ପ୍ରଥମ ରାତିରେ ଏପରି କ’ଣ ହେଲା ଯେ ଫେରାର ହୋଇଗଲେ ୨ ପତ୍ନୀ, ୩ୟ ପତ୍ନୀଙ୍କ ସହ କଲେ ଏପରି କିଛି ଯେ ଯିବାକୁ ପଡିଲା ଜେଲ୍

ବେଙ୍ଗାଲୁର: କର୍ଣ୍ଣାଟକରୁ ଜଣେ ସ୍ୱାମୀଙ୍କ ଏପରି ସ୍ୱରୂପ ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣ ମୁହୂର୍ତ୍ତକ ଲାଗି ସ୍ତବ୍ଧ ହୋଇଯିବେ । ଏହି ସ୍ୱାମୀ ଜଣକ ନିଜ ପତ୍ନୀଙ୍କୁ ୧୨ବର୍ଷ ପର୍ଯ୍ୟନ୍ତ ଗୋଟିଏ ଘରେ ବନ୍ଦୀ…

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜେଲ ଦଣ୍ଡାଦେଶ… ଜେଲରେ ରାତି କାଟିବେ ହେମନ୍ତ ସୋରେନ୍

ଓଡ଼ିଶା ଭାସ୍କର: ପଦରୁ ଇସ୍ତଫା ଦେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ(ପୂର୍ବତନ)ଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ତାଙ୍କ ଜେଲକୁ ପଠାଇଦେଇଛନ୍ତି ମାନ୍ୟବର କୋର୍ଟ…

(Video) ବଜାରରୁ ଉଭା ହୋଇଗଲାଣି ରସୁଣ; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି ହେଉନି । ବଢି ଚାଲିଛି ହୁ ହୁ ରେଟ୍ । ସବୁ ପରିବାଠୁ ଅଧିକ ଦର ରହିଛି…

ଦଳକୁ ଫେରିବେ ଷ୍ଟାର କ୍ରିକେଟର: Ind vs Eng ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବଦଳିଗଲା Playing-11

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ପ୍ରଥମେ ଟେଷ୍ଟରେ ପରାଜୟର ସାମନା କରିଛି ଭାରତୀୟ ଦଳ । ଏହାପରେ ଦ୍ୱିତୀୟ ଟେଷ୍ଟ ପାଇଁ କଡ଼ା ରଣନୀତି କରୁଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ସେପଟେ ଇଂଲଣ୍ଡ ପ୍ରଥମ ମ୍ୟାଚରେ ବିଜୟ…

ମାହାଙ୍ଗା ଡବଲ ମର୍ଡର ମାମଲା; ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି, ଆସନ୍ତା ୧୩ ଯାଏଁ ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି । ଶୁଣାଣି ଘୁଞ୍ଚିଲା, ଆସନ୍ତା ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି । ପରବର୍ତ୍ତୀ ଶୁଣାଣି ଯାଏଁ ଅନ୍ତରୀଣ ସୁରକ୍ଷାରେ ରହିବେ…

୫ ବର୍ଷରେ ମିଳିବ ଆଉ ୨ କୋଟି ପକ୍କା ଘର: ବଜେଟ-୨୦୨୪ରେ ହେଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ-୨୦୨୪ରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଆଉ ୨ କୋଟି ପକ୍କା ଘର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।…

ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତଙ୍କୁ ଜେଲ ପଠାଉଛି; ମମତା ବାନାର୍ଜୀ

କୋଲକତା: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ଗୋଟିଏ ଦିନ ପରେ ମମତା ବାନାର୍ଜୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଜ୍ଞାନବ୍ୟାପୀ ମାମଲାରେ ମୁସଲିମ୍ ପକ୍ଷ ପହଞ୍ଚିଲେ ସୁପ୍ରିମକୋର୍ଟ, କହିଲେ ପୂଜା ରୋକାଯାଉ

ନୂଆଦିଲ୍ଲୀ: ବାରଣାସୀର ଏକ କୋର୍ଟ ବୁଧବାର ହିନ୍ଦୁ ପକ୍ଷକୁ ବାରଣାସୀର ଜ୍ଞାନବ୍ୟାପୀ ମସଜିଦରେ ସିଲ୍ ହୋଇଥିବା ତହଖାନା ଭିତରେ ପୂଜା କରିବାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ ହିନ୍ଦୁ ଶ୍ରଦ୍ଧାଳୁ ଏବେ…

ଆମେରିକା ସିନେଟ୍‌ରେ ଏହି କାରଣରୁ ଲଜ୍ଜିତ ହେଲେ ମାର୍କ ଜୁକରବର୍ଗ, କ୍ଷମା ବି ମାଗିଲେ

ନୂଆଦିଲ୍ଲୀ: ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ଆମେରିକା ସିନେଟ୍ ସାମ୍ନାରେ ଏକ ଶୁଣାଣୀ ସମୟରେ ବେଶ୍ ଲଜ୍ଜିତ ହେବାକୁ ପଡିଛି । ଯେତେବେଳେ ସିନେଟରେ ସ୍ପଷ୍ଟ ଓ ସିଧା ପ୍ରଶ୍ନର ସେ ସାମ୍ନା କରୁଥିଲେ ସେତେବେଳେ ତାଙ୍କ…

ସଂସଦ ସୁରକ୍ଷା ଭେଦ ମାମଲାରେ କରାଯାଇଛି ବଡ ଷଡଯନ୍ତ୍ର: କଂଗ୍ରେସ ଆଣିଲା ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ସଂସଦର ସୁରକ୍ଷା ଭେଦ ମାମଲାରେ ଅଭିଯୁକ୍ତଙ୍କ ଦ୍ୱାରା କୋର୍ଟରେ ରଖାଯାଇଥିବା ବୟାନକୁ ନେଇ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଯାଇଛି । ଦଳ ପକ୍ଷରୁ ଗୁରୁବାର ଅଭିଯୋଗ ଲଗାଯାଇଛି କି…