ଆମ ଆଖି କାହିଁକି ଲାଲ ପଡ଼େ? ଏହିସବୁ କାରଣ ପାଇଁ ବଢେ ଯନ୍ତ୍ରଣା, ଜାଣନ୍ତୁ ସବୁ ସମସ୍ୟା

ନୂଆଦିଲ୍ଲୀ: ବେଳେ ବେଳେ ନିଦରୁ ଉଠିବା ପରେ ଦେଖାଯାଏ ଯେ, ଆଖି ବହୁତ ଲାଲ୍ ପଡିଯାଇଛି କିମ୍ବା ଅଧିକ ଘଷିବା ଦ୍ୱାରା ଲାଲ୍ ହୋଇଯାଇଛି। ଏଭଳି ଅବସ୍ଥାରେ ଏକ ସାଧାରଣ ଅବସ୍ଥା ଏବଂ ନିଦ୍ରା ଅଭାବ ଏବଂ ଥକାପଣ ହେତୁ…

KKRର ଷ୍ଟାର କ୍ରିକେଟର, ଖେଳ ଛାଡ଼ି ହେବେ ‘ଡକ୍ଟର’… IPL-2025 ପାଇଁ ମିଳିଥିଲା ବଡ଼ ଆମାଉଣ୍ଟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ବଡ଼ ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କରିଛି ପୂର୍ବତନ ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ । ରିଟେନସନ ପରେ ଅକ୍ସନରେ ମଧ୍ୟ ଅନେକ ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କରିଛି କୋଲକାତା । ତେବେ…

Drinks କରୁଥିଲେ ସାବଧାନ! ଭାଙ୍ଗିଯିବ ବାପା-ମା ହେବାର ସ୍ୱପ୍ନ, ଦେଖା ଦିଏ ଏହିସବୁ ସମସ୍ୟା

ଓଡ଼ିଶା ଭାସ୍କର: ଆଲକହଲ୍ ବା ମଦ୍ୟପାନ ଆଜିକାଲି ସାଧାରଣ କଥା ହୋଇଗଲାଣି । ପାର୍ଟି ନାଁରେ ହେଉ କି କିଛି ସ୍ପେସାଲ୍ ଅକାଜେନ୍, ଲୋକେ ଟିକେ ମଜା କରିବାକୁ ପରସ୍ପରକୁ ଅଫର୍ କରନ୍ତି । ତେବେ ମଦ ପିଉଥିଲେ ସାବଧାନ! ଏହି…

WTC Final ରୁ କେତେ ଦୂରରେ ଭାରତ? ଅଧା ବାଟରେ ଅଟକିଛି ରୋହିତ ସେନା, ଜାଣନ୍ତୁ ସମୀକରଣ

ଓଡ଼ିଶା ଭାସ୍କର: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଏହାର ରୋମାଞ୍ଚ ଶିଖରରେ ପହଞ୍ଚିଛି । ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ । ଦୀର୍ଘ ଦିନରୁ ଭାରତ ଶୀର୍ଷ ସ୍ଥାନ କବଜା…

SBIରେ ବମ୍ପର ନିଯୁକ୍ତି ସୁଯୋଗ: ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ପଦ ପଦବୀରେ ନୂଆ ନିଯୁକ୍ତି କରିବ ଷ୍ଟେଟ ବ୍ୟାଙ୍କ । ଏ ନେଇ ନୋଟିଫିକେସନ ଜାରି ହୋଇସାରିଛି । ବ୍ୟାଙ୍କ…

ମାର୍କେଟକୁ ଆସୁଛି Robotuc Mouse: ବଞ୍ଚାଇବ ମଣିଷଙ୍କ ଜୀବନ, ଆହୁରି ଅନେକ କିଛି

ଓଡ଼ିଶା ଭାସ୍କର: ହାଇ ସ୍ପିଡରେ ଆଗକୁ ବଢୁଛି ଆଜିର ଟେକନୋଲୋଜି । ଅଧିକାଂଶ କାମ ଏବେ ଯନ୍ତ୍ରଚାଳିତ ଏବଂ ରୋବୋଟ ମାଧ୍ୟମରେ କରିବାରେ ସଫଳ ହୋଇଛି ମଣିଷ । ହ୍ୟୁମାନ୍ ରୋବୋଟର ଉଦ୍ଭାବନ ପରେ ମଣିଷ ପାଇଁ ଅନେକ କାମ ସହଜ…

