ଖୁସି ଖବର, ପ୍ରତି ମାସ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା: ଏହି ଯୋଜନାରେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଜରିଆରେ ମହିଳାଙ୍କୁ ଆର୍ତିକ ସହାୟତା ଯୋଗାଇ ଦେଉଛନ୍ତି ସରକାର । ସେହିଭଳି ଏକ ଯୋଜନାରେ…