୧୯୮୮ରେ ମର୍ଡର: ୨୫ ବର୍ଷ ଧରି କୋର୍ଟରେ ଚାଲିଲା କେସ, ୧୦୪ ବର୍ଷରେ କାହିଁକି ବେଲ୍ ଦେଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: ରସିକ ଚନ୍ଦ୍ର ମଣ୍ଡଳ ୧୯୨୦ ମସିହାରେ ମାଲଦା ଜିଲ୍ଲାର ଏକ ଅଜଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେହି ବର୍ଷ ଭାରତୀୟ ଜାତୀୟ କଂଗ୍ରେସ ଇଂରେଜଙ୍କ ବିରୋଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା । ଏକ…