Box Officeରେ ରାଜ୍ କରୁଛି ‘ପୁଷ୍ପାରାଜ୍’: Super Sundayରେ ରେକର୍ଡ ଭାଙ୍ଗିଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ରିଲିଜ ହେବା ଦିନରୁ ବକ୍ସ ଅଫିସରେ ଦମଦାର ଇନକମ୍ କରିବାରେ ଲାଗିଛି ‘ପୁଷ୍ପା-୨’ । ସାଉଥ ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ ପୁଷ୍ପା-୨ ସମସ୍ତଙ୍କୁ ପସନ୍ଦ ଆସିଛି । ସିନେମା ହଲରେ ଗୋଟିଏ ପରେ…

ଗାବା ଟେଷ୍ଟରୁ Ban ହେବେ DSP ସିରାଜ? ଟ୍ରାଭିସ ହେଡଙ୍କ ସହ ବିବାଦ ପଡ଼ିବ ମହଙ୍ଗା, ଆକ୍ସନ ନେବ ICC

ନୂଆଦିଲ୍ଲୀ: ଆଡିଲେଡ ଟେଷ୍ଟ ହାରିବା ପରେ ଟିମ ଇଣ୍ଡିଆକୁ ଲାଗିବ ଆଉ ଏକ ଝଟକା । ତୃତୀୟ ଟେଷ୍ଟ ପୂର୍ବରୁ ଆକ୍ସନ ନେବ ଆଇସିସି । ଦଳର ଷ୍ଟାର ପେସ୍ ବୋଲର ମହମ୍ମଦ ସିରାଜଙ୍କ ଉପରେ ଲାଗିପାରେ ବ୍ୟାନ୍ । ଆଡିଲେଡ ଟେଷ୍ଟରେ…

Late Breakfast ହୋଇପାରେ କ୍ଷତିକାରକ, Brainରୁ ଲିଭିଯିବ ସବୁତକ ମେମୋରୀ: ଏହି ରୋଗକୁ ନେଇ ବିପଦ

ନୂଆଦିଲ୍ଲୀ: ସକାଳର ଜଳଖିଆ ପ୍ରତ୍ୟେକ ବ୍ୟକ୍ତି ପାଇଁ ବେଶ୍ ଜରୁରୀ ହୋଇତାଏ । ଜଣେ ବ୍ୟକ୍ତିଙ୍କୁ ସତେଜ ଏବଂ ମାନସିକ ସ୍ତରରେ ଆକ୍ଟିଭ ରଖିବାରେ ଏହା ବେଶ୍ ସହାୟକ ହୋଇଥାଏ । ଶାରୀରିକ ତଥା ମାନସିକ ସ୍ତରରେ ବେଶ୍ ଫାଇଦା…

(Video) ଅଧାରେ ରହିଗଲା ଫ୍ଲାଇଟ ହାଇଜ୍ୟାକ୍ ସ୍ୱପ୍ନ: ଯୁବକକୁ ଧରିନେଲେ ଅଫିସର

ନୂଆଦିଲ୍ଲୀ: କଥାରେ ଅଛି, ‘ବିଛା ମନ୍ତ୍ର ନ ଜାଣି ସାପ ଲାଞ୍ଜରେ ହାତ ମାରିବା ଭଲ ନୁହେଁ...’ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି । ଏକ ଫ୍ଲାଇଟକୁ ହାଇଜ୍ୟାକ କରିବା ପାଇଁ ଚେଷ୍ଟ କରୁଥିବା ବେଳେ ଧରା…