉ ପ୍ରତାରଣା ପାଇବା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଆଜିକାଲି ବାହାଘର ପରେ ଧୋକାଦେବା ଏକପ୍ରକାର ଟେଣ୍ଡ ହୋଇଗଲାଣି । ଯଦି ଆପଣ ଭାବୁଥିବେ ଯେ, ବାହାଘର ପରେ ଆପଣଙ୍କ…

ଦକ୍ଷିଣ କୋରିଆର ଡ୍ରୋନ୍ ମାଡ଼: ବୁଝି ପାରିଲାନି ଉତ୍ତର କୋରିଆ, ସହିଦ ହୋଇଗଲେ ୧୦୦ ସୈନିକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଜଣେ ସାଂସଦ କହିଛନ୍ତି ଯେ ୟୁକ୍ରେନ୍ ବିରୋଧରେ ରୁଷ୍ ପକ୍ଷରୁ ଲଢ଼େଇ କରି ଉତ୍ତର କୋରିଆର ଅତି କମରେ ୧୦୦ ସୈନିକ ପ୍ରାଣ ହରାଇଛନ୍ତି । ଦକ୍ଷିଣ କୋରିଆର ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ…