Whatsappରେ ଭିଡିଓ କଲ୍ ପ୍ରତି ସାବଧାନ୍! ସବୁ ଲୁଟିନେବ ସାଇବର ଠକ! କେମିତି ବଞ୍ଚିବେ?

ଓଡ଼ିଶା ଭାସ୍କର: ବର୍ତ୍ତମାନ ଠକେଇ ଏବଂ ଲୁଟ ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି ଲୁଟେରା । ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କୁ ଠକି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ସେମାନଙ୍କର ଏହି ଲୁଟ୍ ପାଇଁ ଏବେ ଲୁଟେରା…

(Video) U19 Asia Cup; ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ: ସେମି ଫାଇନାଲରେ ଏଣ୍ଟ୍ରି କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଣ୍ଡର-୧୯ ଏସିଆ କପ୍ ସେମି ଫାଇନାଲରେ ଗ୍ରାଣ୍ଡ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । ୟୁଏଇକୁ ମାତ୍ ଦେଇ ଭାରତ ସେମି ଫାଇନାଲ ଟିକେଟ ହାସଲ କରିଛି । ସେପଟେ ପାକିସ୍ତାନ ମଧ୍ୟ ସେମି ଫାଇନାଲରେ ପହଞ୍ଚିସାରିଛି ।…

(Video) ଗୋଳା-ବାରୁଦରେ କମ୍ପୁଛି ପୁରୀ… ଆତଙ୍କୀ ମୁକାବିଲାର ସାମନା କରୁଛନ୍ତି କମାଣ୍ଡୋ: ଦମ୍ ଦେଖାଉଛି ନୌସେନା

ପୁରୀ: ଆଜି ସାରା ବିଶ୍ୱ ଦେଖିଛି ପୁରୀରେ ଘମାଘୋଟ ଯୁଦ୍ଧର ନଜାରା । ୧୫ଟି ଯୁଦ୍ଧ ଜାହାଜ, ୩୭ଟି ଏୟାରକ୍ରାଫ୍ଟ ସାଙ୍ଗକୁ ଗୋଟିଏ ବୁଡ଼ା ଜାହାଜ ସହିତ ମେରାଇନ୍ କମାଣ୍ଡୋ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ଗୋଳାବାରୁଦ…

ଖଣ୍ଡପଡ଼ା: ବାଘ ଦେହରୁ ମୁଣ୍ଡ କାଟି ନେଇଗଲେ ଶିକାରୀ, ସାପୁଆ ଜଙ୍ଗଲରେ ଛାନ୍‌ଭିନ୍‌ କରୁଛି ବନବିଭାଗ

ନୟାଗଡ଼: (ଓଡ଼ିଶା ଭାସ୍କର) ପୁଣି ରାଜ୍ୟରେ ବଢିଲାଣି ବାଘ ଶିକାର, ଦିନକୁ ଦିନ ଶିକାରୀ ଆପଣାଉଛନ୍ତି ବିଭିନ୍ନ ତରିକା। ଶେଷରେ ବାଘ ଦେହରୁ ମୁଣ୍ଡ କାଟି ନେଇଗଲେ ଶିକାରୀ। ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ…

(Video) ରାଷ୍ଟ୍ରପତିଙ୍କ ସହ କୁନି ପିଲାଟି କିଏ? ଯାହାକୁ ଖୁବ ଭଲ ପାଆନ୍ତି ଦ୍ରୌପଦୀ ମୁର୍ମୁ… ହାତ ଧରି ନେଇଗଲେ ଶ୍ରୀମନ୍ଦିର

ପୁରୀ: ଆଜି ଭାରତୀୟ ନୌସେନା ଦିବସ । ଆଜି ଏହି ଅବସରରେ ଇଣ୍ଡିଆନ୍ ନେଭି ପୁରୀ ବେଳାଭୂମୀରେ ନିଜର ପରାକାଷ୍ଠା ପରିଦର୍ଶନ କରୁଛି । ବ୍ଲୁ ଫ୍ଲାଗ ବିଚ୍ ରେ ଡେମୋର ଉଦଘାଟନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ…

ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨ ବର୍ଷରେ ୧୨୧୦ କୋଟି ମଞ୍ଜୁର: ୨୦୨୭ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଯଥାକ୍ରମେ ୨୧୦ କୋଟି ଓ ୧,୦୦୦ କୋଟି ମଞ୍ଜୁର ହୋଇଛି । ପ୍ରକଳ୍ପରେ କାର୍ଯ୍ୟରତ ସମୟରେ ମୁଖ୍ୟ ରାସ୍ତାର…

ତାମିଲନାଡୁର ତିରୁଭାନ୍ନାମଲାଇରେ ବାତ୍ୟା ଫେଙ୍ଗଲର ତାଣ୍ଡବ ପରେ ଭୂସ୍ଖଳନ, ୫ ମୃତଦେହ ଉଦ୍ଧାର

ଚେନ୍ନାଇ: ତାମିଲନାଡୁର ତିରୁଭାନ୍ନାମଲାଇରେ ଭୂସ୍ଖଳନରେ ଫସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ୨୪ ଘଣ୍ଟାର ଉଦ୍ଧାର ଅଭିଯାନ ପରେ ସୋମବାର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…

କେବେ ସବୁଜ, କେବେ ଲାଲ… ଋତୁ ହିସାବରେ ରଙ୍ଗ ବଦଳାଏ ଏହି ନଦୀ: କ’ଣ ରହିଛି ରହସ୍ୟ

ଓଡ଼ିଶା ଭାସ୍କର: ପ୍ରକୃତିର ଲୀଳା ଅପାର । ପ୍ରକୃତି କୋଳରେ ଅନେକ ରହସ୍ୟର ପରଦା ଅଛି । ଏହି ରହସ୍ୟରେ ମଣିଷ ଅଭିଭୂତ ହେଉଛି । ପ୍ରକୃତି ରହସ୍ୟର ପରଦା ଆଡଉ ଆଡଉ ଅନେକ ଯୁଗ ବିତି ଯାଉଛି । ଆମ ପୃଥିବୀରେ ଏପରି ଏକ ସ୍ଥାନ…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସମାରୋହ ଅନଷ୍ଠିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ର ସମାରୋହ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଉଦ୍ ଘାଟକ ଭାବେ ଯୋଗ ଦେଇ ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ…

Video: ସତରେ କ’ଣ ଆଉ ଫେରିପାରିବେ ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ? ଜାଣନ୍ତୁ ଏନେଇ ବିଶେଷଜ୍ଞଙ୍କ ମତ…

ନୂଆଦିଲ୍ଲୀ: ୦୫ ଜୁନ୍‌, ୨୦୨୪ । ସମୟ ୧୦ଟା ବାଜି ୫୨ ମିନିଟ୍ । ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ସ୍ଥିତ କେପ୍ କୈନବେରଲ୍ ସ୍ପେସ୍ ଫୋର୍ସ ଷ୍ଟେସନ୍ରୁ ଏକ ରକେଟ୍ ଲଞ୍ଚ ହୁଏ । ବୋଇଂ ଷ୍ଟାରଲାଇନର୍ କ୍ୟାପସୁଲ୍…