ଶୀତ ଦିନେ ମହିଳାଙ୍କ ଜୀବନ ନେଉଛି Bra; ଭୟଙ୍କର ହେଲାଣି ବ୍ରେଷ୍ଟ୍ କ୍ୟାନସର
ନୂଆଦିଲ୍ଲୀ: ଡବ୍ଲ୍ୟୁଏଚ୍ଓ ରିପୋର୍ଟ ଅନୁଯାୟୀ, ୨୦୨୨ରେ ସମଗ୍ର ବିଶ୍ୱରେ ୨.୩ ନିୟୁତ ସ୍ତନ କର୍କଟ ରୋଗୀ ଥିଲେ। ସେହିପରି ଏଥିରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୬ ଲକ୍ଷ ୭୦ ହଜାର। ଯଦିଓ ସ୍ତନ କର୍କଟ ପୁରୁଷଙ୍କ…